ମାଟ୍ରିକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସିଲା ଗୁରୁତ୍ୱପୂର୍ଣ୍ଣ ଖବର ,ରେଜଲ୍ଟ ଦେଖି ସାରିଲା ପରେ କେମିତି ଡାଉନଲୋଡ କରିବେ ଡିଜିଟାଲ ସାର୍ଟିଫିକେଟ

ନମସ୍କାର ବନ୍ଧୁଗଣ ମାଟ୍ରିକ ଛାତ୍ର ଛାତ୍ରୀ ମାନଙ୍କ ରେଜଲ୍ଟ ଆସନ୍ତା କାଲି ବାହାରିବ ଏବଂ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ମାନଙ୍କ ରେଜଲ୍ଟ କାଲି ବାହାରିବ ଏହି ବିଷୟର ଟପିକ ହେଉଛି ଦଶମ ପିଲାଙ୍କ ରେଜଲ୍ଟ ପାଇ ସାରିଲା ପରେ ଡିକ୍ଲାର ହୋଇଛି ଡିଜିଟାଲ ସାର୍ଟ ଫିକେଟ୍ କିପରି ଡାଉନଲୋଡ କରିବେ ଆଜିର ବିଷୟରେ ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ପ୍ରୋସେସ ଜଣାଇବାକୁ ଯାଉଚୁ ।

ଏହି ପ୍ରୋସେସ ଫେଲୋ କଲେ ଦଶମ ପିଲା ଆପଣ ଚାହିଁଲେ ନିଜ ମାର୍କ ବାହାରିବା ପରେ ଆପଣଙ୍କ ଡିଜିଟାଲ ସର୍ଟିଫିକେଟ ଆପଣ ମଧ୍ୟ ଡାଉନ୍ ଲୋଡ କରି ନେଇପାରିବେ । ସର୍ବ ପ୍ରଥମେ ଆପଣ ଜାଣି ରଖନ୍ତୁ ଆସନ୍ତା କାଲି ୨୬ ତାରିଖ ଆଉ ଆପଣ ଚାହିଁଲେ ଆପଣଙ୍କ ରେଜଲ୍ଟ ଦେଖିବା ସହିତ ଡିଜିଟାଲ ସର୍ଟିଫିକେଟ ମଧ୍ୟ ଡାଉନ ଲୋଡ କରି ନେଇପାରିବେ ।

ଦିନ ୪ ଠାରୁ ଆପଣଙ୍କ ଡିଜିଟାଲ ସାର୍ଟଫିକେଟ ଆପଣ ଚାହିଁଲେ ଡାଉନଲୋଡ ହେବା ଆରମ୍ଭ ହେବ ସର୍ବ ପ୍ରଥମେ ଆପଣ ଚାହିଁଲେ bse.odisha.ac.in ୱେବସାଇଟ ଓପନ କରି ଆପଣ ଚାହିଁଲେ ଡାଉନଲୋଡ କରିପାରିବେ । ନହେଲେ ଆପଣ ହ୍ଵାଟସପ୍ ଜରିଆରେ ଚାହିଁଲେ ଡାଉନଲୋଡ କରି ନେଇପାରିବେ ।

Leave a Reply

Your email address will not be published. Required fields are marked *