ଜି ସାର୍ଥକରେ ଅଭିନୟ କରୁଥିବା ଏହି Heroine ମାନଙ୍କ ପ୍ରକୃତ ବୟସ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ ,ସବୁଠୁ ବେଶୀ ବୁଢ଼ୀ ଏହି ହିରୋଇନ

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଜି ସାର୍ଥକ ରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡ଼ିକୁ ନିଶ୍ଚୟ ଦେଖିଥିବେ ଏବଂ ଏହି ସିରିଏଲ ଭୂମିକାରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଥିବା ଏହି ସବୁ ସୁନ୍ଦରୀ ଅଭିନେତ୍ରୀ ମାନଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ ମାତ୍ର ଆପଣମାନେ କଣ ଏହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ବୟସ କେତେ ଜାଣିଛନ୍ତି କି ଯଦି ଜାଣି ନାହାଁନ୍ତି ଏହି ବିଷୟଟି କୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ ।

ଏହି ଲିଷ୍ଟର ପ୍ରଥମେ ଆସୁଛନ୍ତି ଦେଵିକା ଯିଏ କି ମୁଁ ବି ବିଜୟିନୀ ସିରିଏଲରେ ଲିଡ ଆକ୍ଟ୍ରେସ ଭାବରେ ନଜର ଆସୁଛନ୍ତି ତେବେ ଦେବିକା ଙ୍କ ପ୍ରକୃତ ବୟସ ହେଉଛି ୨୩ ବର୍ଷ ।

ଏହି ଲିଷ୍ଟର ଦ୍ଵିତୀୟରେ ଆସୁଛନ୍ତି ରାଧିକା ଯିଏ କି ମୁଁ ବି ବିଜୟିନୀ ସିରିଏଲରେ ସେକେଣ୍ଡ ଲିଡ ଆକ୍ଟ୍ରେଶ୍ ଭୂମିକାରେ ଅଭିନୟ କରୁଥିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ ତେବେ ରାଧିକାଙ୍କ ପ୍ରକୃତ ବୟସ ହେଉଛି ୧୭ ବର୍ଷ ।

ତେବେ ଏହି ଲିଷ୍ଟର ତୃତୀୟରେ ଆସୁଛନ୍ତି ଝିଲ୍ଲି ସିରିଏଲର ମୁଖ୍ୟ ଅଭିନେତ୍ରୀ ଝିଲି ତେବେ ଆପଣଙ୍କ ଅତି ପ୍ରିୟ ଅଭିନେତ୍ରୀ ଝିଲିଙ୍କ ପ୍ରକୃତ ବୟସ ହେଉଛି ୨୩ ବର୍ଷ ।

ତେବେ ଏହି ଲିଷ୍ଟର ଚତୁର୍ଥରେ ଆସୁଛନ୍ତି ଚୁଲବୁଲି ଅଭିନେତ୍ରୀ ଧାରା ଯିଏ କି ସାଥିର ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି ତେବେ ଧାରାଙ୍କ ପ୍ରକୃତ ବୟସ ହେଉଛି ୨୦ ବର୍ଷ ।

ଏହି ଲିଷ୍ଟର ପଞ୍ଚମରେ ଆସୁଛନ୍ତି ତୁ ଖରା ମୁଁ ଛାଇ ସିରିଏଲର ମୁଖ୍ୟ ଅଭିନେତ୍ରୀ ମାନିନୀ ତେବେ ସୁନ୍ଦରୀ ଅଭିନେତ୍ରୀ ମାନିନୀ ଙ୍କ ପ୍ରକୃତ ବୟସ ହେଉଛି ୧୯ ବର୍ଷ ।

ଏହି ଲିଷ୍ଟ ର ଷଷ୍ଠ ରେ ଆସୁଛନ୍ତି ଆପଣଙ୍କ ଅତିପ୍ରିୟ ଅଭିନେତ୍ରୀ ପ୍ରିୟା ଯିଏ କି ସୁନା ଝିଅ ସିରିଏଲରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସୁଛନ୍ତି ତେବେ ପ୍ରିୟାଙ୍କ ପ୍ରକୃତ ବୟସ ହେଉଛି ୨୨ ବର୍ଷ

Leave a Reply

Your email address will not be published. Required fields are marked *