ଓଡ଼ିଆ ହିରୋଙ୍କୁ ଭଲ ପାଇ ବିବାହ କଲେ ହିରୋଇନ ଭୂମିକା ,ବାହାଘରକୁ ନେଇ ଏମିତି କିଛି ଫୋଟ ସେୟାର କଲେ Heroine ଭୂମିକା

ନମସ୍କାର ଦର୍ଶକ ବନ୍ଧୁ ବର୍ତ୍ତମାନ ଫିଲ୍ମ ଜଗତରୁ ଆପଣ ମାନଙ୍କ ପାଇଁ ଆସିଯାଇଛି ବହୁତ ବଡ ଖୁସି ଖବର ପିଲା ବେଳର ପ୍ରେମିକଙ୍କ ସହିତ ସରିଲା ଅଭିନେତ୍ରୀ ଭୂମିକା ଙ୍କ ମଙ୍ଗଳ ଦର୍ଶକ ବନ୍ଧୁ ଆପଣ ମାନେ ବି ସମସ୍ତେ ଓଲିଉଡ଼ କୁଇନ ଭୂମିକାକୁ ବେଶ୍ ଭଲ ଭାବରେ ଜାଣିଥିବେ ବାହାଘର ହେବାକୁ ଯାଉଚି ଅଭିନେତ୍ରୀ ଭୂମିକା ଙ୍କ କାହାକୁ ବିବାହ କରିବାକୁ ଯାଉଛନ୍ତି ଭୂମିକା କାହା ସହିତ ସରିଛି ମଙ୍ଗନ୍ ବନ୍ଧୁଗଣ ଆପଣ ମାନେ ସମସ୍ତେ ଭୂମିକା ଙ୍କ ପିଲା ବେଳର ଅଭିନୟ କୁ ନିଶ୍ଚିତ ଭାବରେ ଦେଖିଥିବେ

ପିଲା ବେଳେ ଗପ ହେଲେ ବି ସତ ଏହି ଫିଲ୍ମରେ ଆପଣ ମାନେ ଏହି ଯୋଡ଼ିଙ୍କୁ ନିଶ୍ଚିତ ଭାବରେ ଦେଖିଥିବେ ଏବଂ ବର୍ତ୍ତମାନ ପିଲା ବେଳର ପ୍ରେମିକ ହାତ ଧରିବାକୁ ଯାଉଛନ୍ତି ଅଭିନେତ୍ରୀ ଭୂମିକା ବେଶ୍ ଧୁମ୍ ଧାମ ରେ ସରିଲା ମଂଘନ ତେବେ ଆସନ୍ତୁ ଜାଣିବା ଭୂମିକାଙ୍କ ବାହାଘର କେବେ ହେବ ଏବଂ ସେ କେଉଁ କେଉଁ ଅଭିନେତ୍ରୀ ମାନେ ଯୋଗ ଦେବା ସମ୍ପୂର୍ଣ୍ଣ ଖବର ଜାଣିବା ।

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ଶୁଭମ୍ ଏବଂ ଭୂମିକା ଙ୍କ ମଂଘନ ହୋଇଛି ଆପଣ ମାନେ ନିଶ୍ଚିତ ଭାବରେ ଦେଖିବାକୁ ପାଇଯିବେ ତେବେ ଆପଣ ମାନେ ଜାଣିଥିବେ ଏହି ଶୁଭମ୍ ହେଉଛନ୍ତି ଅନୁଭବ ମହାନ୍ତି ଙ୍କ ଭଣଜା ତେବେ ବର୍ତ୍ତମାନ ସମୟରେ ଦୁହେଙ୍କ ମଙ୍ଘନ ସରି ଯାଇଛି ବିବାହ କରିବାକୁ ଯାଉଛନ୍ତି ଏହି ଦୁଇ ଯୋଡ଼ି । ଯେଉଁ ଫୋଟ ଏବଂ ଭିଡିଓ ଶୁଭମ୍ ଏବଂ ଭୂମିକା ନିଜେ ସୋସିଆଲ ମେଡିଆ ରେ ସେୟାର କରିଛନ୍ତି ।

ଦର୍ଶକ ବନ୍ଧୁ ଦୁହେଁ ଙ୍କ ବାହାଘର ହେଉଛି ସତ କିନ୍ତୁ ଏହା ରିଏଲ ଲାଇଫ ରେ ନୁହେଁ ଏହା ରିଲ ଲାଇଫ ରେ ବହୁତ ଜଲ୍ଦୀ ଶୁଭମ୍ ଏବଂ ଭୂମିକା ଙ୍କ ଏକ ଫିଲ୍ମ ଆସିବାକୁ ଯାଉଛି ଟିକେ ଟିକେ ଅଚିହ୍ନା ତୁ ଏହି ଫିଲ୍ମ ରେ ଭୂମିକା ଏବଂ ଶୁଭମ୍ ଏକାଠି ଫିଲ୍ମ ରେ ନଜର ଆସୁଥିବା ଦେଖିବାକୁ ପାଇଯି ବେ

Leave a Reply

Your email address will not be published. Required fields are marked *