Vastu tips : କେଉଁ ମାସରେ ଘର କଲେ ହୁଏ ଧନର ବର୍ଷା ,ଏହି ମାସରେ ଘରେ କଲେ ହୁଏ ସର୍ବନାଶ ଜାଣନ୍ତୁ ସଠିକ ନିୟମ

ନମସ୍କାର ଦର୍ଶକବନ୍ଧୁ ଆଜିର ବିଷୟରେ ଆମେ ଜାଣିବା କେଉଁ ମାସରେ ଘର ତିଆରି କଲେ ଆପଣଙ୍କ ଘରେ ଧନ ସମ୍ପତ୍ତି ବୃଦ୍ଧି ହେବା ସହିତ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ଘର ଗୋଟିଏ ଏମିତି ଜିନିଷ ଯଦି ଘର ଠିକ ମାସରେ ଠିକ ଭାବରେ ଯଦି ଆପଣ ଘର ନକଲେ ଘରେ ସବୁବେଳେ ଅନର୍ଥ ହୋଇଥାଏ ବହୁତ ଲୋକ ଅଛନ୍ତି ଯେ ଘର ତିଆରି କରି ମଧ୍ୟ ସମ୍ପୂର୍ଣ୍ଣ ଶେଷ କରି ପାରିନଥାନ୍ତି ଯେଉଁ ଘର ଆଶା ନେଇ ଯଦି ଆପଣ କରନ୍ତି ତାହା କମ୍ପ୍ଲିଟି ନହୁଏ କିମ୍ବା ସେହି ଘରେ ସୁଖ ଶାନ୍ତି ନହେଲା ତାହେଲେ ସେ ଘର କରିକି କିଛି ଲାଭ ନାହିଁ | ଆଗକା ସମୟରେ ଲୋକମାନେ କାହାକୁ କିଛି ନପଚାରି ଘର କରି ଦେଉଥିଲେ କିନ୍ତୁ ଆଜିକା ସମୟରେ ବାସ୍ତୁ ଶାସ୍ତ୍ର ଅନୁସାରେ ଘର କରୁଛନ୍ତି | ଯଦି ଘରର ମୁଖ୍ୟ ଦ୍ୱାରା ଆପଣ ଠିକ ଜାଗାରେ ରଖିଲେ ତାହେଲେ ଆପଣଙ୍କ ଘରେ ନିଶ୍ଚିତ ଉନ୍ନତି ଲାଗିକି ରହିବ ତେବେ ଚାଲନ୍ତୁ ଜାଣିବା କେଉଁ ମାସରେ ଘର ଆରମ୍ଭ କଲେ ଘରେ କଣ କଣ ସବୁ ଘଟଣା ଘଟିବ |

ପ୍ରଥମ ମାସ – ବୈଶାଖ ମାସରେ ଘର ତିଆରି କରିଲେ ଉନ୍ନତି, ଧନ ଲାଭ ହୋଇଥାଏ ଏବଂ ଆପଣ ନିଶ୍ଚିନ୍ତ ଭାବେ ଏହି ମାସରେ ଘର କରିଲେ ସଫଳତା ପାଇବେ ।

ଦ୍ୱିତୀୟ ମାସ – ଜ୍ୟଷ୍ଠ ମାସରେ ଗୃହ ନିର୍ମାଣ କାମ ଆରମ୍ଭ କରିଲେ ଗୃହ କର୍ତ୍ତାଙ୍କ ମୃତ୍ୟୁ କାର୍ଯ୍ୟରେ ବାଧା ସୃଷ୍ଟି ହେବ ବହୁତ ଲୋକ ଆଜି ପର୍ଯ୍ୟନ୍ତ ଘର ପୂରଣ ମଧ୍ୟ କରି ପାରୁ ନାହାଁନ୍ତି ହୁଏତ ସେମାନେ କୌଣସି ମାସରେ କରିଥିବେ ଯାହା ଦ୍ୱାରା ସେମାନେ ଘର କମ୍ପ୍ଲିଟି କରି ପାରି ନଥାନ୍ତି |

ତୃତୀୟରେ ଆଷାଢ ମାସରେ ଆପଣ ଯଦି ଘର ତିଆରି କରୁଛନ୍ତି ତାହେଲେ ମଧ୍ୟ ଧନ ପ୍ରାପ୍ତି ଏବଂ ଗୃହ ପାଳିତ ପଶୁଙ୍କ ବୃଦ୍ଧି ହେବ ନିଶ୍ଚିତ ଭାବରେ ଆପଣ ଆଶାଡ଼ ଭାବରେ ଘର ତିଆରି କରିପାରିବେ

ଶ୍ରାବଣ ମାସରେ ଆପଣ ଯଦି ଘରେ ତିଆରି କରୁଛନ୍ତି ତାହେଲେ ଆପଣ ସବୁ କାର୍ଯ୍ୟ ସିଦ୍ଧି ହେବ

ଭାଦ୍ରବ ମାସରେ ଆପଣ ଯଦି ଘର ତିଆରି କରୁଛନ୍ତି ତାହେଲେ ସବୁ କାର୍ଯ୍ୟ ମଧ୍ୟ ଆପଣଙ୍କର ସଫଳ ହେବ

ଆଶ୍ୱିନ ମାସରେ ଆପଣ ଯଦି ଘର ତିଆରି କରିଲେ ରୋଗ ବୃଦ୍ଧି ଓ କିୟା ନଷ୍ଟ ନିଶ୍ଚିନ୍ତ ଆପଣଙ୍କର ଘରେ ରୋଗ ବୃଦ୍ଧି ପାଇବ

କାର୍ତ୍ତିକ ମାସରେ ଆପଣ ଯଦି ଘର ତିଆରି କରୁଛନ୍ତି ତାହେଲେ ମନେ ରଖନ୍ତୁ ଚୋରଙ୍କର ଭୟ ଥାଏ ନିଶ୍ଚିତ ଆପଣଙ୍କ ଘରେ କୌଣସି ଚୋରି ହୋଇପାରେ |

ମାର୍ଗଶିର ମାସରେ ଆପଣ ଯଦି ଘରେ ତିଆରି କରୁଛନ୍ତି ତାହେଲେ ଧନ ଧାନ୍ୟ ବୃଦ୍ଧି ହୋଇଥାଏ ଏହି ମାସରେ ଆପଣ ଜାଣନ୍ତି ମା ଲକ୍ଷ୍ମୀଙ୍କର ପୂଜା ହୋଇଥାଏ ଏହି ମାସ ସବୁଠାରୁ ବେଷ୍ଟ ହୋଇଥାଏ |

Leave a Reply

Your email address will not be published. Required fields are marked *