ହୁଭର ଡ୍ୟାମର ସମ୍ପୂର୍ଣ୍ଣ ରହସ୍ୟ ଏହି ଡ୍ୟାମରେ ଘଟିଥାଏ କିଛି ଅଜବ ଘଟଣା ଏଠାକୁ ଯିବାକୁ ଭୟ କରିଥାଆନ୍ତି ଲୋକେ

ନମସ୍କାର ଦର୍ଶକବନ୍ଧୁ ଆମେରିକାର ଲସଭଏଗସ ଅଞ୍ଚଳର ରିଜନ ଏବଂ ନିଵାତ ସୀମାର ଏହି ଡ୍ୟାମ ତିଆରି କରାଯାଇଛି ଏହି ଡ୍ୟାମ ସାରା ବିଶ୍ୱରେ ପ୍ରସିଦ୍ଧ ହୁଭର ଡ୍ୟାମ | ହର୍ବଟ ହୁଵରଙ୍କ ନାମ ଅନୁସାରେ ରଖାହୋଇଛି ମନରେ ପ୍ରଶ୍ନ ଆସୁଥିବ ହର୍ବଟ କିଏ ହର୍ବଟ ହୂବର ହେଉଛନ୍ତି ଆମେରିକାର 31 ନମ୍ବର ରାଷ୍ଟ୍ରପତି ଏହି ଡ୍ୟାମର ନିର୍ମାଣ 1931 ରେ ଆରମ୍ଭ ହୋଇଥିଲା |

ଏହି ବନ୍ଧ କୋଲର ନଦୀର ଜଳକୁ ରୋକିଥାଏ ଅଧିକ ଜଳକୁ ରୋକି ବିଦ୍ୟୁତ ଉତ୍ପାଦନ କରିବାରେ ସକ୍ଷମ ହୋଇଥାଏ ଏହି ଡ୍ୟାମର ଉଚ୍ଚତା 220 ମିଟର ଏବଂ ଚଉଡ଼ା 380 ମିଟର ଏହି ଡ୍ୟାମ କାମ କଲା ବେଳେ 112 ଲୋକଙ୍କ ଜୀବନ ଯାଇଛି ଏହି ଡ୍ୟାମକୁ ନେଇ ବହୁତ ବଡ଼ ରହସ୍ୟ ରହିଛି |

ଯାହାକି ଏହି ଡ୍ୟାମକୁ ରହସ୍ୟମୟ କରାଇଥାଏ ଏହି ଡ୍ୟାମରେ ଯଦି କୌଣସି ଜିନିଷ ଫୋପାଡ଼ିବେ ସେ ଜିନିଷ ତଳକୁ ଯିବା ବଦଳରେ ଉପରକୁ ଉଡ଼ିଥାଏ |ଏହି ଡ୍ୟାମ ଏମିତି ବନଯାଇଛି ଯେ ତଳୁ ଉପର ପାର୍ଶ୍ୱକୁ ପବନ ବହିଯାଏ |

Leave a Reply

Your email address will not be published. Required fields are marked *