ବାଛନ୍ତୁ ନିଜ ପସନ୍ଦର 2ଟି ରୁ କୌଣସି ଗୋଟିଏ ମନ୍ଦାର ଫୁଲ ଓ ଜାଣନ୍ତୁ ଆପଣଙ୍କର ଇତିହାସ ଓ ଭବିଷ୍ୟତ ବିଷୟରେ

ନମସ୍କାର ବନ୍ଧୁଗଣ ଆଜିର ବିଷୟଟି ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ବସ୍ତୁ ଅଟେ ଏହା ନିଶ୍ଚିତ ଆପଣଙ୍କ କାମରେ ଆସିବ ଏହାକୁ ଆପଣ ନିଶ୍ଚିତ ଶେଷ ଯାଏ ଦେଖନ୍ତୁ ଏହି ବିଷୟଟିରେ ରହିଛି ଭଗବାନ କଣ ଲେଖିଛନ୍ତି ଆପଣଙ୍କ ଭାଗ୍ୟରେ ଆପଣ ଦୁଇଟି ମନ୍ଦାର ଫୁଲ ଦେଖୁଛନ୍ତି ତା ମଧ୍ୟରୁ ବାଛନ୍ତୁ ଗୋଟିଏ ମନ୍ଦାର ଫୁଲ ବା ଗୋଟିଏ ସଂଖ୍ୟାକୁ ତାହା ହେଉଛି 1 ଏବଂ 2 ଆପଣ ଏହି ଦୁଇଟି ମଧ୍ୟରୁ ଯେକୌଣସି ଗୋଟିଏ ସଂଖ୍ୟା ବାଛି ପାରିବେ ଆପଣଙ୍କୁ ଯେଉଁ ସଂଖ୍ୟାଟି ଭଲ ଲାଗିଥିବ କିମ୍ବା ଦୁଇଟି ମନ୍ଦାର ଫୁଲ ମଧ୍ୟରୁ ଆପଣଙ୍କୁ ଯେଉଁ ମନ୍ଦାର ଫୁଲଟି ପସନ୍ଦ ଆସିଥିବ ସେହି ମନ୍ଦାର ଫୁଲଟିକୁ ବାଛନ୍ତୁ ଦେଖନ୍ତୁ ଆପଣଙ୍କ ଭାଗ୍ୟ ଚକ୍ର କଣ କହୁଛି ଏହି ବିଷୟଟି ପ୍ରଶ୍ନ ଭବିଷ୍ୟତ ଉପରେ ଆଧାରିତ ଏଭଳି ବିଷୟ ଆପଣ ଆଗରୁ ବହୁତ ଦେଖିଥିବେ କିନ୍ତୁ ଏହି ବିଷୟଟି ଆପଣଙ୍କ ଭବିସ୍ୟକୁ ନେଇ ନୂଆ ରହସ୍ୟ ଖୋଲିବୁ ତ ନିଶ୍ଚିତ ଭାବରେ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ | ଗୋଟିଏ କଥା ଧ୍ୟାନ ରଖିବେ ଆପଣଙ୍କୁ ଯେଉଁ ମନ୍ଦାର ଫୁଲଟି ଭଲ ଲାଗିବ ତାହାରି ଉପରେ ଦିଆଯାଇଥିବା କଥା ଶୁଣିବେ ବାକି ମନ୍ଦାର ଫୁଲର ଦେଖିବା କୌଣସି ଆବଶ୍ୟକତା ନାହିଁ |

ଆପଣ ଯଦି ହଳଦିଆ ରଙ୍ଗଟିକୁ ବାଛିଛନ୍ତି ତେବେ ତାହା କଣ କହୁଛି ଆପଣଙ୍କ ଭାଗ୍ୟ ବିଷୟରେ ଆପଣ ବର୍ତ୍ତମାନ ବ୍ୟଗ୍ରହମନା ହୋଇ ପ୍ରଶ୍ନର ଆଶ୍ରୟ ନେଇଛନ୍ତି ଯାହା ହେଉ ଆପଣଙ୍କ ନିମନ୍ତେ ବର୍ତ୍ତମାନ ବହୁତ ଶୁଭ ସମୟ ଆସିଗଲାଣି ପ୍ରାୟତଃ ଆପଣଙ୍କ ଲାଗି ଦୁଃଖର ସମୟ ଅତୀତ ହୋଇଯାଇଛି ସମସ୍ତ ବ୍ୟାକୁଳତା ଦୂର ହେବ ଏ ସବୁ ଆପଣଙ୍କ ଜାତକର ମନ୍ଦ ଦାଶ ପ୍ରଭାବରୁ ହେଉଥିଲା ସେଥିପାଇଁ ଆପଣ ବହୁ ମନ୍ଦ ଫଳ ଭୋଗ କରି ସାରିଲେଣି ରୋଗରେ ପଡ଼ି ବହୁ ଅର୍ଥ ବ୍ୟୟ କରି ସାରିଲେଣି ଆପଣଙ୍କ ପ୍ରାୟତଃ ଗୃହ ଉପକରଣ ନଷ୍ଟ ହୋଇଯାଉଛି କିଛି କାରଣ ନଥାଇ ଆପଣ ବିପଦରେ ପଡ଼ି ଯାଉଛନ୍ତି ସମ୍ମାନ ହରାଇ ଆପଣ ବଡ଼ ଦୁଶ୍ଚିନ୍ତାରେ ପଡ଼ିଛନ୍ତି ଦୋଷ ନଥାଇ ଲୋକ ଆପଣଙ୍କୁ ଦୋଷୀ କରୁଛନ୍ତି ଭୁଲ ନଥାଇ ସାଙ୍ଗ ମାନେ ଆପଣଙ୍କ ଠାରୁ ଦୂରେଇ ଯାଉଛନ୍ତି ଉଦ୍ଧାର ବା ଧାର କରିଥିଲେ ସୁଝିବାରେ କଷ୍ଟ ହେଉଥିଲା ବର୍ତ୍ତମାନ ଆପଣଙ୍କର ସବୁ ଠିକ ହୋଇଯିବ ଆଗକୁ ସମୟ ଆପଣଙ୍କ ପାଇଁ ବହୁତ ଭଲ ଆସୁଅଛି | ଆପଣ ନିଜ ଇଷ୍ଟ ଭଗବାନଙ୍କ ସ୍ମରଣ କରନ୍ତୁ |

ଆପଣ ଯଦି ନାଲି ରଙ୍ଗର ମନ୍ଦାର ଫୁଲଟିକୁ ବାଛିଛନ୍ତି ତାହା କଣ କହୁଛି ଆପଣଙ୍କ ବିଷୟରେ ଆପଣ ମନ ମଧ୍ୟରେ ଯାହା ପ୍ରଶ୍ନ ଗ୍ରହଣ କରିଛନ୍ତି ତାହା ଉନ୍ନତ ଅଟେ ବର୍ତ୍ତମାନ ଆପଣଙ୍କ ଜୀବନରେ ପାପ ଫଳ ମାନ ଦୂର ହୋଇ ଶୁଭ ଫଳର ଆଗମନ ହେବାର ସମୟ ଆସିଯାଇଛି | ବର୍ତ୍ତମାନ ଯେଉଁ ବ୍ୟୟ ଭାର ଭୋଗ କରୁଛନ୍ତି ତାହା ସମୟାନୁକ୍ରମେ କମିଯିବ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆସିବ ବର୍ତ୍ତମାନ କେତୁଙ୍କର ଫଳ ଦୃଷ୍ଟିରୁ ଆପଣଙ୍କ ମନ ମଧ୍ୟରେ ପ୍ରବଳ ଆତଙ୍କ ଦେଖାଦେଇଛି ଭୟରେ ଆପଣ କଷ୍ଟ ପାଉଛନ୍ତି ମାନସିକ ଶାନ୍ତି ଦେଖାଦେଉଛି ଆପଣ କୋଷ୍ଟ କାଠିନ ରୋଗରେ ପୀଡିତ ହୋଇ ଚିନ୍ତିତ ଅଛନ୍ତି ଆପଣଙ୍କ ଜୀବନରେ ବହୁ କଷ୍ଟ ସମୟ ପହଁଚି ଥିଲା ଦୁଷ୍ଟ ଗ୍ରହ ମାନେ ଆପଣଙ୍କ ଜାତକରେ ଥାଇ ଆପଣଙ୍କୁ ବହୁତ କଷ୍ଟ ଭୋଗଇ ଛନ୍ତି ଆପଣଙ୍କ ଆୟ ଠାରୁ ବ୍ୟୟ ଅଧିକ ହେଉଛି ଆପଣ ଯେଉଁ କାର୍ଯ୍ୟରେ ହାତ ଦେଉଥିଲେ ସଫଳତା ପାଇ ପାରୁନଥିଲେ |ଏହି ସପ୍ତାହ ଭିତରେ ଆପଣଙ୍କ ସମୟ ବହୁତ ଭଲ ଆସିଯିବ ଆପଣ ଏବେ ଶାନ୍ତିରେ ବିଶ୍ରାମ କରିବେ ନିଜ କାର୍ଯ୍ୟରେ ଆଗେଇ ଚାଲନ୍ତୁ |

Leave a Reply

Your email address will not be published. Required fields are marked *