ନମସ୍କାର ଦର୍ଶକବନ୍ଧୁ ମା ହେବାକୁ ଯାଉଛନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ତେବେ ଦର୍ଶକବନ୍ଧୁ ଆପଣମାନେ ତ ଦୀପ୍ତିରେଖାକୁ ବେଶ ଭଲ ଭାବରେ ଜାଣିଥିବେ ତେବେ ସେ ଓଲିଉଡ଼ରେ ଶହେ ଗୀତରେ କଣ୍ଠ ଦାନ କରି ସାରିଛନ୍ତି | ସିନେମା ହେଉ କି ଭଜନ ଗୀତ ଗାଈ ସାରା ଓଡ଼ିଶା ବାସୀଙ୍କ ମନରେ ମନୋରଞ୍ଜନ କରି ଆସୁଛନ୍ତି
ଦୀପ୍ତିରେଖା ଆପଣମାନେ ଦୀପ୍ତିରେଖାଙ୍କ ଗୀତକୁ ନିଶ୍ଚିତ ଭାବରେ ଶୁଣିଥିବେ |ଆପଣମାନଙ୍କୁ ବେଶ ପସନ୍ଦ ଆସୁଥିବ ଦୀପ୍ତିରେଖା |ତେବେ ଚରବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଦୀପ୍ତି | ଚାରିବର୍ଷ ପରେ ଏବେ ଖୁସି ଖବର ଦେଇଛନ୍ତି ଦୀପ୍ତି ସେ ମା ହେବା ପାଇଁ ଯାଉଛନ୍ତି ତେବେ ଅନେକ ଓଡ଼ିଆ ଅଭିନେତ୍ରୀ ମାନେ ବିବାହ କରି ସାରିଛନ୍ତି
ଆଉ ମା ମଧ୍ୟ ହୋଇ ସାରିଛନ୍ତି ଆଉ କିଛି ଅଭିନେତ୍ରୀ ଅଛନ୍ତି ତାଙ୍କ ମଧ୍ୟରୁ ଅଛନ୍ତି ଦୀପ୍ତି |ଦୀପ୍ତିରେଖା ଓଲିଉଡ଼ ଇଣ୍ଡଷ୍ଟ୍ରିରେ ଖାଲି ଗୀତ ଗାଆନ୍ତି ନାହିଁ ସିରିଏଲ ମଧ୍ୟରେ ତାଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଦେଖିଛନ୍ତି ଦର୍ଶକମାନେ | ନିଜ ବାପ ଘରେ ନିଜ ସ୍ୱାମୀଙ୍କ ସହିତ ବହୁତ ଖୁସିରେ ଅଛନ୍ତି |
ଦୀପ୍ତିରେଖା ସେ ଏକ ଓଡ଼ିଆ ଘରର ବୋହୂ ଭଳି ଘରର ସମସ୍ତ ଦାୟିତ୍ୱ ବୁଝିବା ସହ ଅନେକ ଗୀତ ତା ସହିତ ଷ୍ଟେଜ ପ୍ରୋଗ୍ରାମ ମଧ୍ୟ ଯାଉଛନ୍ତି ତେଣୁ ମା ହେବା ଖବରକୁ ନେଇ ବେଶ ଖୁସିର ଅଛନ୍ତି ଦୀପ୍ତି ଯାହାକି ନିଜ ସୋସିଆଲ ମେଡିଆରେ ପୋଷ୍ଟ କରି କହିଥିଲେ ଦୀପ୍ତିରେଖା