ଏବେ ଏବେ ସରକାର କଲେ ବଡ଼ ଘୋଷଣା କଲେ ,ଯୁକ୍ତ ଛାତ୍ର ଛାତ୍ରୀଙ୍କ ଆସିଲା ନୂଆ ନିୟମ ସବୁ Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହେବ ଅଭିନବ ପ୍ରୟାସ । ଆସନ୍ତା ଶିକ୍ଷାବର୍ଷରୁ ଦ୍ବାଦଶ ଶ୍ରେଣୀ ପରୀକ୍ଷାର ୬ମାସ ପୂର୍ବରୁ ଏକ ପ୍ରି- ଏକ୍ଜାମ୍ କରାଯିବ । ଯେଉଁଥରେ ୪ଟି ବିଷୟ ଏକ୍‌ଜାମ୍ କରାଯିବ । ଯେଉଁଥିରେ ୪ଟି ବିଷୟ ଯଥା-ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ ଏବଂ ବାୟୋଲୋଜି ପରୀକ୍ଷା କରାଯିବ ।

ଏହି ୪ଟି ବିଷୟରେ ୩୦୦ମାର୍କର ପରୀକ୍ଷା ହେବ। ଯେଉଁଥରେ ଛାତ୍ରଛାତ୍ରୀଙ୍କୁ +୨ ପରିଷଦ ଯେଉଁଥରେ ଛାତ୍ରଛାତ୍ରୀଙ୍କୁ+୨ ପରିଷଦପକ୍ଷରୁ ଆୟୋଜିତ ପରୀକ୍ଷାର ଢାଞ୍ଚା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରାକ୍ ପ୍ରଶିକ୍ଷଣ ପ୍ରଦାନ କରାଯିବ। ଫଳରେ ଛାତ୍ରଛାତ୍ରୀ +୨ ପରୀକ୍ଷା ଦେବା ପୂର୍ବରୁ ପରୀକ୍ଷା ସମ୍ପର୍କରେ ଠିକ୍ ଭାବେ ଅବଗତ ପରୀକ୍ଷା ସମ୍ପର୍କରେ

ଠିକ୍ ଭାବେ ଅବଗତ ହେବା ସହ ପୂର୍ବରୁ ଯୁକ୍ତଦୁଇ ପରୀକ୍ଷାରେ ପିଲାମାନେ ଯେପରି ବିଚଳିତ ହେଉଥିଲେ ସେହି ଭୟ ପିଲାଙ୍କ ପାଖରେ ରହିବ ନାହିଁ । ବିଶେଷକରି ପରୀକ୍ଷା ପାଟର୍ଶ ସମ୍ପର୍କରେ ପୂର୍ବରୁ ସେହି ଭୟ ପିଲାଙ୍କ ପାଖରେ ରହିବ ନାହିଁ ।

ବିଶେଷକରି ପରୀକ୍ଷା ପାଟର୍ୟ ସମ୍ପର୍କରେ ପୂର୍ବରୁ ପିଲାଙ୍କର ଅଭିଜ୍ଞତା ସୃଷ୍ଟି ପରୀକ୍ଷାରେ ପିଲାଙ୍କର ପାସ୍‌ ହାର ବୃଦ୍ଧି ହୋଇଥିବାରୁ ଏହି ପାଇପାରିବ। ତେବେ ଏହି ବ୍ୟବସ୍ଥାକୁ ସବୁ ସ୍ତରରେ ସ୍ବାଗତ କରାଯାଉଛି

Leave a Reply

Your email address will not be published. Required fields are marked *