ମାଟ୍ରିକ ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ଖୁସିର ଖବର ,ସବୁ ଅପେକ୍ଷାର ହେଲା ଅନ୍ତ ଫାଇନାଲ ଏହି ତାରିକରେ ପ୍ରକାଶ ପାଉଛି ଫଳାଫଳ

ନମସ୍କାର ବନ୍ଧୁଗଣ ଆସିଗଲା ଦଶମ ଶ୍ରେଣୀ ପିଲାଙ୍କ ଫାଇନାଲ ତାରିକ ଆସିଗଲା ବହୁତ ଛାତ୍ର ଛାତ୍ରୀ ମାନେ ଅପେକ୍ଷା କରିଛନ୍ତି କେବେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ଏହି 26 ତାରିକରେ ପ୍ରକାଶ ପାଇବ ମାଟ୍ରିକ ଫଳାଫଳ ସବୁଆଡ଼େ ଯାଇ ମଧ୍ୟ ଆପଣ ଚେକ କରିପାରିବେ

ଆଉ ଏହା ମଧ୍ୟ କୌଣସି ମିଛ ଖବର ନୁହେଁ ଫାଇନାଲି 26 ତାରିକରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ | ଯଦି ଆପଣମାନେ ଭାବୁଥିବେ କେଉଁ ୱେବସାଇଟରେ ଦେଖିପାରିବେ ଆପଣଙ୍କୁ ଲିଙ୍କ ଦେଇଦେଉଚୁ | ସମସ୍ତେ ଚାହାଁନ୍ତି ଯେ ଯୁକ୍ତ ଦୁଇ ଅପେକ୍ଷା ମାଟ୍ରିକ ପିଲାଙ୍କ ସଂଖ୍ୟା ବେଶୀ ଅଧିକ ଲୋକ ମଧ୍ୟ ଚାହିଁ ବସିଛନ୍ତି

ଯୁକ୍ତ ଦୁଇ ତ ଘୋଷଣା ହୋଇଗଲା ଏହି 26 ତାରିକରେ ଆସିବ ବୋଲି ମାଟ୍ରିକ ଧାରୀ ସମସ୍ତେ ଚିନ୍ତାରେ କେବେ ବାହାରିବ ମାଟ୍ରିକ ରେଜଲ୍ଟ ଫାଇନାଲି ସେହି ଦିନ ଆସିଗଲା ଖୁବ ଶୀଘ୍ର ଆପଣ ମଧ୍ୟ ମାଟ୍ରିକ ରେଜଲ୍ଟ ପାଇପାରିବେ |

ମାଟ୍ରିକ ଏବଂ ଯୁକ୍ତ ଦୁଇ ରବିବାର ଦିନ ଏକା ସାଙ୍ଗରେ ପ୍ରକାଶ ପାଇବ ଗୋଟିଏ ୱେବସାଇଟରେ ମଧ୍ୟ ଆପଣ ଦୁଇ ରେଜଲ୍ଟ ପାଇପାରିବେ କେଉଁ କେଉଁ ୱେବସାଇଟରେ ପ୍ରକାଶ ପାଇବ ତାହା ମଧ୍ୟ ଆପଣଙ୍କୁ ଆମେ ଏକ ଖବର ମାଧ୍ୟମରେ ଜଣାଇବାକୁ ଯାଉଛୁ |

Leave a Reply

Your email address will not be published. Required fields are marked *