Anuchinta : ଘରେ ସ୍ତ୍ରୀ କେଉଁ ସବୁ ଭୁଲ୍ କରିବା ଦ୍ବାରା ଘର ଲକ୍ଷ୍ମୀ ଛଡ଼ା ହୋଇଯାଏ ,ସବୁ ମହିଳା ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପାଣଙ୍କ ଘରେ କେବେ ପଇସାର ଅଭାବ ରହି ନଥାଏ ।

୧. ଘରର ଡାହାଣ ପାଖରେ ତୁଳସୀ ଚଉରା ରହିବା ଉଚିତ୍ ଏବଂ ଘରୁ ବାହାରିଲା ବେଳେ ତୁଳସୀ ମୂଳର ମାଟି ମୁଣ୍ଡରେ ମାରିଲେ ଶୁଭ ହୋଇଥାଏ ।

୨. ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉଥିଲେ ପାଣି ପିଇବା ବେଳେ ବସିକି ପିଅନ୍ତୁ ଏବଂ ଦିନକୁ ପାଞ୍ଚଟି ଲବଙ୍ଗ ଚୋବାଇକରି ଖାଆନ୍ତୁ ।

୩. ବ୍ରଣ ଦାଗ ଲିଭାଇବା ପାଇଁ ହେଲେ ଡାଲଚିନି ଗୁଣ୍ଡ ସହିତ ଅଳ୍ପ ମହୁ ମିଶାଇ ଦାଗରେ ମାରିଲେ ଦାଗ ଲିଭିଯାଏ ।

୪. ଆଖୁ ତଳ କଳାଦାଗ ଲିଭାଇବା ପାଇଁ ଲେମ୍ବରସ ସ‌ହିତ ବିଲାତିରସ ମିଶାଇ କଳାଦାଗରେ ଲଗାନ୍ତୁ ।

୫. ବିବାହିତା ସ୍ତ୍ରୀ ଲୋକମାନେ ରାତିରେ ଚୁଟି ଖୋଲାରଖ୍ ଶୁଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।

୬. ସୂର୍ଯ୍ୟାସ୍ତ ପରେ କେବେ କ୍ଷୀର କିମ୍ବା ଦହି ବାହାର ହାର ଲୋକଙ୍କୁ ଦିଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ।

୭. ପୂଜାରେ ଯାଆଁଳା କଦଳୀ ଭୋଗକ ଗକଲେ ବହୁତ ଶୁଭ ହୋଇଥାଏ ଏବଂ ଶିବଙ୍କ ଲିଙ୍ଗରେ ଚଢାଇଲେ ମଙ୍ଗଳ ହୋଇଥାଏ ।

୮. ଠାକୁର ପୂଜା କଲାବେଳେ ତଳେ, ପିଢ଼ା ଉପରେ କିମ୍ବା ପଥର ଉପରେ ବସିକି ପୁଜାକରନ୍ତୁ ନାହିଁ ଆସନ ପକାଇ ପୂଜା କରନ୍ତୁ ।

୯. ଘରର ପାଣି ଟ୍ୟାପରୁ ପାଣି ଟପ ଟପ୍ ପଡ଼ିଲେ ଅଶୁଭ ହୋଇଥାଏ ତୁରନୁ ମରାମତି କରନ୍ତୁ ।

୧୦. ଟଙ୍କା ରଖୁଥ‌ିବା ଆଲମାରିର ମୁହଁ ଦକ୍ଷିଣ ଦିଗକୁ ରଖନ୍ତୁ ନାହିଁ ଅନ୍ୟ ଦିଗକୁ ରଖିଲେ ଶୁଭ ହୋଇଥାଏ ।Anuchinta

Leave a Reply

Your email address will not be published. Required fields are marked *