ଜନ୍ମ ବାରରୁ ଜାଣନ୍ତୁ ମହିଳା ମାନଙ୍କର ଚରିତ୍ର ଏବଂ ସ୍ଵଭାଵ କିପରି ହୋଇଥାଏ

ନମସ୍କାର ଦର୍ଶକବନ୍ଧୁ କଥାରେ ଅଛି ନାରୀ ମାୟା ନାରାୟଣକୁ ଅଗଚର ଅର୍ଥାତ ନାରୀଙ୍କ ଚରିତ୍ର ଏବଂ ସ୍ଵଭାଵ ବିଷୟରେ ସ୍ୱୟଂ ନାରାୟଣ ମଧ୍ୟ ଜାଣି ପାରନ୍ତି ନାହିଁ ଜଣେ ନାରୀଙ୍କ ସ୍ଵଭାଵ ବିଷୟରେ କିଛି ଜାଣିବାକୁ ଦରକାର ପଡ଼ିଲେ ଲୋକେ ଜ୍ୟୋତିଷ ଶାସ୍ତ୍ରର ସାହାଯ୍ୟ ନେଇ ବିଭିନ୍ନ ଉପାୟ ମାନ ଅସବଲମ୍ବନ କରିଥାଆନ୍ତି କିନ୍ତୁ ଖୁବ କମ ଲୋକ ଏହି ବିଷୟରେ ଜାଣିଥିବେ ଯେ ଜନ୍ମବାରରୁ ହିଁ ଗୋଟିଏ ନାରୀର ସ୍ଵଭାଵ ବିଷୟରେ ଜାଣି ହେବ ତେବେ ଚାଲନ୍ତୁ ଜାଣିବା ଜନ୍ମ ବାରରୁ ନାରୀଙ୍କ ସ୍ଵଭାଵ ବିଷୟରେ |

ସୋମବାର -ଏହି ଦିନ ଜନ୍ମ ହୋଇଥିବା ନାରୀ ଖୁବ ସୁନ୍ଦର ହୋଇଥାଆନ୍ତି ଏହି ନାରୀ ମାନଙ୍କ ମନ ବହୁତ ନିର୍ମଳ ମଧ୍ୟ ହୋଇଥାଏ ସେମାନେ ନିଜ ମଧୁର କଥାରେ ଅନ୍ୟମାନଙ୍କ ମନ କିଣି ନେଇଥାଆନ୍ତି ଏମାନଙ୍କ ଜୀବନ ସୁଖମୟ ଏବଂ ଶାନ୍ତିପୂର୍ଣ୍ଣକ ହୋଇଥାଏ |

ମଙ୍ଗଳବାର – ଏହି ଦିନ ଜନ୍ମ ହୋଇଥିବା ନାରୀ ସ୍ୱଭାବରେ ସାଧାରଣତଃ ପଥର ହୋଇଥାଆନ୍ତି ଏମାନେ କାହା ଉପରେ ଶୀଘ୍ର ବିଶ୍ୱାସ କରନ୍ତି ନାହିଁ ଭୁଲ କରିଥିବା ଲୋକଙ୍କୁ ଦଣ୍ଡ ଦେବାରେ ଏମାନେ ବିଶ୍ୱାସ କରିଥାଆନ୍ତି ମିଛ କହୁଥିବା ଲୋକଙ୍କୁ ଆଦୌ ଏମାନେ ପସନ୍ଦ କରନ୍ତି ନାହିଁ |

ବୁଧବାର – ଏହି ଦିନ ଜନ୍ମ ହୋଇଥିବା ନାରୀ ମାନେ ଶିକ୍ଷା କ୍ଷେତ୍ରରେ ଖୁବ ପାରଙ୍ଗମ ହୋଇଥାଆନ୍ତି କାରଣ ଏମାନଙ୍କ ଉପରେ ସର୍ବଦା ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ ଏମାନେ ଦେଖିବାକୁ ସୁନ୍ଦର ହେବା ସହିତ ଏମାନଙ୍କ ହୃଦୟ ମଧ୍ୟ କୋମଳ ହୋଇଥାଏ କେବଳ ଶିକ୍ଷା ନୁହେଁ ଏମାନେ ଅନେକ କଳାର ଅଧିକାରୀ ହୋଇଥାଆନ୍ତି |

ଗୁରୁବାର – ଗୁରୁବାର ଦିନ ଜନ୍ମ ହୋଇଥିବା ନାରୀ ମାନେ ସର୍ବ ଗୁଣ ସମ୍ପନ୍ନ ବୋଲି କୁହାଯାଇଛି ଏହି ନାରୀ ମାନେ ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବା ସହିତ ସବୁ କାର୍ଯ୍ୟରେ ମଧ୍ୟ ବେଶ ପ୍ରାରଙ୍ଗମ ହୋଇଥାଆନ୍ତି | ଏହି ବାରରେ ଜନ୍ମ ହୋଇଥିବା ନାରୀ ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ |

ଶୁକ୍ରବାର – ଏହି ଦିନ ଜନ୍ମ ହୋଇଥିବା ନାରୀ ମାନେ ଖୁବ ଚଞ୍ଚଳ ସ୍ୱଭାବର ହୋଇଥାଆନ୍ତି ଏମାନେ ବିଳାସମୟ ଜୀବନ ଜାପାନ କରିବା ପାଇଁ ପସନ୍ଦ କରିଥାଆନ୍ତି ଏମାନଙ୍କ ଭାବନା ଏବଂ ଚିନ୍ତାଧାରା ଖୁବ ସୁନ୍ଦର ଅଟେ |

ଶନିବାର – ଏହି ଦିନ ଜନ୍ମ ହୋଇଥିବା ନାରୀଙ୍କ ଉପରେ ଭାଗବାନ ଶନିଙ୍କ କୃପା ରହିଥାଏ ଏମାନେ ସ୍ୱଭାବରେ ରାଗି ହୋଇଥିଲେ ମଧ୍ୟ ନିଜ ପରିଚୟ ତିଆରି କରିଥାଆନ୍ତି ଏମାନେ ଦେଖିବାକୁ ଡେଙ୍ଗା ଏବଂ ପତଳା ହୋଇଥାଆନ୍ତି ଏମାନେ ସ୍ୱାଭିମାନୀ ଏବଂ ଆତ୍ମ ନିର୍ଭରଶୀଳ ହୋଇଥାଆନ୍ତି |

ରବିବାର – ରବିବାର ଦିନ ଜନ୍ମ ହୋଇଥିବା ନାରୀ ଭଗବାନଙ୍କ ଉପରେ ଯଥେଷ୍ଟ ବିଶ୍ୱାସ ରଖିଥାଆନ୍ତି ଏହି ନାରୀ ମାନେ ଦାନ ପୁଣ୍ୟ କରିଥାଆନ୍ତି ଏମାନେ ଶକ୍ତିଶାଳୀ ହେବା ସହିତ ଶାନ୍ତି ପୂର୍ଣ୍ଣକ ମନୋଭାବ ରଖି ଥାଆନ୍ତି | ଏହି ନାରୀ ମାନେ ଖୁବ ଚତୁର ମଧ୍ୟ ହୋଇଥାଆନ୍ତି

Leave a Reply

Your email address will not be published. Required fields are marked *