Anuchinta : ଘରକୁ ଧନ ଆସୁ ନାହିଁ ପୂଜା ଠାକୁର ଘରେ ରଖନ୍ତୁ ଏହି ଗୋଟିଏ ଜିନିଷ ଘରକୁ ଧନ ମାଡ଼ି ଆସିବ ,ମହିଳା ମାନେ ଜାଣିରଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ବଦଳାଇ ଦେବ।

୧. ବନ୍ଧୁଗଣ ତୁଲସୀ ଗଛରେ ଜଳ ଅର୍ପଣ ସମୟରେ କହି ଦିଅନ୍ତୁ ଏହି କଥା…ମାଡ଼ି ଆସିବ ଧନ ଏବଂ ସମସ୍ତ ମନୋସ୍କାମନା ହୋଇଯିବ ପୂର୍ଣ ।

୨. ଡିମିରି ଗଛର ଚେରକୁ କପଡ଼ାରେ ବାନ୍ଧି ଚାନ୍ଦିର କବଚ ଭିତରେ ରଖ୍ ବେକରେ ପକାଇବା ଦ୍ବାରା ଆର୍ଥୁକ ସମ୍ପନ୍ନତା ବୃଦ୍ଧିହୋଇଥାଏ ।

୩. ଘରେ ପଇସା ରଖୁଥୁବା ଆଲମାରୀ ନଅଟି କ କଉଡ଼ି ସହିତ ଗୋଟିଏ ତମ୍ବା ପଇସା ରଖୂବାଦ୍ବାରା ଶୁଭହୋଇଥାଏ ପଇସାର ଅଭାବ ଦୂରହୋଇଥାଏ ।

୪. ପ୍ରତ୍ୟେକ ଗୁରୁବାରଦିନ ତୁଳସୀ ଗଛରେ କ୍ଷୀର ଅର୍ପଣ କରିବାଦ୍ବାରା ଶୁଭ ହୋଇଥାଏ ଏବଂ ଆର୍ଥିକ ସ୍ଥିତି ମଜବୁତ୍ ହୋଇଥାଏ ।

୫. ଭୋଜନ କରିବା ପୂର୍ବରୁ କୁକୁର କିମ୍ବା ପାଇଁ କିଛି ଖାଦ୍ୟ ବାହାରକରିବା ଗାଇପାଇଁ ଦ୍ବାରା ମଙ୍ଗଳକାରି ହୋଇଥାଏ ଏବଂ କେବେବି ଆର୍ଥକ ସମସ୍ୟା ଦେଖାଦେଇନଥାଏ ।

୬. ନିୟମିତ ଭାବରେ କଦଳି ଗଛର ମୂଳରେ ଜଳ ଅର୍ପଣକରିବା ଦ୍ବାରା ଏବଂ ଘିଅଦିପ ଜଳାଇବା ଦ୍ବାରା ଦରିଦ୍ରତା ଦୂରହୋଇଥାଏ ।

୭. ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୋମବାର ଦିନ ଶିବ ମନ୍ଦିରରେ କ୍ଷୀର ଏବଂ ଚାଉଳ ଅର୍ପଣକରିବା ଦ୍ବାରା ମନ ମୁତାବକ ଚାକିରି ପ୍ରାପ୍ତ ହୋଇଥାଏ ।

୮. ମଙ୍ଗଳବ ଳବାର ଦିନ ଘଚେ ରେ ହନୁମାନଙ୍କ ଉଡୁଥ‌ିବା ଫଟଲଗା ନିତୀ ଦିନ ପୂଜା କରିବା ଦ୍ଵାରା ମାଗଲ କାମନା ପ୍ରାପ୍ତ ହୋଇଥାଏ ।

୯. କୌଣସି ଚାକିରି ପାଇଁ ଇଣ୍ଟରଭିୟୁ ଦେବାକୁ ଯିବାପୂର୍ବରୁ ଓଁ ନମଃ ଭଗବତି ପଦ୍ମାବତୀ ରିଦ୍ଧିସିଦ୍ଧି ଦାୟିନୀ ମନ୍ତ୍ର ଶହେ ଆଠଥର ଜପ କରିବାଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ ।

୧୦. ଶନିବାର ଦିନ ଶନିଙ୍କ ପୂଜା କରିବା ସମୟରେ ଓ ଶନିଶ୍ଚରାୟ ନମଃ ମନ୍ତ୍ର ଶହେ ଆଠଥର ଜପକରିବା ଦ୍ବାରା ଚାକିରି ଜନିତ ସମସ୍ୟା ଦୂରହୋଇଥାଏ ।

Leave a Reply

Your email address will not be published. Required fields are marked *