ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ଼ ଖବର ,ଗ୍ରୀଷ୍ମ ପ୍ରବାହ ଯୋଗୁଁ ବଢ଼ିପାରେ ଖରା ଛୁଟି ସରକାର ନେଲେ ବଡ଼ ନିଷ୍ପତି Student ମାନେ ଜାଣିରଖନ୍ତୁ

ନମସ୍କାର ବନ୍ଧୁଗଣ ଏବେ ଏବେ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର ଯାହାକି ପୁଣି ବଢ଼ିପାରେ ଖରା ଛୁଟି ଯାହା ବି ଆସିଛି ଅପଡେଟ ଆମେ ଆମ ମନରୁ କହୁ ନାହୁଁ ଯାହାବି ଅପଡେଟ ଆସିଛି ଆମେ ଆପଣଙ୍କୁ କହିବାକୁ ଯାଉଛୁ | ଆଗାମୀ ଶିକ୍ଷା ବର୍ଷ ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ଏକାଡେମିକ କ୍ୟାଲେଣ୍ଡର ପ୍ରକାଶ କରି ସାରିଛି କିନ୍ତୁ ବର୍ତ୍ତମାନ ଏଥିରେ ପରିମାଣ ଆଣିବାରେ ଦାବି ଉଠାଇବାରେ ଲାଗି ରହିଛି |

ରାଜ୍ୟ ଶିକ୍ଷକ ସଙ୍ଘ ସରକାରଙ୍କୁ ଏଥର ଶିକ୍ଷାବର୍ଷ କ୍ୟାଲେଣ୍ଡରରେ ପରିବର୍ତ୍ତନ ଆଣିବାକୁ ଦାବି କରିଛି ଏହା ସହିତ ଖରା ଛୁଟି ବୃଦ୍ଧି କରାଯିବା ଉଚିତ ବୋଲି କହିଛି ଶିକ୍ଷକ ସଙ୍ଘ ଆସନ୍ତୁ ଜାଣିବା ରାଜ୍ୟ ଶିକ୍ଷକ ସଂଘର ଦାବି କଣ ରହିଛି | ପର୍ବ ପର୍ବାଣି ଗୁଡ଼ିକରେ ଦିଆ ଯାଉଥିବା ଛୁଟି ଗୁଡ଼ିକରେ କୌଣସି ସମସ୍ୟା ନାହିଁ ବୋଲି ରାଜ୍ୟ ଶିକ୍ଷକ ସଂଘ ମତ ଦେଇଛି |

ପ୍ରଥମ ଏକାଦଶୀକୁ ଛୁଟି ଘୋଷଣା କରିବାକୁ ଦାବି କରାଯାଇଛି ସେହିଭଳି ଏକାଡେମିକ କ୍ୟାଲେଣ୍ଡରରେ ଛୁଟି ବାବଦରେ ଅନେକ ପରିବର୍ତ୍ତନ କରିବାକୁ ଦାବି କରାଯାଇଛି ଯେଉଁଥିରେ ଖରା ଛୁଟି ମଧ୍ୟ ସାମିଲ ରହିଛି ସରକାର ଯଦି ଦାବି ଶୁଣନ୍ତି ତେବେ ପର୍ବ ପର୍ବାଣି ସହିତ ଖରା ଦିନ ଛୁଟି ମଧ୍ୟ ବଢ଼ିପାରେ |

ବିଦ୍ୟାଳୟ ଗୁଡ଼ିକ ସଦ୍ୟ ବିଦ୍ୟାଳୟ ଗୁଡ଼ିକ ପାଇଁ ଏକାଡେମିକ କ୍ୟାଲେଣ୍ଡର ପ୍ରକାଶ କରିଛି ଶିକ୍ଷା ବିଭାଗ ଏଥିରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବର୍ଷର ବିବରଣୀ ରହିଛି ଯାହାକି ଆପଣ ଅପଡେଟରୁ ଜାଣି ପାରୁଥିବେ ବର୍ତ୍ତମାନ ଶିକ୍ଷକ ସଙ୍ଘ ପକ୍ଷରୁ ଦାବି କରାଯାଇଛି

ଯେଉଁ ଦାବିରେ ବହୁତ ସାରା ଛୁଟି ପାଇଁ ଆବେଦନ କରାଯାଇଛି ଏହା ସହିତ ଖରା ଛୁଟି ବୃଦ୍ଧି ପାଇଁ ଆବେଦନ କରାଯାଇଛି ଏହି ଦାବି ଯଦି ଆପୃଭ ହେଉଛି ତେବେ ସବୁ ଛୁଟି ବଢ଼ିବା ସହିତ ଖରା ଛୁଟି ବଢ଼ିବାର ମଧ୍ୟ ସମ୍ଭାବନା ରହିଛି

Leave a Reply

Your email address will not be published. Required fields are marked *