ମୋଦି ସରକାରଙ୍କ ନୂଆ ଯୋଜନା ,ଏହି ସ୍କିମରେ ସବୁ ମହିଳା ମାନେ ଉଠାଇ ପାରିବେ ଲାଭ ଜାଣନ୍ତୁ କିପରି ପାଇବେ

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ ଏପରି ଏକ ଯୋଜନା ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ମହିଳାଙ୍କୁ ମିଳିବାକୁ ଯାଉଛି ୫୦୦୦୦ ଟଙ୍କା ରାଜ୍ୟରେ ଲାଗୁ ହେବାକୁ ଯାଉଛି କେନ୍ଦ୍ର ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନା । ଆପଣମାନେ ନିହାତି ଭାବରେ ଜାଣିଥିବେ ଯେ ଆଗକୁ ନିର୍ବାଚନ ଆସୁଥିବାର ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଦୁହେଁ ଯୋଜନା ପରେ ଯୋଜନା ଲାଗୁ କରିବାରେ ଲାଗିଛନ୍ତି ଯେଉଁ ଗୁଡିକ ଖାସ ମହିଳା ମାନଙ୍କ ପାଇଁ ଲାଗୁ କରାଯାଉଛି ସେହି ପରି ରାଜ୍ୟରେ ଲାଗୁ ହେବାକୁ ଯାଉଛି

କେନ୍ଦ୍ର ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନା ଯାହା ଜରିଆରେ ଆପଣ ପାଇପାରିବେ ୫୦୦୦୦ ଟଙ୍କା ଆସନ୍ତୁ ଜାଣିବା ଆପଣ କିପରି ଏହି ଟଙ୍କାକୁ ପାଇ ପାରିବେ। କେନ୍ଦ୍ର ସରକାରଙ୍କ ତରଫରୁ ନିଆଯାଇଛି ୨୧ ସଂକଳ୍ପ ଏହି ସଂକଳ୍ପ ପତ୍ରରେ ମହିଳା ମାନଙ୍କ ଉପରେ ଗୁରୁତ୍ବ ଦେଇଛି BJP ୨୦୨୪ ରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ ସରକାରକୁ ଆସିଲେ ମହିଳା ମାନଙ୍କ ପାଇଁ ସୁଭଦ୍ରା ଯୋଜନା ଲାଗୁ କରିବ ବୋଲି ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଛି ।

ତେବେ ଏହି ଯୋଜନା ଜରିଆରେ ମହିଳା ମାନେ ୫୦୦୦୦ଟଙ୍କାର ନଗତ ରାଶି ପାଇ ପାରିବେ ଯାହାକୁ ମହିଳା ମାନେ ୨ ବର୍ଷ ମଧ୍ୟରେ ଖର୍ଚ୍ଚ କରିପାରିବେ ସେହି ପରି ଭାବରେ ୨୦୨୭ ସୁଦ୍ଧା ୨୫ ଲକ୍ଷ୍ୟ ଲକ୍ଷପତି ଦିଦି ଗଢିବାର ପ୍ରତିଶ୍ରୁତି ଦେଇଛି BJP ତେବେ ୨୫ ଲକ୍ଷ୍ୟ ଲକ୍ଷ୍ୟ ପତି ଦିଦି ସୃଷ୍ଟି କରିବା ପାଇଁ ୫୦୦ ସ୍ଵୟଂ ସହାୟକ ଗୋଷ୍ଠୀ ସୃଷ୍ଟି କରି

ଉତ୍ପାଦିତ ସାମଗ୍ରୀର ସୁବିଧା ପ୍ରଦାନ ଓ ତା ସହିତ ଉତ୍ପାଦିତ ସାମଗ୍ରୀର ବିକ୍ରି ସୁବିଧା ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି BJP । BJP ସଂକଳ୍ପ ପତ୍ର ହେଉଛି ଓଡ଼ିଶା ପାଇଁ ମୋଦୀଙ୍କ ଗ୍ୟାରେଣ୍ଟି ଓ ଯଦି BJP ଜଦି ୨୦୨୪ ରେ ସରକାରକୁ ଆସେ ତାହେଲେ ଏ ସବୁ ଯୋଜନା BJP ଦ୍ଵାରା କାର୍ଯ୍ୟ କରି ପରଜିବ ।

Leave a Reply

Your email address will not be published. Required fields are marked *