+2 ଛାତ୍ର ଛାତ୍ରୀଙ୍କ ପାଇଁ ଆସିଲା ବଡ଼ ଖବର ଏବେ ହେଲା ନୂଆ ଘୋଷଣା ,ଏହି ତାରିକରେ ପ୍ରକାଶ ପାଇବ ଫଳାଫଳ Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଯୁକ୍ତ ଦୁଇ ପିଲାଙ୍କ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ଏବେ ଏବେ ଆସିଲା ଏକ ବହୁତ ବଡ଼ ଅପଡେଟ ଯୁକ୍ତ ଦୁଇ ଛାତ୍ର ଛାତ୍ରୀଙ୍କୁ ନେଇ କଣ ରହିଛି ଖବର ଆସନ୍ତୁ ଜାଣିବା | ମେ ଶେଷ ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇବ ପୂର୍ବରୁ ମେ 15 ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବା ନେଇ ପରିଷଦ ଯୋଜନା କରିଥିଲେ ମଧ୍ୟ ତାହା ସଫଳ ହୋଇ ପାରି ନାହିଁ |

ଦୁଇଟି ପର୍ଯ୍ୟାୟରେ ମୂଲ୍ୟାୟନ ଉତ୍ତର ଖାତା ବିଳମ୍ବ ସାଙ୍ଗକୁ ସାଧାରଣ ନିର୍ବାଚନ ଯୋଗୁଁ ପରୀକ୍ଷା ଫଳ ପ୍ରସ୍ତୁତି ପ୍ରଭାବିତ ହେବା ପରିଷଦର ଜଣେ ଅଧିକାରୀ ଜଣାଇଛନ୍ତି ଗୋଟିଏ ସମୟରେ ହିଁ କଳା ,ବାଣିଜ୍ୟ ଏବଂ ବିଜ୍ଞାନର ପରୀକ୍ଷା ଫଳ ପ୍ରକାଶ ପାଇବ କେଉଁ ଦିନ ବାହାରିବ ଏନେଇ କୌଣସି ଧାର୍ଯ୍ୟ ତାରିକ ବାହାରି ନଥିଲେ ମଧ୍ୟ CHSE ର ଜଣେ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି

ଯାହାକି ଏହି ମେ ମାସର 26 ତାରିକ ସୁଦ୍ଧା ପ୍ରକାଶ ପାଇପାରେ ଯୁକ୍ତ ଦୁଇ ପରୀକ୍ଷାର ଫଳ ଏପଟେ CBSE ପିଲାଙ୍କର ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ରେଜଲ୍ଟ ପ୍ରକାଶ ପାଇ ସାରିଛି ଏବେ CHSE ଅଧୀନ ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇ ନାହିଁ ଯାହାକୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ପରୀକ୍ଷାର୍ଥୀ ପରିଷଦର ଜଣେ ଅଧିକାରୀ କହିଛନ୍ତି ଯେ ଖାତା ମୂଲ୍ୟାୟନ ଠିକ ଭାବରେ ହୋଇଛି

କୌଣସି ପ୍ରକାର ତ୍ରୁଟି ବିଭ୍ରାନ୍ତ ହୋଇ ନାହିଁ ଅବଶ୍ୟ ଏଥର ଖାତା ଦେଖାରେ ଟିକେ ବିଳମ୍ବ ହୋଇଛି କିନ୍ତୁ ଏଥର ଏକା ସମୟରେ ସମସ୍ତ ବିଭାଗର ଛାତ୍ର ଛାତ୍ରୀ ମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ସୂଚନା ଆସୁଛି | କୌଣସି ଛାତ୍ର ଛାତ୍ରୀଙ୍କ ଉଚ୍ଚ ଶିକ୍ଷା ଉପରେ ଯେମିତି ପ୍ରଭାବ ନପଡେ଼ ସେଥିପାଇଁ ମଧ୍ୟ ଦୃଷ୍ଟି ଦିଆଯାଉଛି

Leave a Reply

Your email address will not be published. Required fields are marked *