Vastu Tips : ହଳଦୀ ଆପଣଙ୍କୁ କରିଦେବ ଧନୀ ଘରକୁ ଆଣିଥାଏ ଧନ ,ସୁଖ ଏବଂ ସମୃଦ୍ଧି ,କରନ୍ତୁ ଏହି ଛୋଟିଆ ଉପାୟ ରାତାରାତି

ନମସ୍କାର ବନ୍ଧୁଗଣ ହଳଦୀ ଏହା ସାଧାରଣତଃ ସମସ୍ତଙ୍କ ଘରେ ପ୍ରତିଦିନ ବ୍ୟବହାର ହୋଇଥାଏ କୁହାଯାଏ ହଳଦୀ ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାଏ ଏଣୁ ହଳଦୀ ଖାଦ୍ୟ ପଦାର୍ଥରେ ବା ରୋଷେଇରେ ବ୍ୟବହାର ନହେଲେ ମାତା ଲକ୍ଷ୍ମୀ ଅଶାନ୍ତି ହୋଇଥାଆନ୍ତି କେହି କେହି କୁହନ୍ତି କି ହଳଦୀ ନ ପଡ଼ିଲେ ଖାଦ୍ୟ ସ୍ୱାଦ ହୀନ ଏବଂ ଅସୁନ୍ଦର ଦେଖା ଯାଇଥାଏ ଏଣୁ ହଳଦୀକୁ ଖାଦ୍ୟ ପଦାର୍ଥ ଏବଂ ରୋଷେଇ ଘରେ ଲଗା ଯାଇଥାଏ | କିନ୍ତୁ ଏହି ହଳଦୀରେ ଆହୁରି ଅନେକ ଚମତ୍କାରୀ ଗୁଣ ରହିଥାଏ ଯେଉଁ କାରଣରୁ ଜ୍ୟୋତିଷ ଶାସ୍ତ୍ର ବହୁତ ପ୍ରଚଳନ ହୋଇଛି

ଏଣୁ ଏହାକୁ ଖାଦ୍ୟ ପଦାର୍ଥରେ ବ୍ୟବହାର ସହିତ ମାଙ୍ଗଳିକ କାର୍ଯ୍ୟ ଏବଂ ପୂଜା ପାଠରେ ମଧ୍ୟ ବ୍ୟବହାର କରାଯାଇଥାଏ | ଶାସ୍ତ୍ରରେ ଏହା ମଧ୍ୟ କୁହାଯାଏ ହଳଦୀକୁ ରୋଷେଇ ବା ଖାଦ୍ୟରେ ବ୍ୟବହାର କଲେ ଶରୀରରେ କୌଣସି ନକରାତ୍ମକ ଉର୍ଜା ପ୍ରବେଶ କରିନଥାଏ | ହଳଦୀ ଦେହରେ ରୋଗ ଜୀବାଣୁ ନଷ୍ଟ କରିବା ସହିତ ସକାରାତ୍ମକ ଉର୍ଜା ଶରୀରରେ ବଢ଼ି ଥାଏ ଯାହା ଦ୍ୱାରା ଶରୀର ଏବଂ ମନ ଶାନ୍ତ ଏବଂ ନିର୍ମଳ ହୋଇଥାଏ ଏଥିପାଇଁ ହଳଦୀ ଲଗେଇ ଗାଧେଇ ଥାଆନ୍ତି |

ପ୍ରାୟତଃ ଆପଣ ଦେଖିଥିବେ କି ବିବାହ ପରେ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ ବହୁତ ଝଗଡା ହୋଇ ଥାଏ କିମ୍ବା କୌଣସି କଥା କୁ ନେଇ ବହୁତ ମତ ଭେଦ ଲାଗି ରହିଥାଏ । ଶାଶୂ ବୋହୁ ଙ୍କ ଭିତରେ ମଧ୍ୟ ଝଗଡା ଲାଗି ରହୁଥାଏ ।ଘରେ ସର୍ଵଦା ଅଶାନ୍ତିର ବାସ ଥାଏ ଏହି ଭଳି ହେଉଥିଲେ ଆପଣ ପ୍ରତିଦିନ ଏକ ତମ୍ବା ଲୋଟାରେ ପାଣି ଭର୍ତ୍ତି କରି ସେଥିରେ ଅଳ୍ପ ହଳଦୀ ମିଶାଇ ସେହି ପାଣି କୁ ସୂର୍ଯ୍ୟ ନାରାୟଣ ଙ୍କୁ ଅର୍ପଣ କରନ୍ତୁ ।

ଏହା କରିବା ଦ୍ୱାରା ଆପଣଙ୍କ ଜୀବନରେ ଥିବା ଏହି ସବୁ ସମସ୍ୟା ଦୂର ହୋଇ ଯିବ ।ଚାକିରୀ ବ୍ୟବସାୟ ଏବଂ ସନ୍ତାନ କିମ୍ବା ବିବାହ ରେ କୌଣସି ସମସ୍ୟା ଆସୁଥାଏ ତେବେ ଆପଣ ପ୍ରତି ଗୁରୁବାର ଦିନ ଗଣେଶ ଙ୍କୁ ହଳଦୀ ଅର୍ପଣ କରନ୍ତୁ । ଏହା ଦ୍ୱାରା ଖୁବ ଶୀଘ୍ର ଏହି ସବୁ ବିଘ୍ନ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *