ଭୁଲରେ ବି ଘରର ଏହି ଦିଗରେ କେବେବି ଲଗାନ୍ତୁ ନାହିଁ ଘଣ୍ଟା ଆସି ପାରେ ଅକାଳ ମୃ-ତ୍ୟୁ ,ସବୁ ମହିଳା ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପାଣଙ୍କ ଘରେ କେବେ ପଇସାର ଅଭାବ ରହି ନଥାଏ ।

୧. ଯଦି ଘରେ କୌଣସି ଲୋକଙ୍କର ମାନସିକ ଦୁର୍ଦ୍ଦିନା ଲାଗି ରହୁଥାଏ ତେବେ ତାଙ୍କଦ୍ବାରା ମାଟିର ପାତ୍ରରେ ଗଛବୃକ୍ଷଙ୍କୁ ପାଣିଦେଲେ ତାହା ଦୂରହୋଇଥାଏ ।

୨. ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିଲେ ପାଣି ପିଇବା ବେଳେ ବସିକି ପିଅନ୍ତୁ ଏବଂ ଦିନକୁ ପାଞ୍ଚଟି ଲବଙ୍ଗ ଚୋବାଇକରି ଖାଆନ୍ତୁ ।

୩. ବ୍ରଣ ଦାଗ ଲିଭାଇବା ପାଇଁ ହେଲେ ଡାଲଚିନି ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଦାଗରେ ମାରିଲେ ଦାଗ ଲିଭିଯାଏ ।

୪. ଆଖୁ ତଳ କଳାଦାଗ ଲିଭାଇବା ପାଇଁ ଲେମ୍ବରସ ସ‌ହିତ ବିଲାତିରସ ମିଶାଇ କଳାଦାଗରେ ଲଗାନ୍ତୁ ।

୫. ବିବାହିତା ସ୍ତ୍ରୀ ଲୋକମାନେ ରାତିରେ ଚୁଟି ଖୋଲାରଖ୍ ଶୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୬. ସୂର୍ଯ୍ୟାସ୍ତ ପରେ କେବେ କ୍ଷୀର କିମ୍ବା ଦହି ବାହାର ହାର ଲୋକଙ୍କୁ ଦିଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ।

୭. ପୂଜାରେ ଯାଆଁଳା କଦଳୀ ଭୋଗକ ଗକଲେ ବହୁତ ଶୁଭ ହୋଇଥାଏ ଏବଂ ଶିବଙ୍କ ଲିଙ୍ଗରେ ଚଢାଇଲେ ମଙ୍ଗଳ ହୋଇଥାଏ ।

୮. ଠାକୁର ପୂଜା କଲାବେଳେ ତଳେ, ପିଢ଼ା ଉପରେ କିମ୍ବା ପଥର ଉପରେ ବସିକି ପୁଜାକରନ୍ତୁ ନାହିଁ ଆସନ ପକାଇ ପୂଜା କରନ୍ତୁ ।

୯. ଘରର ପାଣି ଟ୍ୟାପରୁ ପାଣି ଟପ ଟପ୍ ପଡ଼ିଲେ ଅଶୁଭ ହୋଇଥାଏ ତୁରନୁ ମରାମତି କରନ୍ତୁ ।

୧୦. ଟଙ୍କା ରଖୁଥିବା ଆଲମାରିର ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ ଅନ୍ୟ ଦିଗକୁ ରଖିଲେ ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *