କାହାର ନାମ ଚିନ୍ତା କରି ବାଛନ୍ତୁ ଯେକୌଣସି ଗୋଟିଏ ନମ୍ବର ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ନମସ୍କାର ବନ୍ଧୁଗଣ ଆଜିର ବିଷୟଟି ବହୁତ ଗୁରୁତ୍ୱ ପୂର୍ଣ୍ଣ ବିଷୟ ବସ୍ତୁ ଅଟେ ଯାହାକି ଆପଣଙ୍କ ଭବିଷ୍ୟତ ସହିତ ଜଡ଼ିତ କିଛି କଥା ରହିଛି ଯାହାକି ଆପଣ ହୁଏତ ବିଶ୍ୱାସ କରିପାରିବେ ନାହିଁ । ଆମେ ଆପଣଙ୍କୁ ଆପଣଙ୍କ ଭବିଷ୍ୟତ ବିଷୟରେ ସବୁ କହି ପାରିବୁ ଆପଣଙ୍କୁ କେବଳ ବିଷୟର ନିର୍ଦ୍ଦେଶ ଅନୁସାରେ ଗୋଟିଏ ସଂଖ୍ୟାକୁ ବାଛିବାର ଅଛି ଆପଣ ସ୍କ୍ରିନ ଉପରେ ଯେଉଁ ତିନୋଟି ନମ୍ବର ଦେଖୁଛନ୍ତି ୧,୨ ଏବଂ ୩ ନମ୍ବର ଯାହାକି ରାଶି ଚକ୍ର ଉପରେ ଆଧାରିତ ଅଟେ ଏହି ବିଷୟଟି ପ୍ରଶ୍ନ ଭବିଷ୍ୟତ କୁ ନେଇ ଏକ ବିଷୟ ଅଟେ ଏପରି ବିଷୟ ବସ୍ତୁ ଆପଣ ଆଗରୁ ବହୁତ ଦେଖୁଛନ୍ତି କିନ୍ତୁ ଏହି ବିଷୟ ଟିରେ ଆହୁରି ବହୁତ କିଛି ଯାହାକି ଆପଣ ଆପଣଙ୍କ ଭବିଷ୍ୟତକୁ ନେଇ ନିଜର ପ୍ରଶ୍ନର ଉତ୍ତର ପାଇପାରିବେ । ଆପଣ ଏହି ତିନୋଟି ସଂଖ୍ୟା ମଧ୍ୟରୁ କୌଣସି ଗୋଟିଏ ସଂଖ୍ୟା ବାଛନ୍ତୁ ଆପଣଙ୍କ ମନରେ ଯାହା ବି କିଛି ସମସ୍ୟା ଚାଲୁ ଅଛି ଆପଣଙ୍କ ଜୀବନରେ ଯାହା ବି କିଛି ସମସ୍ୟା ରହିଅଛି ଯାହାବି ଅର୍ଥ ଜନିତ ସମସ୍ୟା ହେଉ କି ଯେକୌଣସି ସମସ୍ୟା ସବୁ ପ୍ରଶ୍ନର ଉତ୍ତର ଆପଣ ଏହି ବିଷୟରେ ପାଇଯିବେ ତେବେ ଧ୍ୟାନର ସହ ବାଛନ୍ତୁ ଗୋଟିଏ ସଂଖ୍ୟା ।

ଆପଣ ଯଦି ପ୍ରଥମ ନଜରରେ ଏକ ନମ୍ବର ସଂଖ୍ୟା ଟିକୁ ବାଛିଛନ୍ତି ତେବେ ସେ କଣ କହୁଛି ଆପଣଙ୍କ ଭବିଷ୍ୟତ ବିଷୟରେ ଆପଣ ବହୁତ ବାଧା ବିଗ୍ନ ମଧ୍ୟରେ ଗତି କରି ଫଳ ସମାଧାନ ନିମନ୍ତେ ଏଠାରେ ପ୍ରଶ୍ନ କରି ଅଛନ୍ତି ଯେତେ ଚେଷ୍ଟା କଲେ ମଧ୍ୟ ଆପଣ ଯେଉଁ ବିପଦରେ ପଡ଼ି ଯାଇଛନ୍ତି ତାହାର ସମାଧାନ କରି ପାରୁ ନାହାଁନ୍ତି କେତେ ମାସ ହୋଇଗଲାଣି ଆପଣ ସେହି କାମରେ ବ୍ୟସ୍ତତା ଶିକାର କଲେ ମଧ୍ୟ ନାନା ଅସୁବିଧାରେ ପ୍ରତ୍ୟେକ କାର୍ଯ୍ୟରେ ଆପଣଙ୍କ ବିଗ୍ନ ଘଟୁ ଅଛି ବର୍ତ୍ତମାନ ଦଶା ଆପଣଙ୍କ ନ୍ୟୁନ ମନ୍ଦ ଫଳ ପ୍ରଦାନ କରୁଅଛି । ଆପଣ ଯେତେ ସିଧା ଯିବାକୁ ଚେଷ୍ଟା କଲେ ମଧ୍ୟ ମାୟାବୀ ଜାଲରେ ପଡ଼ି ଛଟପଟ ହେଉଛନ୍ତି ଦେଖନ୍ତୁ ବର୍ତ୍ତମାନ ଠାରୁ ଆଗାମୀ ୪୫ ଦିନ ପର୍ଯ୍ୟନ୍ତ ମୁଖ୍ୟତଃ ଆପଣଙ୍କ ନିମନ୍ତେ ଶୁଭ ଫଳ ଦେଖାଯାଉ ନାହିଁ ଆପଣଙ୍କ ଗ୍ରହ ଦଶା ବର୍ତ୍ତମାନ ଭଲ ନାହିଁ ତୁରନ୍ତ ଜଣେ ପଣ୍ଡିତ ଙ୍କୁ ନିଜ ଜାତକ ଦେଖାଇ ରତ୍ନ ଧାରଣ କରନ୍ତୁ।

ଆପଣ ଯଦି ଦ୍ୱିତୀୟ ନମ୍ବର ଟିକୁ ବାଛିଛନ୍ତି ତେବେ ଜାଣନ୍ତୁ ଏହି ସଂଖ୍ୟା ଟି ଆପଣଙ୍କ ବିଷୟରେ କଣ କହୁଅଛି ଭଲ ସମୟରେ ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ଏବେ ପାଉ ଛନ୍ତି ଏବେ ଆପଣଙ୍କ ଦୁଇଗୋଟି ପ୍ରଶ୍ନର ଉତ୍ତର ଆମେ ଦେଉଅଛୁ ଆପଣ ଚାହୁଥିବା ବିଚ୍ଛେଦ ଯୋଗ ଆପଣଙ୍କ ଲାଗି ଶୁଭ ହେବ ନାହିଁ |ବୃତ୍ତି କ୍ଷେତ୍ରରେ ଯେଉଁ ସ୍ୱଳ୍ପ ଆୟ ଦେଖାଦେଉଛି ତାହାର ଉନ୍ନତି ଆଗାମୀ ସାତ ମାସ ,ମଧ୍ୟରେ ହେବାକୁ ଯାଉଛି ଯଦି ଆପଣ ସନ୍ତାନର ଉନ୍ନତି ପାଇଁ ଆଶା ପ୍ରାପ୍ତି କରିଛନ୍ତି ତ ଏହି କ୍ଷେତ୍ରରେ ବ୍ୟାକୁଳ ହେଲେ ହେବ ନାହିଁ ଏବଂ ଅଧିକ ଏହି ବିଷୟକୁ ନେଇ ଚିନ୍ତା କରନ୍ତୁ ନାହିଁ | ସନ୍ତାନ ମାନଙ୍କ ପାଇଁ ଅଧିକ ଚିନ୍ତା କରି ଆପଣ କିଛି କରିପାରିବେ ନାହିଁ କିନ୍ତୁ ଆପଣ ଜାଣି ନିଅନ୍ତୁ କି ଆପଣଙ୍କ ସନ୍ତାନଙ୍କ ଜୀବନରେ ବହୁତ ଉନ୍ନତି ଦେଖାଯିବାର ଅଛି ଅଶ୍ୱ ଗନ୍ଧା ମୋଦକ ଏବଂ ମେଥି ମୋଦକ ତିନି ମାସ ଯାଏ ସେବନ କରନ୍ତୁ ଏହା ସ୍ତ୍ରୀ ମାନେ ସେବନ କଲେ ଅଧିକ ଭଲ ଆପଣଙ୍କର ବର୍ତ୍ତମାନ ଭଲ ସମୟ ଆସିଯାଇଛି ରାଜନୀତିରେ ହେଉ ଯେକୌଣସି କ୍ଷେତ୍ରରେ ଆପଣ ଏକ ବଡ଼ ସଫଳତା ହାସଲ କରିବାକୁ ଯାଉଛନ୍ତି

ଆପଣ ଯଦି ତୃତୀୟ ନମ୍ବରଟିକୁ ବାଛିଛନ୍ତି ତେବେ ଜାଣି ନିଅନ୍ତୁ ଆପଣଙ୍କ କୁଣ୍ଡଳୀର ପ୍ରଶ୍ନ ଭବିଷ୍ୟ କଣ କହୁଅଛି ଆପଣ ବହୁ ଚିନ୍ତାରେ ଥାଇ ମୂଲ୍ୟବାନ ସମୟ ନଷ୍ଟ କରି ଦେଉଛନ୍ତି କାର୍ଯ୍ୟରେ ପରାଧିନତା ଦେଖାଦେଉଛି ବହୁ ଯତ୍ନ ପୂର୍ବକ କାର୍ଯ୍ୟ କରୁଥିବା ବେଳେ ଅଯଥା ବିପଦରେ ପଡ଼ି ଯାଉଛନ୍ତି | ଆଗେ ରାଜତ୍ୱର ଆପଣଙ୍କ ଲାଗି ଯେପରି ସମ୍ମାନ ଥିଲା ବର୍ତ୍ତମାନ ଆପଣ ସେ ସମ୍ମାନରୁ ବଞ୍ଚିତ ହୋଇଗଲେଣି ଯାହାବି ଆପଣ ସୁଖ କିଛି ଭାବୁଥିଲେ ତାହା ଏବେ ଦୁଃଖରେ ପରିଣତ ହେବାକୁ ଯାଉଛି | ଅତି ନିଜର ଲୋକମାନେ ଆପଣଙ୍କ ଠାରୁ ଦୂରେଇ ଯାଇଛନ୍ତି ଆପଣ ଯାହାକୁ ଅଧିକ ଭଲ ପାଉଥିଲେ ସେ ମଧ୍ୟ ଏବେ ଆପଣଙ୍କର ପାଖରେ ନାହାଁନ୍ତି ଥିଲେ ମଧ୍ୟ ମନ ଆପଣଙ୍କ ପାଖରେ ନାହିଁ ତ ସେହି ବିଷୟର ଚିନ୍ତା ଛାଡ଼ି ଦିଅନ୍ତୁ ଅତୀତ ପାଉଁଶ ସମ୍ମାନ ତେବେ ତାହାର କେବେ ଭବିଷ୍ୟତ ନଥାଏ ବର୍ତ୍ତମାନକୁ ସଦା ସର୍ବଦା ଧ୍ୟାନ ଦିଅନ୍ତୁ |

Leave a Reply

Your email address will not be published. Required fields are marked *