Anuchinta : କେଉଁ କାମ କରିବା ଦ୍ଵାରା ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ମଧୁର ସମ୍ପର୍କ ଗଢ଼ି ଉଠିବ ,ସବୁ ପୁରୁଷ ମାନେ ଜାଣି ରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ ଓ ଧନ ସମ୍ପତ୍ତିର ଅଭାବ ହେବାକୁ ଦେବ ନାହିଁ ।

୧. ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁଯୟୀ ଘରର ପୂର୍ବ ଦିଗରେ ଲଗାନ୍ତୁ ୨୦୨୪ କ୍ୟାଲେଣ୍ଡର, ଧନ ସମ୍ପତ୍ତା ଭର୍ଜି କରିଦେବେ ମାତା ଲକ୍ଷ୍ମୀ ଏବଂ ଭଗବାନ କୁବେର ଦେବ ।

୨. ଘରର ଦକ୍ଷିଣ ଦିଗ କାନ୍ଥରେ ଭୁଲରେ ବି ଲଗାନ୍ତୁ ନାହିଁ କ୍ୟାଲେଣ୍ଡର । ଏହା ଦ୍ବାରା ଦରିଦ୍ର ଆସିବା ସହିତ ବିଭିନ୍ନ ବିପଦ ମାଡ଼ି ଆସିଥାଏ ।

୩. ନୂତନ ବର୍ଷର ଆଗମନ ସହିତ ବର୍ଷର କ୍ୟାଲେଣ୍ଡର, ବ୍ରତ, ପର୍ବପର୍ବାଣୀ ତାରିଖ ମଧ୍ୟ ପରିବର୍ତ୍ତନ ହୁଏ ।

୪. ଯଦି ଆପଣ ୨୦୨୪ ବର୍ଷ ପାଇଁ ଏକ କ୍ୟାଲେଣ୍ଡର ଘରେ ରଖୁଛନ୍ତିତେବେ ଏହାକୁ ସଠିକ୍ ଦିଗରେ ରଖନ୍ତୁ ।

୫. ଯାହା ଫଳରେ ଭଗବାନ କୁବେରଙ୍କ ଓ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିବ ଏବଂ ବର୍ଷ ସାରା ଟଙ୍କା ପଇସାର ଅଭାବ ରହିବ ନାହିଁ ।

୬. ବନ୍ଧୁଗଣ ଘରେ ରଖାଯାଇଥିବା ସମସ୍ତ ଜିନିଷ ବାସ୍ତୁ ସହିତ ଜଡିତ। ବାସ୍ତୁ ତ୍ରୁଟିରୁ ରକ୍ଷା ପାଇବା ପାଇଁ ସେଗୁଡିକୁ ସଠିକ୍ ଦିଗରେ ରଖୁବା ଜରୁରୀ ସମସ୍ତ ଜିନିଷ ବାସ୍ତୁ ସହିତ ଜଡିତ । ବାସ୍ତୁ ତ୍ରୁଟିରୁ ରକ୍ଷା ପାଇବା ପାଇଁ ସେଗୁଡିକୁ ସଠିକ୍ ଦିଗରେ ରଖୁବା ଜରୁରୀ ହୋଇଥାଏ ! ଏହା କରିବା ଦ୍ବାରା ଘରର ସମସ୍ତ ବିଗ୍ନ ଦୂର ହୋଇଥାଏ ।

୭. ନୂଆ ବର୍ଷ ୨୦୨୪ ଆସିଯାଇଛି ! ଯଦି ଆପଣ ନିଜ ଘରେ ୨୦୨୪ ବର୍ଷର ଏକ କ୍ୟାଲେଣ୍ଡର ରଖୁଛନ୍ତି ତେବେ ଏହାକୁ ସଠିକ୍ ଦିଗରେ ରଖନ୍ତୁ ।

୮. ନୂତନ ବର୍ଷର ର କ୍ୟାଲେଣ୍ଡରକୁ ଘରର ପଶ୍ଚିମ ଦିଗରେ ରଖନ୍ତୁ । ଏହା ହେଉଛି ପ୍ରବାହର ଦିଗ ‘Ţ’ ।

୯. ବିଶ୍ବାସ କରାଯାଏ ଯେ, ଏହି କାରଣରୁ କୁବେର ଏବଂ ମା ଲକ୍ଷ୍ମୀ ବର୍ଷସାରା ଅର୍ଥର ଅଭାବ ହେବାକୁ ଦିଅନ୍ତି ନାହିଁ ।

୧୦. ଘରକୁ ଲକ୍ଷ୍ମୀଙ୍କ ଆଗମନ ପାଇଁ ଘରର ଦୁଆର ମୁହଁ ସବୁବେଳେ ସଫା ରଖୁବା ଉଚିତ୍ ଏବଂ ସକାଳେ ଓ ସଂଧ୍ୟାରେ କର୍ପୁର ଆଳତି କରିବା ଉଚିତ।

Leave a Reply

Your email address will not be published. Required fields are marked *