ଏହିପରି ଭାବରେ ଡାଉନଲୋଡ କରନ୍ତୁ ନିଜ ଡିଜିଟାଲ ସାର୍ଟିଫିକେଟ ,ସବୁ ଛାତ୍ର ଛାତ୍ରୀ ମାନେ ଶୀଘ୍ର ଦେଖନ୍ତୁ କରନ୍ତୁ ସହଜ ଉପାୟରେ

ବନ୍ଧୁଗଣ ମାଟ୍ରିକ ରେଜଲ୍ଟ ଡିଜିଟାଲ ସାର୍ଟିଫିକେଟ କେମିତି ଡାଉନଲୋଡ କରିବେ ସେ ୱେବସାଇଟ ଜରିଆରେ ପୂର୍ବରୁ ଯେଉଁ ପ୍ରୋସେସ ରହିଥିଲା ୱେବସାଇଟ ମାଧ୍ୟମରେ ତାହା କାମ କରୁ ନାହିଁ ଏରର ଆସୁଛି ଆପଣ ହ୍ବାଟସପ ମାଧ୍ୟମରେ କେମିତି କରିପାରିବେ ତାହାର ପ୍ରୋସେସ ଆସିଯାଇଛି |

ଆମେ ଆପଣଙ୍କୁ ଷ୍ଟେପ ବାଏ ଷ୍ଟେପ ପ୍ରୋସେସ ଜଣାଇବି ଶେଷ କରି ଦେଖନ୍ତୁ | ଏହାର ଯେଉଁ ୱେବସାଇଟ ରହିଛି ଆପଣ ଚାହିଁଲେ BSE odisha ସର୍ଚ୍ଚ କରନ୍ତୁ ତାପରେ ଯେଉଁ ୱେବସାଇଟ bse odisha .ac .in ଏହି ୱେବସାଇଟ ଓପନ କରିବେ ସ୍କ୍ରୋଲ କରି ତଳକୁ ଆସିବେ ରିଡ ମୋର ଉପରେ କ୍ଲିକ କରିବେ

ଏବେ ଦେଖନ୍ତୁ ଆସିଯାଇଛି ଡିଜିଟାଲ ସାର୍ଟିଫିକେଟ ଆପଣ ତା ଉପରେ କ୍ଲିକ କରିବେ ଏବେ ଆପଣଙ୍କ ସାମ୍ନାରେ ପ୍ରୋସେସ ଆସିଯିବ ଟାଇପ ଅଫ ଏକ୍ଜାମିନେସନ ଆପଣ ମାଟ୍ରିକ ଚାହୁଁଥିଲେ AHSC ରେ କ୍ଲିକ କରିବେ ଇୟର ଅଫ କାର୍ଯ୍ୟକ୍ରମ 2024 ଦେବେ ଆଡମିଟ କାର୍ଡର ଯେଉଁ ଡେଟ ଅଫ ବାର୍ଥ ତାକୁ ଦେଇଦେବେ

ତାପରେ ଯେଉଁ ରୋଲ ନମ୍ବର ଅଛି ତାକୁ ଦେଇଦେବେ ଏବଂ ଯେକୌଣସି ମୋବାଇଲ ନମ୍ବର ଦେଲେ ଚଳିବ ତାପରେ ଆପଣଙ୍କ ଓଟିପି ଦେଇ ଆପଣ ତାପରେ ଆପଣଙ୍କ ଚାଲି ଆସିବ ସାର୍ଟଫିକେଟ ହିଷ୍ଟ୍ରୀ ଡାଉନଲୋଡ ଇୟର ସାର୍ଟଫିକେଟ ତାପରେ ଆପଣ ଦେଖିପାରିବେ |

Leave a Reply

Your email address will not be published. Required fields are marked *