ଓଡ଼ିଶାକୁ ମାଡ଼ି ଆସୁଛି କାଳବୈଶାଖୀ ଝଡ଼ ,ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବର୍ଷା

ବର୍ତମାନର ବଡ଼ ଖବର ପାଣି ପାଗକୁ ନେଇ ଆସିଲା ନୂଆ ସୂଚନା ତଟିରୁ ମିଳିବ ଆସୁସ୍ତୀ ଆସୁଛି ବଡ ବର୍ଷା ସତର୍କ ସୂଚନା ଜାରି କଳା ପାଣି ପାଗ ବିଭାଗ ଏହି ସବୁ ଜିଲ୍ଲାକୁ ମିଳିଛି ସତର୍କ ସୂଚନା ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର । ତେବେ ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରଭାବ ଦେଖିବାକୁ ମିଳୁଛି ତାସହିତ ପ୍ରଚଣ୍ଡ ଖରା ଜଗୁ ବଞ୍ଚିବା କଷ୍ଟ ହୋଇଗଲାଣି ଏହାରି ଭିତରେ ମିଳିଛି ଏକ ବହୁତ୍ ବଡ଼ ଖୁସି ଖବର ପ୍ରବଳ ବର୍ଷା ସହିତ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ

ଉତ୍ତର ଓଡ଼ିଶା ଉପକୂଳରେ ଝଡ଼ ବର୍ଷାକୁ ନେଇ ସ୍ତର୍କ ସୂଚନା ଜାରି ରହିଛି ପାଣିପାଗ ବିଭାଗ ଏଥି ପାଇଁ ମାଛ ଧରାଳି ମାନଙ୍କୁ ସତର୍କ ରହିବା ସହିତ ଆଜି ଓ ଆସନ୍ତା କାଲି ଦୁଇ ଦିନ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ ତା ସହିତ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହିତ ବଡ଼ ଜୁଆର ଆସିବା ସମ୍ଭାବନା ମଧ୍ୟ ରହିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଜାରି ରହିଛି ଯେ ଆଜି ରାତି ୮.୩୦ ରୁ ଆସନ୍ତା କାଲି ସକାଳ ୧୧ ଟା ପର୍ଯ୍ୟନ୍ତ ମୟୂରଭଞ୍ଜ , ବାଲେଶ୍ଵର , ଭଦ୍ରକ , ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କେତେକ ସ୍ଥାନରେ ବଜ୍ରପାତ ହେବା ସହିତ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି ଏଥି ସହିତ ଘଣ୍ଟା ପ୍ରତି ୪୦ କିଲୋମିଟର ପର୍ଯ୍ୟନ ପବନ ବହିବାର ସମ୍ଭାବନା ରହିଛି

ସେଥି ପାଇଁ ୟେଲୋ ୱାର୍ଣିଂ ଜାରି କରିଛି ପାଣିପାଗ ବିଭାଗ ସେହି ପରି ଆସନ୍ତା କାଲି ୧୧ ରୁ ତାପର ଦିନ ୧୧ ଟା ଯାଏ ରାଜ୍ୟର ଆଉ କେତେକ ସ୍ଥାନରେ ପ୍ରବଳ ବର୍ଷା ସହିତ ବଜ୍ରପାତର ସମ୍ଭାବନା ମଧ୍ୟ ରହିଛି ।

Leave a Reply

Your email address will not be published. Required fields are marked *