ମାଟ୍ରିକ ରେଜଲ୍ଟକୁ ନେଇ ଆସିଲା ଫାଇନାଲ ତାରିକ ,ଏହି ଦିନରେ ପକା ବାହାରିବ ରେଜଲ୍ଟ ଛାତ୍ର ଛାତ୍ରୀ ଶୀଘ୍ର ଦେଖନ୍ତୁ

ଦଶମ ଶ୍ରେଣୀ ପରୀକ୍ଷା ଫଳକୁ ନେଇ ଆସିଲା ବହୁତ ବଡ ଅପଡେଟ କେଉଁ ତାରିଖରେ ପ୍ରକାଶ ପାଇବା ଦଶମ ଶ୍ରେଣୀ ପରୀକ୍ଷା ଫଳ ଏନେଇ ଆସିଛି ନୂଆ ସୂଚନା | ପ୍ରଥମେ ଆପଣ ଗୁଗଲରେ ସର୍ଚ୍ଚ କରନ୍ତୁ 10th class result 2024 odisha ସର୍ଚ୍ଚ କରିସାରିଲା ପରେ ତଳକୁ ଗଲାପରେ ଲେଖାଯାଇଥିବା BSE odisha10th class result |

ଆଉଟିକେ ତଳକୁ ଗଲେ ଦେଖିବେ କେଉଁ ଡେଟରେ ରେଜେଲଟ ବାହାରିବ ତାହା ଡେଟ ଦିଆଯାଇଛି 18ମେ 2024 | ବର୍ତମାନ ଯାହାବି କିଛି ବଡ ବୋଡ଼ ଅଫ ସେକେଣ୍ଡାରୀ ତରଫରୁ ଯେଉଁ ସୂଚନା ମିଳିଛି ସେହି ସୂଚନା ଏପର୍ଯ୍ୟନ୍ତ କୌଣସି ଏକଜାଟ ଡେଟ କୁହାଯାଇନାହିଁ |

ଆଉ ୱେବସାଇଟ ରେ ଯେଉଁ ଡେଟ ଶୋ ହେଉଛି ସେହି ଡେଟ ସୁଦ୍ଧା ରେଜେଲଟ ଆସିବା ବୋଲି ସମ୍ଭାବନା ଅଛି | କିନ୍ତୁ ବୋଡ଼ ଅଫ ସେକେଣ୍ଡାରୀ ତରଫରୁ ଖୁବ ଶୀଘ୍ର ରେଜଲ୍ଟ ଡେଟ ଓ ଟାଇମ ଅନାଉସ କରାଯିବ ଏବଂ ରେଜଲ୍ଟ bseodisha.nic.in ରେ ଆପଣମାନେ ଦେଖିପାରିବେ |

ଆଉ ଆପଣାକୁ କହିଦେଉଛୁ ଯେ ରେଜଲ୍ଟ ପ୍ରକାଶ ପାଇବା ଦୁଇଦିନ ଆଗରୁ ରେଜଲ୍ଟ କେଉଁ ତାରିଖ ଓ କେଉଁ ସମୟରେ ପ୍ରକାଶ ପାଇବ ସେନଇ ସୂଚନା ଆସିଲେ ଆମ ପେଜରେ ଦେଖିବଳୁ ପାଇଯିବେ |

Leave a Reply

Your email address will not be published. Required fields are marked *