ଆସୁଛି କାଳବୈଶାଖୀ ବର୍ଷା ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ ,ଘଡ଼ଘଡ଼ି ସାଙ୍ଗକୁ 150 କିଲୋମିଟର ବେଗରେ ବହିପାରେ ପବନ

ନମସ୍କାର ଦର୍ଶକ ବନ୍ଧୁ ଏବେ ଏବେ ଆଞ୍ଚଳିକ ପାଣିପାଗ ଜାରି କଲା ନୂଆ ରିପୋର୍ଟ ଆସନ୍ତା ୫ ଦିନ ଯାଏ ଜାରି ରହିବ ପ୍ରବଳ ବର୍ଷା ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା । ଆସନ୍ତା ୫ ଦିନ କାଳବୈଶାଖୀ ବର୍ଷା ଲାଗି ରହିବ ବୋଲି ସୁଚନା ଦେଇଛନ୍ତି ପାଣିପାଗ କେନ୍ଦ୍ରର ନିର୍ଦେଶକ ଖାସ କରି ଉପକୂଳ ଆଭ୍ୟନ୍ତରୀଣ ଓଡିଶାରେ

ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହୁଛି ଏହାକୁ ନଜର ରେ ରଖି ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ୟେଲୋ ୱାର୍ଣିଂ ଜାରି କରିଛି ତେବେ ଏହି ସବୁ ଜିଲ୍ଲା ଭିତରେ ରହିଛି ମୟୂରଭଞ୍ଜ ,ଯାଜପୁର ,କେନ୍ଦ୍ରାପଡ଼ା ,ଭଦ୍ରକ ,ବାଲେଶ୍ୱର ଆଦି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ତେବେ ଟୁଇଁସ ସିଟିରେ ୪ ଡିଗ୍ରୀ ତଳକୁ ରହିଛି ପାରଦ ଅପରାହ୍ନରେ ଘଡ଼ଘଡ଼ି ବର୍ଷା ହେବା ସାଙ୍ଗକୁ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ତେବେ ସମୁଦ୍ରରୁ ଜଳୀୟ ବାଷ୍ପ ସମୁଦ୍ରରୁ ଆସୁଥିବା ଯୋଗୁଁ ବର୍ଷା ହେଉଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର

Leave a Reply

Your email address will not be published. Required fields are marked *