Vastu tips : ଏହି କେତୋଟି ପଶୁ ପକ୍ଷୀ ଆପଣଙ୍କ ଘରକୁ ଟାଣିଆଣନ୍ତି ଧନସମ୍ପତି କରନ୍ତୁ ଏହି ଉପାୟ ଘରକୁ କେବେବି ଆସିବ ନାହିଁ ଦାରିଦ୍ର୍ୟ

ନମସ୍କାର ଦର୍ଶକବନ୍ଧୁ ଏହି ପଶୁ ପକ୍ଷୀ ମାନେ ଆପଣଙ୍କୁ କରି ଦେଇଥାଆନ୍ତି ଧନୀ ଗାଈ ,କୁକୁର ,କାଉ ପାରା ଏବଂ ଜନ୍ଦା ପିମ୍ପୁଡ଼ି କିପରି ଏବଂ କଣ କଲେ ଧନ ସୁଖ ସମ୍ପତ୍ତି ପ୍ରାପ୍ତି ହେବା ସହିତ ସମସ୍ତ ଦୁଃଖ ,ଦୁର୍ଦଶା ଏବଂ ଗ୍ରହ ଦଶା ଦୂର ହୋଇଥାଏ ତେବେ ଚାଲନ୍ତୁ ଜାଣିବା | ବନ୍ଧୁଗଣ ଆମ ପୂର୍ବ ପୁରୁଷ ମାନେ ଏମାନଙ୍କୁ ଖାଦ୍ୟ ଦେଇଥାଆନ୍ତି ଏବଂ ପାଳି ଥାଆନ୍ତି ଏବଂ ସେବା ମଧ୍ୟ କରିଥାଆନ୍ତି ବିଶେଷ କରି ଶ୍ରାଦ୍ଧ ଏବଂ ପର୍ବ ପର୍ବାଣିରେ ଏମାନେ ଯଦି ସମର୍ପିତ ଖାଦ୍ୟ ଖାଇ ଥାଆନ୍ତି ତେବେ ତାହା ପିତୃ ପୁରୁଷ ପାଇଗଲେ ଅନୁଭବ କରି ଖୁସି ହୋଇଥାଆନ୍ତି କେହି ମାନନ୍ତୁ ଅବା ନ ମାନନ୍ତୁ ମଣିଷର ଜୀବନରେ ଏହାର ନିଶ୍ଚୟ ପ୍ରଭାବ ପଡ଼ିଥାଏ ଯଦି ସଦ ଭାବନା ଏବଂ ବିଶ୍ୱାସର ସହାୟକରେ ଏହି କାର୍ଯ୍ୟ କରାଯାଏ ତେବେ ନିଶ୍ଚିତ ସୁଫଳ ମିଳିଥାଏ |

ନମ୍ବର 1 କାଉ ଏହା ପ୍ରଭୁ ଶନିଦେବଙ୍କ ବାହାନ ଅଟେ ଶନିଦେବଙ୍କ ଅତି ପ୍ରିୟ ମଧ୍ୟ ଅଟେ କାଉକୁ ଭୋଜନ ଦେବା ଏବଂ ସନ୍ତୁଷ୍ଟ କରିବା ସାକ୍ଷାତ ଶନିଦେବଙ୍କୁ ସନ୍ତୁଷ୍ଟ କରିବା ସହିତ ସମ୍ମାନ ହୋଇଥାଏ ବନ୍ଧୁଗଣ ପ୍ରତିଦିନ ଯଦି କାଉକୁ କିଛି କିଛି ଖାଦ୍ୟ ଦିଅନ୍ତି ଯେପରିକି ଖିରି ,ପୁରୀ ,ମିଠା ,ରୁଟି ,ଚାଉଳ ,ଡାଲି ସେଓ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ଏବଂ ପ୍ରଭୁ ଶନିଦେବଙ୍କ କୃପା ଆପଣଙ୍କ ଉପରେ ସର୍ବଦା ଲାଗି ରହିଥାଏ | ଯଦି ଏହିଭଳି ସେବା କାଉର ହୋଇଥାଏ ତେବେ ଜୀବନରେ ପୁଣ୍ୟ ଅର୍ଜନ ହୋଇଥାଏ |

ନମ୍ବର 2 କଳା କୁକୁର ଏହା କାଳ ଭୈରବଙ୍କ ବାହାନ ଅଟେ ଯଦି ପ୍ରତିଦିନ କଳା କୁକୁରକୁ କିଛି ଖାଇବାକୁ ଦିଅନ୍ତି ତେବେ ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ପ୍ରତ୍ୟେକ ଅମାବାସ୍ୟା କିମ୍ବା ଶନିବାରରେ ରୁଟି,ଗୁଡ଼,ବିସ୍କୁଟ ଆଦି ଦିଆଯାଏ ତେବେ ଶନିଦେବ ପ୍ରସନ୍ନ ହୋଇଥାନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରିଥାଆନ୍ତି ଯାହା ଦ୍ୱାରା ଆମର କଷ୍ଟ ଦୁଃଖ ଦୂର ହୋଇଥାଏ

୩- ତୃତୀୟ ରେ ହେଉଛି ପିମ୍ପୁଡ଼ି ଏବଂ ଜନ୍ଦା ଏମାନେ ବହୁତ ପରିଶ୍ରମୀ ଜୀବ ହୋଇଥାଆନ୍ତି ସର୍ଵଦା ନିଜର ଖାଦ୍ୟ ଖୋଜିବାର ପ୍ରୟାସରେ ଥାଆନ୍ତି ଏହି ଜନ୍ଦା ପିମ୍ପୁଡ଼ି ଆମ ନଜରରେ ନ ଆସିଛନ୍ତି ଆମେ ସେମାନଙ୍କୁ ଅଣ ଦେଖା କରି ଦେଇଥାଉ । କିନ୍ତୁ ଶାସ୍ତ୍ର ଅନୁସାରେ ସେମାନଙ୍କୁ ଯଦି ଚିନି ଗୁଡ଼ ଆଦି ଖାଦ୍ୟ ଖାଇବାକୁ ଦିଆଯାଏ ତେବେ ଆମର ସମସ୍ତ ଦୁଃଖ କଷ୍ଟ ଦୁର ହୁଏ ଏବଂ ରାଶି ନକ୍ଷତ୍ରରେ ଥିବା ଦୋଷ ମଧ୍ୟ ଦୁର ହୁଏ ।

ଚତୁର୍ଥ ରେ ହେଉଛି ଗାଈ । ଗାଈ କୁ ହିନ୍ଦୁ ଧର୍ମ ରେ ମାତା ବୋଲି ମାନି ଥାଆନ୍ତି । ତାର ଗୋବର ଏବଂ ମୂତ୍ର କୁ ଶୁଭ ବୋଲି ମଧ୍ୟ କହିଥାଆନ୍ତି । ଗାଈକୁ ପ୍ରତିଦିନ ଖାଦ୍ୟ ଦେଲେ କିମ୍ବା ସେବା କରିବା ଦ୍ୱାରା ଆମକୁ ଅନେକ ପୁଣ୍ୟ ମିଳି ଥାଏ ଏବଂ ଆମର ସମସ୍ତ ପାପ ଏବଂ ଦୋଷ ମଧ୍ୟ ଦୁର ହୋଇ ଥାଏ ।

Leave a Reply

Your email address will not be published. Required fields are marked *