କୁମିନ୍ସ ଙ୍କ ଚାଲ୍ ବୁଝି ପାରିଲୁନି ଆମେ ଜାଣି ଜାଣି ହାରିଲୁ ମୋ ଭୁଲ୍ ପାଇଁ ମ୍ୟାଚ ହାରିଲା ରାଜସ୍ଥାନ ,ଏପରି କହିଲେ ଅଧିନାୟକ ସଞ୍ଜୁ

ଗତକାଲି ଅନୁଷ୍ଠିତ IPL ୨୦୨୪ ମଧ୍ୟରୁ ବିଦାୟ ନେଲା ରାଜସ୍ଥାନ କ୍ବଳିଫାୟର ୨ ମୁକାବିଲାରେ ରାଜସ୍ଥାନ ହାଇଦ୍ରାବାଦ ଠାରୁ ୩୬ ରନରେ ପରାସ୍ତ ହୋଇଛି ହାଇଦ୍ରାବାଦର ୧୭୬ ରନ୍ ଲକ୍ଷକୁ ପିଛା କରିବାକୁ ଯାଇ ରାଜସ୍ଥାନ ମାତ୍ର ୧୩୯ ରନ୍ ସଂଗ୍ରହ କରିପାରିଥିଲା ଦୃବ ସର୍ବାଧିକ ୫୬ ରନ୍ ସଂଗ୍ରହ କରିଥିବା ବେଳେ ଜସ୍ଵସି ଜେଶ୍ଵଲ ୪୨ ରନ୍ ସଂଗ୍ରହ କରିଥିଲେ

ହେଲେ ଏହା ସତ୍ତ୍ୱେ ହାଇଦ୍ରାବାଦ ଏହି ମ୍ୟାଚ୍ ଟିକୁ ଅତି ସହଜରେ ଜିତିଯାଇଥିଲ । ତେବେ ଗତକାଲି ଅନୁଷ୍ଠିତ IPL ର ହାଇଦ୍ରାବାଦ ଓ ରାଜସ୍ଥାନ ମ୍ୟାଚ୍ ରେ ପ୍ରଥମେ ଟସ୍ ଜିତି ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ଅମନ୍ତ୍ରଣ କରିଥିଲେ ସୀମିତ ୨୦ ଓଭର ରେ ୯ ୱିକେଟ୍ ହରାଇ ହାଇଦ୍ରାବାଦ ୧୭୫ ରନ୍ ସଂଗ୍ରହ କରିଥିଲେ

ଯେଉଁଥିରେ ଟ୍ରାବେସ ହେଡ ଙ୍କ ବିସ୍ଫୋରକ ୩୬ ରନ୍ ମଧ୍ୟ ସାମିଲ ଥିଲା ତେବେ ୨୭୬ ରନ୍ ଲକ୍ଷକୁ ପିଛାକରି ରାଜସ୍ଥାନ ଆରମ୍ଭରୁ ଧିମା ଖେଳ ପ୍ରଦର୍ଶନ କରିଥିଲା ପାୱାର ପ୍ଲଟ ରେ ହାଇଦ୍ରାବାଦ ବୋଲର ମାନେ ରନ୍ କୁ ଚାପିଦେଇଥିଲେ

୫ ଓଭର ବେଳକୁ ଏକ ୱିକେଟ୍ ହରାଇଥିଲା ରାଜସ୍ଥାନ । ଏହାପରେ ଜସ୍ଵଶୀଙ୍କ ସଲିନତା ପୂର୍ଣ୍ଣ ବ୍ୟାଟିଂ ବଳରେ ରାଜସ୍ଥାନ କୁ ୪୨ ରନର ବଡ଼ ଯୋଗଦାନ ଦେବ ଷ୍ଟୱେ ହାରିଥିଲା ରାଜସ୍ଥାନ ।

Leave a Reply

Your email address will not be published. Required fields are marked *