ସରକାରଙ୍କ ବଡ଼ ଘୋଷଣା ବେକାର ବୁଲୁଥିବା ଯୁବ ଗୋଷ୍ଟି ମାନଙ୍କୁ ମିଳିବ 8,000 ଟଙ୍କା ,କେମିତି ପାଇବେ କିପରି ପାଇବେ ଜାଣିରଖନ୍ତୁ

ନମସ୍କାର ବନ୍ଧୁଗଣ ପ୍ରଧାନମନ୍ତ୍ରୀ ଆଣିଲେ ଆଉ ଏକ ନୂଆ ଯୋଜନା ଏହି ଯୋଜନାରେ ଆପଣଙ୍କୁ ମିଳିବ 8,000 ଟଙ୍କା କଣ ଆସିଛି ଅପଡେଟ ଆଜିର ବିଷୟରେ ଆମେ ଆପଣଙ୍କୁ ଦେବାକୁ ଯାଉଛି ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ । ଡିଜିଟାଲ ଯୁଗ ଆରମ୍ଭ ହେଉଥିବା ବେଳେ ଦେଶର ବେକାରୀ ସମୟ ମଧ୍ୟ ଅନୁରୂପ ଭାବରେ ବୃଦ୍ଧି ପାଇଛି ।ବେକାରୀ ସମସ୍ୟା ଦୂର କରିବା ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଏଭଳି ସବୁ ଯୋଜନାରେ ଯୁବ ଗୋଷ୍ଟି ଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯାଇଛି ।

ବେକାରୀ ସମସ୍ୟା ଦୂର କରିବା ପାଇଁ ସରକାର ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଏହି ସବୁ ଯୋଜନା ମାଧ୍ୟମରେ ବେକାରୀ ଯୁବ ଗୋଷ୍ଟିଙ୍କୁ ତାଲିମ ଦିଆଯିବ । ଆଜି ଦେଶର ଏଭଳି ଯୁବ ଗୋଷ୍ଟି ରହୁଛନ୍ତି ଯେଉଁ ମାନେ ଉଚ୍ଚ ଶିକ୍ଷିତ ହେଲେ ସୁଦ୍ଧା ଚାକିରି ଖଣ୍ଡେ ମିଳି ପାରୁନାହିଁ ଏହାର ମୁଖ୍ୟ କାରଣ ହେଉଛି ଦକ୍ଷତାର ଅଭାବ ଏବଂ ଆଜି କୌଶଳ ବିକାଶ ଯୋଜନା ସେହି ମାନଙ୍କ ପାଇଁ ଆରମ୍ଭ କରାଯାଇଛି |

ଯେଉଁ ମାନେ ଦଶମ ବା ଦ୍ଵାଦଶ ପାସ କରିଛନ୍ତି ସେମାନେ ନିଶ୍ଚିତ କୌଶଳ ବିକାଶ ଯୋଜନାରେ ନାମ ପଞ୍ଜିକରଣ କରିପାରିବେ ।କାରଣ ଏଥିରେ ତାଲିମ ଦେବା ସହ 8,000 ଟଙ୍କା ପ୍ରଦାନ କରୁଛନ୍ତି ସରକାର ।ଏହି ଯୋଜନାରେ ସାମିଲ ହେବା ପାଇଁ ଆପଣଙ୍କୁ ପ୍ରଥମେ ଆବେଦନ କରିବାକୁ ପଡ଼ିବ ଏହି ଯୋଜନାରେ ଯୁବକ ମାନଙ୍କୁ ମାଗଣାରେ ଅନେକ ତାଲିମ ପ୍ରଦାନ କରାଯାଉଛି ।

ଏହି କୋଡ ଶେଷ ହେବା ପରେ ଆପଣଙ୍କୁ ଏକ ତାଲିମ ପ୍ରଦାନ କରାଯିବ ଏହି କୋଡ ଶେଷ ହେବା ପରେ ଆପଣଙ୍କୁ ଏକ ସାର୍ଟଫିକେଟ ପ୍ରଦାନ କରାଯିବ । ସେହି ସାର୍ଟିଫିକେଟକୁ ଆପଣ ଯେକୌଣସି ଘରୋଇ ସଂସ୍ଥାରେ ଦକ୍ଷତା ପ୍ରମାଣ ପତ୍ର ଭାବରେ ବ୍ୟବହାର କରି ନେଇପାରିବେ ।

ଏହା ଦ୍ବାରା ଆପଣଙ୍କୁ ସହଜରେ ଚାକିରି ମିଳିପାରିବ ଦଶମ ଏବଂ ଦ୍ଵାଦଶ ପାସ କରିଥିଲେ ଏଥିରେ ଆପଣ ସାମିଲ ହୋଇପାରିବେ ।ଆପଣ ଆପଣଙ୍କ ପାଖ ଜନସେବା କେନ୍ଦ୍ରରେ ଯାଇ ଆବେଦନ କରିପାରିବେ ।

Leave a Reply

Your email address will not be published. Required fields are marked *