Vastu : ସ୍ତ୍ରୀ ର ଏହି ୩ଟି ଅଭ୍ୟାସ ସ୍ବାମୀଙ୍କୁ କରିଥାଏ କୋଟିପତି ,ଏହି ପରି ଗୁଣ ଥିବା ମହିଳା ମାନେ ହୋଇଥାଆନ୍ତି ମା ଲକ୍ଷ୍ମୀଙ୍କ ସ୍ୱରୂପ

ନମସ୍କାର ଦର୍ଶକବନ୍ଧୁ ସ୍ତ୍ରୀର ଏହି ତିନୋଟି ଅଭ୍ୟାସ ସ୍ୱାମୀଙ୍କୁ କରିଥାଏ କୋଟିପତି ବନ୍ଧୁଗଣ ପ୍ରତ୍ୟକ ଝିଅର କିଛିନା କିଛି ଭଲ ଗୁଣ ରହିଥାଏ କିନ୍ତୁ ଏହି ତିନୋଟି ଅଭ୍ୟାସ ଥିବା ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ କରିଥାଆନ୍ତି କୋଟିପତି | ଯେତେବେଳେ ଗୋଟିଏ ଝିଅ ବାହା ହୋଇ କାହା ଘରକୁ ଯାଇଥାଏ ତେବେ ସେ ସେହି ଘରକୁ ସ୍ୱର୍ଗ କରି ଦେଇଥାଏ ଭବିଷ୍ୟତ ଅନୁସାରେ ଆପଣ ଯଦି ଏକ ଗୃହସ୍ତ ସୁଖ ଜୀବନ ବ୍ୟତୀତ କରିବାକୁ ଯାଉଛନ୍ତି ତେବେ ପୁରୁଷ ମାନେ ବିଶେଷ ଗୁଣ ଥିବା ସ୍ତ୍ରୀ ମାନଙ୍କୁ ବିବାହ କରିବା ଉଚିତ ଏହିଭଳି ସ୍ତ୍ରୀ ମାନଙ୍କୁ ସ୍ୱୟଂ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି କୁହାଯାଇଥାଏ | ଏମାନେ ଯେଉଁ ଗୃହକୁ ଯାଇଥାଆନ୍ତି ସେ ଘରେ ହସ ଖୁସି ଲାଗି ରହିଥାଏ ଏବଂ ଟଙ୍କା ପଇସାରେ ମଧ୍ୟ ଅଭାବ ରହିନଥାଏ | ଯେଉଁ ସ୍ତ୍ରୀ ମାନଙ୍କ ପାଖରେ ଏଭଳି କିଛି ଅଭ୍ୟାସ ରହିଥାଏ ସେମାନେ ନିଜ ପରିବାର ଏବଂ ସ୍ୱାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାଆନ୍ତି ତେବେ ଆସନ୍ତୁ ଆଜି ଆମେ ଜାଣିବା କେଉଁ ତିନୋଟି ସ୍ତ୍ରୀ ଥିବା ଝିଅ ମାନେ ଭାଗ୍ୟଶାଳୀ ହୋଇଥାଆନ୍ତି |

ପ୍ରଥମ କଥା ହେଉଛି ଯେଉଁ ସ୍ତ୍ରୀ ଲୋକମାନେ ଧର୍ମର ମାର୍ଗରେ ଚାଲି ଥାଆନ୍ତି ଏବଂ ଜୀବନରେ ଆଗକୁ ବଢ଼ିବାକୁ ପ୍ରୟାସ କରିଥାଆନ୍ତି ଓ ଈଶ୍ୱରଙ୍କ ଉପରେ ବିଶ୍ୱାସ ଏବଂ ଆସ୍ଥା ରଖି ଥାଆନ୍ତି, ସେହି ସ୍ତ୍ରୀ ଲୋକେ ବହୁତ ଭଲ ହୋଇଥାଆନ୍ତି। ତାଙ୍କ ଘରର ପରିବେଶ ହସଖୁସିରେ ଅତିବାହିତ ହୁଏ ଏମାନଙ୍କର ଏହି ଗୁଣ ଯୋଗୁଁ ଏମାନେ ଖୁସିରେ ରହିଥାଆନ୍ତି ଏବଂ ସ୍ଵାମୀଙ୍କ ସହିତ ଘରର ଅନ୍ୟ ସଦସ୍ୟଙ୍କୁ ଖୁସିରେ ରଖି ଥାଆନ୍ତି। ଏଭଳି ସ୍ତ୍ରୀଲୋକ ମାତା ଲକ୍ଷ୍ମୀଙ୍କର ପ୍ରଥମ ପସନ୍ଦ ଅଟନ୍ତି।

ଦ୍ଵିତୀୟ କଥା ହେଉଛି , ଯେଉଁ ସ୍ତ୍ରୀ ଲୋକଙ୍କର ଇଚ୍ଛା ସୀମିତ ରହିଥାଏ, ତାଙ୍କର ସ୍ବାମୀ ସର୍ବଦା ଖୁସିରେ ରହନ୍ତି।ସେହିଭଳି ସ୍ତ୍ରୀଲୋକ ସର୍ବଦା ନିଜ ସ୍ଵାମୀଙ୍କ ସପକ୍ଷରେ ରହିଥାନ୍ତି। ସେହି ଦମ୍ପତ୍ତି ସର୍ବଦା ସୁଖୀ ରହିଥାନ୍ତି। ତେଣୁ ପ୍ରତ୍ୟେକ ସ୍ବାମୀ ଏଭଳି ସ୍ତ୍ରୀ ପାଇବା ପାଇଁ ଇଚ୍ଛା ରଖି ଥାନ୍ତି। ଯିଏ ତାଙ୍କ କଥା ବୁଝି ଥିବ ଏବଂ ବିନା କାରଣରେ ରା-ଗି-ବ ନାହିଁ। ଏଭଳି ସ୍ତ୍ରୀ ଯେଉଁ ଘରେ ଥାନ୍ତି , ସେହି ଘରେ ଧନର ଅଭାବ ହୁଏ ନାହିଁ।

ତୃତୀୟରେ ହେଉଛି ସ୍ତ୍ରୀ ର କଥା ବା ଭାଷା ଯଦି ଭଲ ରହୁଥିବ ଏହି ସ୍ତ୍ରୀ ରହୁଥିବା ଘରେ ସୁଖ ଶାନ୍ତିର ବାତାବରଣ ଦେଖାଯିବ। କିଛି ସ୍ତ୍ରୀଲୋକ ଘରେ କ-ଟୁ କଥା କହିଥାନ୍ତି, ବି-ବାଦ ମଧ୍ୟ କରିଥାନ୍ତି, ସେହି ଘରେ ସର୍ବଦା ଅଶାନ୍ତି ଲାଗି ରହେ। ସେଥିପାଇଁ ସବୁବେଳେ ସମସ୍ତଙ୍କୁ ଉତ୍ତମ ବଚନ କହିବା ଉଚିତ । ଏଭଳି ସ୍ତ୍ରୀ ସମସ୍ତଙ୍କର ପ୍ରିୟ ପାତ୍ର ହୋଇଥାନ୍ତି ଏମାନଙ୍କୁ ସମସ୍ତେ ଭଲପାଇଥାନ୍ତି।

Leave a Reply

Your email address will not be published. Required fields are marked *