ଗୁଜୁରାଟ ଟିମ ବିପକ୍ଷରେ ଗର୍ଜିଲେ ଏହି ଖେଳାଳି, ମାତ୍ର 6 ମିନିଟ୍ ରେ ପହଁଚିଲେ ଶତକ ପାଖରେ ଜ୍ୟାକଙ୍କ ମାଡ଼ ଦେଖି ସ୍ତବ୍ଧ କୋହଲି

ଗୋଟେ ଓଭର ରେ ନିଜର ଶତକ ପୁରଣକଲେ ୱିଲ୍ ଜ୍ୟକ୍ସ ଗୁଜୁରାଟ ବିପକ୍ଷ ମ୍ୟାଚରେ ବିସ୍ଫୋରକ ବ୍ୟାଟିଂ ର ନମୁନା ଦେଖାଇଥିଲେ ବାଙ୍ଗାଲୋର ଷ୍ଟାର ବ୍ୟାଟ୍ସମ୍ୟାନ୍ ୱିଲ ଜ୍ୟକ୍ସ ମାତ୍ର ୪୧ ବଲ୍ ରେ ଶତକ ହାସଲ କରି ଇତିହାସ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି ବାଙ୍ଗାଲୋର ଟିମ୍ ର ଷ୍ଟାର୍ ବ୍ୟାଟ୍ସମ୍ୟାନ ଏହି ମ୍ୟାଚ୍ ରେ ପାଞ୍ଚଟି ଚଉକା ସହିତ ୧୦ ଟି ବିଶାଳ ଛକା ସାମିଲ୍ ରହିଛି |

ତେବେ ସବୁଠାରୁ ରୋମାଞ୍ଚକର ହେଉଛି ଯେ ୱିଲ୍ ଜ୍ୟକ୍ସ୍ ନିଜର ଅର୍ଥ ସତକରୁ ଶତକ ଯାଏ ପହଞ୍ଚିବାକୁ ମାତ୍ର ଛଅ ମିନିଟ୍ ସମୟ ନେଇଥିଲେ ବାଙ୍ଗାଲୋର ପକ୍ଷରୁ ଅଧିନାୟକ ଦୁପ୍ଲେଶିସଙ୍କ ୱିକେଟ୍ ପରେ ମଇଦାନକୁ ଓହ୍ଲାଇ ରଗିଲେ ୱିଲ୍ ଜ୍ୟକ୍ସ ପ୍ରଥମ ୧୭ ବଲ ରେ ୱିଲ୍ ୧୭ ରନ୍ କରିଥିବା ବେଳେ ୩୧ ବଲରେ ଅର୍ଦ୍ଧ ଶତକ ହାସଲ କରିଥିଲେ |

କିନ୍ତୁ ଏହା ପରେ ବିସ୍ଫରକ ଅନ୍ଦାଜରେ ୧୫.୨ ଓଭର ରେ ୱିଲ୍ ଜ୍ୟକ୍ସ ନିଜର ଅର୍ଦ୍ଧ ଶତକ ପୂରଣ କରିଥିଲେ ସେ ୬.୪୧ ମିନିଟ୍ ମଧ୍ୟରେ ସେ ଶତକ ମଧ୍ୟ ହାସଲ କରିବାରେ ସକ୍ଷମ ହୋଇଥିଲେ ଏହା ବର୍ତ୍ତମାନ IPL ଇତିହାସରେ ଏକ ବିଶାଳ ରେକର୍ଡ ସୃଷ୍ଠି କରିଛି ।

Leave a Reply

Your email address will not be published. Required fields are marked *