Vastu: ଚମତ୍କାରି ଫୁଲ ଧନର ବର୍ଷା କରିଥାଏ,କରନ୍ତୁ ଏହି ଛୋଟିଆ ଉପାୟ ସର୍ବଦା ରହିବ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ

ନମସ୍କାର ବନ୍ଧୁଗଣ ପୂଜା ପାଠରେ ଫୁଲର ବିଶେଷ ମହତ୍ତ୍ୱ ରହିଥାଏ କେଉଁ ଫୁଲ କେଉଁ ଭଗବାନଙ୍କର ପ୍ରିୟ ହୋଇଥାଏ କେଉଁ ଫୁଲ ଚଢ଼ାଇଲେ ସେ ପ୍ରସନ୍ନ ହୋଇଥାଆନ୍ତି ଏହି ବିଷୟରେ ନିହାତି ଜାଣିବା ଆବଶ୍ୟକ ଅଟେ ସେହି ଫୁଲ ମଧ୍ୟରୁ ଅତି ଦୁର୍ଲଭ ଫୁଲ ଯାହାକି ଆଜି ଆମେ ଜାଣିବା ମନ୍ଦାର ଫୁଲ ବିଷୟରେ ଯାହାର ଅନ୍ୟ ନାମ ହେଉଛି ପାରିଜାତ ଫୁଲ ଦେବୀଙ୍କର ପୂଜାରେ ନାଲି ରଙ୍ଗର ମହତ୍ତ୍ୱ ରହିଥାଏ

ଦେବତାଙ୍କର ପୂଜାରେ ହଳଦୀ ରଙ୍ଗର ଫୁଲକୁ ଶୁଭ ମାନି ଥାଆନ୍ତି ଆସନ୍ତୁ ଆଜି ଆମେ ଜାଣିବା ମନ୍ଦାର ଫୁଲର ଚମତ୍କାରୀ କଥା ବିଷୟରେ | ଦେବୀ ନବଦୁର୍ଗାଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ 9 ଟି ,11 ଟି କିମ୍ବା 21 ଟି ମନ୍ଦାର ଫୁଲର ମାଳ ଅର୍ପଣ କରନ୍ତୁ ଦେଖିବେ ସମସ୍ତ ପ୍ରକାର ମନସ୍କାମନା ପୂରଣ ହେବ ଆପଣ ଦେବୀ ମାତାଙ୍କ ପାଖରେ 56 ପ୍ରକାର ଭୋଗ ଲଗାନ୍ତୁ |

କିନ୍ତୁ ମାତା ତାହା ଗ୍ରହଣ ନକରି ମନ୍ଦାର ଫୁଲର ମାଳାକୁ ଅତି ଶ୍ରଦ୍ଧାର ସହିତ ଗ୍ରହଣ କରିଥାଆନ୍ତି ଏବଂ ଆମର ସମସ୍ତ ପ୍ରକାର ମନସ୍କାମନା ପୂରଣ କରିଥାଆନ୍ତି | ମା ଲକ୍ଷ୍ମୀ ଏବଂ ମା ଦୁର୍ଗାଙ୍କର ମନ୍ଦାର ଫୁଲ ଅତି ପ୍ରିୟ ହୋଇଥାଏ ଏବଂ ଏହା ସହିତ ପ୍ରଭୁ ହନୁମାନଙ୍କର ମଧ୍ୟ ମନ୍ଦାର ଫୁଲ ମଧ୍ୟ ଅତି ପ୍ରିୟ ହୋଇଥାଏ

କାହିଁକିନା ହନୁମାନ ଲାଲ ରଙ୍ଗ ଅତି ଆକୃଷ୍ଟ ଅଟନ୍ତି ମଙ୍ଗଳବାର ଦିନ ହନୁମାନଙ୍କୁ ଏବଂ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କଲେ ସୁଖ ସମ୍ପତ୍ତି ଧନ ଭଳି ସମସ୍ତ ଜିନିଷର ପ୍ରାପ୍ତି ହୋଇଥାଏ ଏଥିରେ ଗ୍ରହ ପୀଡ଼ା ମଧ୍ୟ ଦୂର ହୋଇଥାଏ ଶୁଭ ଫଳ ପ୍ରାପ୍ତି ହୋଇଥାଏ |

Leave a Reply

Your email address will not be published. Required fields are marked *