କୁନା ତ୍ରିପାଠୀଙ୍କ ଝିଅ ଓ ତାଙ୍କ ପରିବାର ବିଷୟରେ କିଛି ଅଜଣା କଥା ଯାହା ଆପଣ ଆଗରୁ କେବେ ଜାଣିନଥିବେ

ନମସ୍କାର ଦର୍ଶକବନ୍ଧୁ ଆମ ଓଲିଉଡ଼ ଇଣ୍ଡଷ୍ଟ୍ରିର ଅଭିନେତା କୁନା ତ୍ରିପାଠୀ ଯିଏ କି ଏକା ଧାରାରେ ଜଣେ ଅଭିନେତା ,ନିର୍ଦେଶକ ,ଲେଖକ ,ଉପସ୍ଥାପକ ଏବଂ ତାକୁ ଜଣେ କମେଡିଆନ କହିଲେ ଅତ୍ୟୁକ୍ତି ହେବ ନାହିଁ | ଆଜିର ବିଷୟରେ ଆମେ ଜାଣିବା କୁନା ତ୍ରିପାଠୀଙ୍କ ଘର ପରିବାର ଏବଂ ତାଙ୍କ ସମ୍ପତ୍ତି କେତେ ଏହା ସହିତ ତାଙ୍କ ବିଷୟରେ କିଛି ଅଜଣା ସତ୍ୟ ଘଟଣା ଯେମିତିକି ତାଙ୍କ ଝିଅ ଆପଣ ତାଙ୍କୁ ସୋସିଆଲ ମେଡିଆରେ କେବେ ଦେଖିବାକୁ ପାଇନଥିବେ |

କୁନା ତ୍ରିପାଠୀ ତାଙ୍କ ପ୍ରକୃତ ନାମ ସତ୍ୟବ୍ରତ ତ୍ରିପାଠୀ କିନ୍ତୁ କୁନା ତ୍ରିପାଠୀ ନାମରେ ସାରା ଓଡ଼ିଶାରେ ସେ ପରିଚିତ 1968 ମସିହାର ସେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ବର୍ତ୍ତମାନ ସମୟରେ ସେ କଟକରେ ହିଁ ରହୁଛନ୍ତି | ପିଲା ଦିନରୁ କୁନା ତ୍ରିପାଠୀ ଅଭିନୟ ପ୍ରତି ରୁଚି ରଖିଥିଲେ ନିଜ କ୍ୟାରିୟର ମଧ୍ୟରେ ଶହେରୁ ଅଧିକ ଫିଲ୍ମରେ ସେ ଆକ୍ଟିଙ୍ଗ କରି ସାରିଲେଣି ଏବଂ ପରବର୍ତ୍ତୀ ସମୟରେ ସେ ଆକାଶ ବାଣୀରେ କାମ କରିଥିଲେ

ପ୍ରଥମେ ତାଙ୍କୁ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିବାକୁ ପଡ଼ିଲା ଏହା ସହିତ ସେ ଓଟିଭିରେ ପ୍ରସାରିତ ଏକ ରିଆଲିଟି ସୋ ନ୍ୟୁଜ ଫ୍ୟୁଜରେ ମଧ୍ୟ ସେ କାମ କରି ସାରିଛନ୍ତି | ଏମିତିକି ସେ ଅନେକ ରିଆଲିଟି ସୋରେ ଜଜ ଭାବରେ କାମ କରିଛନ୍ତି କୁନା ତ୍ରିପାଠୀ ନିଜ କ୍ୟାରିୟରରେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମରେ ମଧ୍ୟ ଉନ୍ନୟନ କରିଥିଲେ

କୁନା ତ୍ରିପାଠୀ ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ଦୁଇରୁ ତିନି ଲକ୍ଷ ଟଙ୍କା ନିଅନ୍ତି ଏବଂ ଜଯ ଭାବରେ ବସିଲେ ଚାଳିଶିରୁ ପଚାଶ ହଜାର ଟଙ୍କା ନେଇଥାଆନ୍ତି | ଏହା ସହିତ ତାଙ୍କ ପାଖରେ ମଧ୍ୟ ଦୁଇରୁ ତିନୋଟି କାର ଅଛି ତେବେ ଆପଣମାନେ ଏହି ଫୋଟରେ ଦେଖି ପାରୁଥିବେ ଇଏ ହେଉଛନ୍ତି କୁନା ତ୍ରିପାଠୀ ଙ୍କ ଝିଅ ଏବଂ ସ୍ତ୍ରୀ ଙ୍କୁ

Leave a Reply

Your email address will not be published. Required fields are marked *