କାଳିଜାଇ ମନ୍ଦିରର ରହସ୍ୟ ରାତି ହେଲେ ଏହି ଜାଗାରେ କାନ୍ଦଣା ଶୁଭା ଯାଏ ,ଯଦି ଯାଉଛନ୍ତି ଭୁଲରେ କରନ୍ତୁ ନାହିଁ ଏହି ସବୁ କାମ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ମା କାଳିଜାଇଙ୍କ ମହିମା ବିଷୟରେ ଜାଣିଥିବେ ଆଉ ସେଠାକାର ପରିବେଶ ମଧ୍ୟ ଆପଣକୁ ବେଶ ଭାଳମଧ୍ୟ ଲାଗିଥାଏ | ତେବେ ଦର୍ଶକବନ୍ଧୁ ଏହି କିଛିଦିନ ହେବ ମାଙ୍କ ଦର୍ଶନ କରିବାକୁ ଯାଉଥିବ ଭକ୍ତଙ୍କ ସହିତ ଭୟଙ୍କର ଅଘଟଣ ଘଟିବାର | ତେବେ ଦର୍ଶକ ଯଦି ଆପଣ ଚାହୁଁଛନ୍ତି ସେମିତିକିଛି ଘଟଣା ଆପଣଙ୍କ ସହିତ ନଘଟୁ ତେବେ ଏହି ତିନଟି ଭୁଲ କରନ୍ତୁ ନାହିଁ |

ଯଦି ଆପଣ କେବେ ମା କାଳିଜାଇ ଦର୍ଶନ କରିବାକୁ ଯାଉଛନ୍ତି ତେବେ ଏହି ତିନଟି ଭୁଲ କେବେ କରନ୍ତୁ ନାହିଁ | ଏହି ତିନଟି ଭୁଲ ମଧ୍ୟରୁ ଗୋଟିଏବି ଭୁଲ କରିଲେ ଘଟିବ ବହୁତ ବଡ଼ ଅଘଟଣ | ତେବେ ଦର୍ଶକବଂଧୁ ଆସନ୍ତୁ ଜାଣିବା କଣ ସେହି ତିନଟି ଭୁଲ….

ପ୍ରଥମଟି ହେଲା ଯେବେବି ଦଙ୍ଗାରେ ବସିକି ମାଙ୍କ ପାଖକୁ ଯାତ୍ରା କରିବେ ମନରେ ମା କାଳିଜାଇଙ୍କର ନାଁ ଧରିକି ଯାତ୍ରା କରିବେ ଦେହରେ ଧଉଳିଟିକେ ପଡ଼ିବନାହିଁ | ଦ୍ୱିତୀୟ ଭୁଲ ଯେବେବି ଦଙ୍ଗାରେ ବସିକି ମାଙ୍କ ପାଖକୁ ଯାତ୍ରା କରୁଛନନ୍ତି ସେତେବେଳେ ମନରେ କେବେବି ଖରାପ ଚିନ୍ତାଧାରା ଆଣିବେ ନାହିଁ |

ତୃତୀୟାରେ ଯେବେବି ମାଙ୍କ ପାଖରେ ଯାଇକି ପହଁଚିବେ ମାଙ୍କୁ ଦର୍ଶନ କରିବାକୁ ଭୁଲିବେ ନାହିଁ ଆଉ ମାଆଙ୍କ ପାଖକୁ ଭୋଗ ନବାକୁ ଭୁଲିବେ ନାହିଁ ନହେଲେ ବୋହହୁତ ବଡ଼ ଅଘଟଣ ଘଟିଯବ |ଆଉ ଯେବେବି ମାଙ୍କ ପାଖରୁ ଫେରିବେ ମାଙ୍କ ନାମ ଜପ କରି କରି ଫେରିବେ ଦେଖିବେ ଆପଣଙ୍କ ଦେହରେ ଧଉଳିଟିକେ ପଡିବ ନାହିଁ | ଏହି ତିନଟି ଭୁଲ ଆପଣମାନେ କେବେବି କରିବେନାହିଁ |

Leave a Reply

Your email address will not be published. Required fields are marked *