କାମ ଦେଲାଣି ଧୋନିଙ୍କ ମାଷ୍ଟର ପ୍ଲାନ ହାରିଲା CSK ଜିତିଲା ଗୁଜୁରାଟ କାନ୍ଦି କାନ୍ଦି ହାରିଲା CSK ସେଥିରୁ RCB ର ହେବା ବହୁତ୍ ବଡ ଲାଭ କଣ ସେହି ଲାଭ ଆସନ୍ତୁ ଜାଣିବା । ହଁ ଦର୍ଶକ ବନ୍ଧୁ IPL ୨୦୨୪ ର ୫୯ ତମ ମ୍ୟାଚରେ CSK କୁ ପରାଜିତ କରିଛି ଗୁଜୁରାଟ ତେବେ ଟସ୍ ହରାଇ ପ୍ରଥମେ ବ୍ୟାଟିଂ କରିଥିବା ଗୁଜୁରାଟ ସୀମିତ ୨୦ ଓଭର୍ ରେ ୩ ୱିକେଟ୍ ହରାଇ ୨୩୧ ରନ୍ ସଂଗ୍ରହ କରିଥିଲା
ଯେଉଁଥିରେ ସାଇ ସୁଦର୍ଶନ ଓ ସୁମନ୍ ଗିଲ ନିଜ ଘରୋଇ ପିଚ୍ ର ପୁରା ଫାଇଦା ଉଠାଇ ଥିଲେ ଓପ୍ନିଂ ଯୋଡ଼ିରୁ ୧୦୪ବଲ୍ ରୁ ୨୧୦ ରନ୍ ସଂଗ୍ରହ କରିଥିଲେ ସୁଦର୍ଶନ । ସେ ୫୧ ଟି ବଲରେ ୧୦୩ରନ୍ ସଂଗ୍ରହ କରିଥିବା ବେଳେ ଗିଲ ୫୫ ଟି ବଲରେ ୧୦୪ ରନ୍ ସଂଗ୍ରହ କରିଥିଲେ । ଏହି ବିଶାଳ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ପ୍ରଥମ ଓଭର ଶେଷ ବଲରେ ରଚିଙ୍କ ୱିକେଟ୍ ଯାଇଥିଲା
ତାପରେ ଧୀରେ ଧୀରେ ଗୁରୁତ୍ବ ପୂର୍ଣ୍ଣ ୱିକେଟ୍ ପଡିବା ପରେ ଶେଷରେ ମିଚେଲ ଓ ମୋଇନ୍ ଆଲି ଦଳର ସ୍କର୍କୁ ଆଗକୁ ନେଇଥିଲେ ଓ ତାଙ୍କ ୱିକେଟ୍ ଯିବା ପରେ ଧୋନି ପିଚ୍ କୁ ଓହ୍ଲାଇ ଥିଲେ ତାଙ୍କ ବିସ୍ଫୋରକ ବ୍ୟାଟିଂ କରିଥିଲେ ହେଲେ ବଲ୍ ଅଭାବରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ି ଥିଲା ।