ବଦଳିଲା ନିଷ୍ପତି ଏହି ତାରିକରେ ବାହାରିବ ମାଟ୍ରିକ ପିଲାଙ୍କ ଫଳାଫଳ ,ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଆସିଲା ବଡ଼ ସୂଚନା Student ମାନେ ଶୀଘ୍ର ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବଦଳିଲା ନିଷ୍ପତି ଏହି ଦିନ ପ୍ରକାଶ ପାଇପାରେ ମାଟ୍ରିକ ରେଜଲ୍ଟ ଏନେଇ ବୋର୍ଡ ପକ୍ଷରୁ ଜାରି ହେଲା ନୂଆ ସୂଚନା ଏହା ଛଡ଼ା କେଉଁ ରେଜଲ୍ଟରେ ପ୍ରକାଶ ପାଇବ କେଉଁ ମାନେ ମାଟ୍ରିକ ରେଜଲ୍ଟ ଦେଖିପାରିବେ ଏନେଇ ଜାରି ହେଲା ଏକ ନୂଆ ଅପଡେଟ | ଚଳିତ ମାସ ଚତୁର୍ଥ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ ଏହା ଛଡ଼ା ଏବେ ଏକ ରିପୋର୍ଟ ମୁତାବକ ମେ ମାସ 28 ତାରିକରେ ପ୍ରକାଶ ପାଇପାରେ ବୋଲି ଏବେ ଏକ ସୂଚନା ମିଳିଛି |

ତେବେ ନିର୍ବାଚନ ତାଲିମ କାର୍ଯ୍ୟ ବୋର୍ଡ ପକ୍ଷରୁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶନ ବ୍ୟବସ୍ଥାରେ ଏଥର କିଛି ନୂଆ ପଦକ୍ଷେପ ନେଇଥିବାରୁ ଫଳ ପ୍ରକାଶ ଲାଗି ଆକଳନ ହୋଇଥିବା ପୂର୍ବ ଧାର୍ଯ୍ୟ ସମୟକୁ ଘୁଞ୍ଚାଇ ଦିଆଯାଇଛି | ତେବେ ପରୀକ୍ଷା ଫଳ ପ୍ରକାଶ ପରେ କୃତି ପରୀକ୍ଷାର୍ଥୀଙ୍କୁ ଡିଜିଟାଲ ସାର୍ଟିଫିକେଟ ପ୍ରଦାନ କରାଯିବା ଲାଗି ନିଷ୍ପତି ନିଆ ଯାଉଥିବା ବେଳେ

ଏବେ ହ୍ୱାଟସପରେ ପରୀକ୍ଷାର୍ଥୀ ମାନେ ରେଜଲ୍ଟ ଜାଣିବା ଲାଗି ଆଉ ଏକ ନୂଆ ପଦକ୍ଷେପ ନେବାକୁ ବୋର୍ଡ ପ୍ରସ୍ତୁତ ଚଳାଇଛି | ତେବେ ଫଳ ପ୍ରକାଶ ପାଇବାରେ ଛାତ୍ର ଛାତ୍ରୀ ମାନେ ହାତ ପାହାନ୍ତାରେ ରେଜଲ୍ଟ ସିଟ ପାଇବା ଲାଗି ବୋର୍ଡ ପକ୍ଷରୁ ହ୍ବାଟସପ ଏହି ସୁବିଧା କରିବା ପାଇଁ ଯୋଜନା ହୋଇଛି

ତେବେ ପରୀକ୍ଷାର୍ଥୀ ମାନେ ଫର୍ମ ପୂରଣ ସମୟରେ ଯେ ମୋବାଇଲକୁ ରେଜିଷ୍ଟ୍ରେସନ କରିଥିଲେ ଉକ୍ତ ମୋବାଇଲ ନମ୍ବରରେ ଲିଙ୍କ ଦିଆଯିବ ତେବେ ଆସନ୍ତା ଦୁଇରୁ ତିନିଦିନ ଭିତରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି ବୋର୍ଡ ସୂତ୍ରରୁ ସୂଚନା ମିଳିଛି |

ତେବେ ଏହି ନସ୍ପତି କାର୍ଯ୍ୟକ୍ରମ ହେଲେ ଫଳ ପ୍ରକାଶ କାର୍ଯ୍ୟକାରୀ ହେଲେ କୃତି ପରୀକ୍ଷାର୍ଥୀ ମାନେ ହ୍ବାଟସପ ଜରିଆରେ ସେମାନଙ୍କ ରେଜଲ୍ଟ ସିଟ ପାଇପାରିବେ ଏହା ଛଡ଼ା ଆପଣ ଭାବୁଥିବେ କେଉଁ ୱେବସାଇଟ ଯୋଗେ ରେଜଲ୍ଟ ଦେଖିପାରିବେ ତାହା ଆମେ ଆପଣଙ୍କୁ ଦେଇଦେବୁ

Leave a Reply

Your email address will not be published. Required fields are marked *