ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପୁରୁଣା ରୁ ପୁରୁଣା ଡାଇବେଟିସ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ ଓ ଆପଣଙ୍କ ଡାଇବେଟିସ କୁ ନିୟନ୍ତ୍ରଣ କରିବାକୁ ଆପଣଙ୍କୁ ସାହାଯ୍ୟ କରିବ । ଏହି ଉପଚାର ପ୍ରସ୍ତୁତ କରିବାକୁ ଆପଣଙ୍କୁ ଆବଶ୍ୟକତା ପଡ଼ିବ |
ପ୍ରଥମ ଅଁଳା ଗୁଣ୍ଡ , ମେଥି , କଳା ଜିରା , ହଳଦୀ ଏବଂ ତେଜ ପତ୍ର ଶେଷରେ କିଛି ଲବଙ୍ଗ ଆବଶ୍ୟକତା ଆପଣଙ୍କୁ ପଡ଼ିବ । ପ୍ରଥମେ ଆପଣ ଏହି ସବୁଜ ସାମଗ୍ରୀ ଗୁଡ଼ିକୁ ଗ୍ରାଇଣ୍ଡର ସହାୟତାରେ ଭଲଭାବେ ଗୁଣ୍ଡ କରିଦିଅନ୍ତୁ ଏହାର ଆପଣ ଏହି ସବୁ ଗୁନ୍ଦକୁ ଏକ ପାତ୍ରରେ ମିଶାଇ ଏହାର ସେବନ ଥଣ୍ଡା ପନିସହିତ ମିଶାଇ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ ନିୟମିତ ଭାବରେ ସେବନ କରନ୍ତୁ
ଏହା ଏକ ପ୍ରାକୃତିକ ଉପଚାର ହୋଇଥିବାରୁ ଆପଣଙ୍କୁ ଏହାର କୌଣସି ଖରାପ ପ୍ରଭାବ ଡ କହିବାକୁ ମିଳିବ ନାହିଁ ଆଉ ମାନେ ରଖନ୍ତୁ ଦଶକବନ୍ଧୁ ଏହାକୁ ଆପଣ ଖାଇବା ଠିକ୍ ଅଧ ଘଣ୍ଟା ପୂର୍ବରୁ କରନ୍ତୁ ଦେଖିବେ ଏହାର ସେବନ ଦ୍ଵାରା ଆପଣଙ୍କ ଡାଇବେଟିସ ବା ମଧୁମେୟ ସମ୍ପୂର୍ଣ୍ଣ ଭାବରେ ଆପଣଙ୍କ ନିୟନ୍ତ୍ରଣକୁ ଫେରି ଆସିବ ।