ସୋମବାର ଦିନ ଭୁଲରେବି କରନ୍ତୁ ନାହିଁ ଏହି ୩ ଟି କାମ ନହେଲେ ଲାଗିଥାଏ ମହାପାପ ସବୁ ମହିଳା ମାନେ ଜାଣିରଖନ୍ତୁ

ନମସ୍କାର ବନ୍ଧୁଗଣ ସୋମବାର ଦିନ ଭୁଲ୍ ରେ ବି କରନ୍ତୁ ନାହିଁ ଏହି କାମ ଆମର ଜ୍ୟୋତିଷ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ରରେ ଏହି ସୃଷ୍ଟିରେ ଘଟୁଥିବା ବଡ଼ ବଡ଼ ଘଟଣାର ସମ୍ବନ୍ଧ ଆମ ଜୀବନ ସହ ଯୋଡି ଦେଖା ଯାଇଥାଏ ଏବଂ କିଛି ବିଶିଷ୍ଟ ଗଣନା ମାନଙ୍କ ଆଧାରରେ ଏହି ଘଟଣା ଆମ ଜୀବନରେ କଣ ପ୍ରଭାବ ପକାଇଥାଏ ଏହାର ଅନୁମାନ କରାଯାଇଛି। ଦର୍ଶକ ବନ୍ଧୁ ସପ୍ତାହରେ ସାତ ଦିନ ହୋଇଥାଏ ଯାହାକୁ ବାର କୁହାଯାଏ ପ୍ରତ୍ୟେକ ବାରର ସମ୍ବନ୍ଧ କୌଣସି ନା କୌଣସି ଭଗଵାନଙ୍କ ସହିତ ଯୋଡି ହୋଇ ରହିଥାଏ ଯେଉଁ ଦେବତାଙ୍କର ବାର ହୋଇଥାଏ ସେହିଦିନ ସେହି ଦେବତାଙ୍କ ଶକ୍ତି ଅଧିକ ପ୍ରଭାବଶାଳୀ ହୋଇଥାଏ ଯଦି ଆମେ ସେହିଦିନ ସେହି ଭଗଵାନଙ୍କ ସମ୍ବନ୍ଧୀୟ ନିୟମ ପାଳନ କରିବା ତାହେଲେ ଆମର ଜୀବନରେ ଏହାର ବିଶେଷ ପ୍ରଭାବ ପଡ଼ିଥାଏ |

ଏଥିପାଇଁ ଆମେ ଜାଣିବା ଜରୁରୀ ଅଟେ କେଉଁ ଦିନ କେଉଁ ଭଗଵାନଙ୍କ ଉପାସନା କରିବା ଉଚିତ୍ ଏବଂ କେଉଁ କାମ କରିବା ଉଚିତ୍ ଏବଂ କେଉଁ କାମ କରିବା ଉଚିତ୍ ନୁହେଁ। ଆଜି ଆମେ ସପ୍ତାହର ପ୍ରଥମ ବାର ଅର୍ଥାତ୍ ସୋମବାର ଦିନ କେଉଁ ଭଗଵାନଙ୍କ ପୂଜା କରିବା ଉଚିତ୍ କେଉଁ କାମ କରିବା ଉଚିତ୍ ଏବଂ କେଉଁ କାମ କରିବା ଅନୁଚିତ୍ ଏବଂ କେଉଁ ବ୍ରତ କରିବା ଉଚିତ୍ କଣ ଖାଇବା ଉଚିତ୍ କେଉଁ ରଙ୍ଗର ପୋଷାକ ପିନ୍ଧିବା ଉଚିତ୍ ଏହି ସବୁ କଥା ବିଷୟରେ ଆଜି ଆସନ୍ତୁ ଜାଣିବା ଯାହାଦ୍ଵାରା ଆପଣଙ୍କ ଏହି ସବୁ ନିୟମର ପାଳନ କରି ଦିନର ଆରମ୍ଭ ଠାରୁ ରାତି ପର୍ଯ୍ୟନ୍ତ ଶୁଭ ବନେଇ ପାରିବେ। ତେବେ ଚାଲନ୍ତୁ ଜାଣିବା ସୋମବାର ଦିନ କଣ କରିବା ଉଚିତ୍।

ପ୍ରଥମ କଥା – ସପ୍ତାହର ପ୍ରଥମ ଦିନ ସୋମବାର ଭଗଵାନ ଶିବଙ୍କ ଆରାଧନାର ଦିନ ମାନା ଯାଇଥାଏ ସେମିତିରେ ଏହି ଦିନର ଅଧିପତି ସୋମ ବା ଚନ୍ଦ୍ର ବି ଅଟନ୍ତି ଏଥିପାଇଁ ଏହି ଦିନକୁ ସୋମବାର ରଖା ଯାଇଛି। ସୋମବାର ଦିନ ଭଗଵାନ ଶିବ ଓ ଚନ୍ଦ୍ରମାଙ୍କ ଆରାଧନା କରାଯାଇଥାଏ ଏବଂ ବ୍ରତ ରଖାଯାଇଥାଏ ସୋମବାରକୁ ରଖା ଯାଇଥିବା ବ୍ରତ ଶୀଘ୍ର ଫଳଦୟୀ ହୋଇଥାଏ ସେଥିପାଇଁ ଭଗଵାନ ଶିବଙ୍କ ଭକ୍ତ ଏହିଦିନ କୌଣସି ଇଚ୍ଛାର ପୂର୍ତ୍ତି ପାଇଁ ତଥା ସୁଖ ସମୃଦ୍ଧି ଓ ଶାନ୍ତି ପାଇଁ ସୋମବାର ବ୍ରତ ରଖିଥାନ୍ତି। ବୈବାହିକ ଜୀବନ ସୁଖମୟ ହେବା ପାଇଁ ତଥା ଭଲ ଜୀବନସାଥି ପାଇବା ପାଇଁ ଏହି କାମନା ସହିତ କୁଆଁରୀ ଝିଅମାନେ ବିଶେଷ ରୂପରେ ସୋମବାରର ବ୍ରତ ରଖିଥାନ୍ତି।

ଦ୍ଵିତୀୟ କଥା – ଜ୍ୟୋତିଷ ଶାସ୍ତ୍ରରେ ସୋମବାର ଦିନକୁ ବିଶେଷ ରୂପରେ ଭଗଵାନ ଶିବ ଓ ଚନ୍ଦ୍ରମାଙ୍କ ସହ ଯୋଡ଼ି ଦେଖା ଯାଇଥାଏ ଏଥିପାଇଁ ଏହିଦିନ ସବୁ କାମ କରିବା ଉଚିତ୍ ଯାହାସବୁ ଭଗଵାନ ଶିବଙ୍କୁ ପ୍ରିୟ ହୋଇଥାଏ ଭଗଵାନ ଶିବଙ୍କ ମନ୍ଦିରକୁ ଯାଇ ଗଙ୍ଗା ଜଳ ଅର୍ପଣ କରିବା ଶୁଭ ହୋଇଥାଏ ଏବଂ ଭଗଵାନ ଶିବଙ୍କ ପ୍ରିୟ ବେଲପତ୍ର ଚଢାଇବା ଉଚିତ୍ ତାହା ସହିତ ଭଗଵାନ ଶିବଙ୍କୁ ଚନ୍ଦନର ଲେପ ବି ଲଗେଇଲେ ଭଲ ହୋଇଥାଏ ଏବଂ ଭଗଵାନ ଶିବଙ୍କୁ ଗାଈ ଘିଅ ଚଢ଼ାଇବା ବୋହୁତ ଭଲ ମାନା ଯାଇଥାଏ ଏମିତି କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଏବଂ ଧନର ପ୍ରାପ୍ତି ହୋଇଥାଏ।

ତୃତୀୟ କଥା – ଭଗଵାନ ଶିବଙ୍କୁ ଧଳା ବସ୍ତୁ ଅତ୍ୟନ୍ତ ପ୍ରିୟ ହୋଇଥାଏ ଏଥିପାଇଁ ସୋମବାର ଦିନ ଧଳା ଜିନିଷ ଯେମିତି କ୍ଷୀର ଦହି ଧଳା ଫୁଲକୁ ବିଶେଷ ରୁପରେ ଭଗଵାନ ଶିବଙ୍କୁ ଅର୍ପଣ କରନ୍ତୁ ଏବଂ ଧଳା ଜିନିଷର ଭୋଗ ଲଗାଇ ଏହିଦିନ ଆପଣ ବି ଧଳା ରଙ୍ଗର ଜିନିଷ ଖାଆନ୍ତୁ ଭଗଵାନ ଶିବଙ୍କ କୃପା ଆପଣଙ୍କ ଉପରେ ନିଶ୍ଚୟ ବର୍ଷା ହେବ ଏହା ସହିତ ସୋମବାର ଦିନ ଧଳା ବସ୍ତ୍ର ପିନ୍ଧିବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ।

Leave a Reply

Your email address will not be published. Required fields are marked *