ସ୍ତ୍ରୀ ଙ୍କ ସହ ଜବରଦସ୍ତ ଡ୍ୟାନ୍ସ କଲେ କମେଡିଆନ ସୁମନ , ଆଶ୍ଚର୍ଯ୍ୟ ଲାଗୁଛି କିନ୍ତୁ ସତ ବହୁତ ଖୁସି ଥିବା ନଜର ଆସିଛନ୍ତି ସୁମନ

ନମସ୍କାର ଦର୍ଶକବନ୍ଧୁ ସ୍ତ୍ରୀଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ଅଭିନେତା ସୁମନ ବନ୍ଧୁଗଣ ଆପଣମାନେ ଫିଲ୍ମ ନିଶ୍ଚୟ ଦେଖୁଥିବେ ଏବଂ ଓଡ଼ିଆ ଫିଲ୍ମରେ ଅଭିନୟ କରୁଥିବା କମେଡିଆନ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଆପଣମାନଙ୍କ ସେହି ପ୍ରିୟ କମେଡିଆନ ସୁମନ ମହାରଣାଙ୍କ ଏକ ବିଷୟ ବେଶ ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି |

ନିଜ ସ୍ତ୍ରୀଙ୍କ ସହିତ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି ସୁମନ ମହାରଣା ତେବେ କଣ ସେହି ବିଷୟ ଯାହା ଆପଣମାନେ ଆଗକୁ ଦେଖିବାକୁ ପାଇଯିବେ ଯାହାକି ଏବେ ଏବେ ଭାଇରଲ ହେବାରେ ଲାଗିଛି | କମେଡିଆନ ସୁମନ ମହାରଣାଙ୍କ ସୋସିଆଲ ମେଡିଆରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି |

ବିଶେଷ କରି ଚର୍ଚ୍ଚାରେ ସୁମନ ମହାରଣା କାହିଁକି କାହାକୁ କିଛି ଜଣାଇ ନଥିଲେ ସୁମନ ସମସ୍ତଙ୍କୁ ଲୁଚାଇ ରଖିଥିଲେ ଯାହାଙ୍କ ବ୍ୟକ୍ତିଗତ ବିଷୟରେ ଜାଣିବା ପାଇଁ ଦର୍ଶକମାନେ ସର୍ବଦା ଆକୃଷ୍ଟ ରହିଥାଆନ୍ତି | ସୁମନ ମହାରଣା 2000 ମସିହାରେ ନିଜ ଅଭିନୟ ଆରମ୍ଭ କରିଥିଲେ |

ବର୍ତ୍ତମାନ ସମୟରେ ସେ ନିଜ ପରିବାର ସହିତ ଖୁସିର ଅଛନ୍ତି ଏବଂ ଏହି ସବୁ ବିଷୟରେ ସୋସିଆଲ ମେଡିଆରେ ବେଶ ଭାଇରଲ ହେବାରେ ଲାଗିଛି | ହେଲେ ସୁମନ କାହା ସହିତ ଡ୍ୟାନ୍ସ କରୁଛନ୍ତି ଏହି ମହିଳା ଜଣକ କିଏ ଏସମ୍ପର୍କରେ ସ୍ପଷ୍ଟ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ |

Leave a Reply

Your email address will not be published. Required fields are marked *