ବିବାହ ବନ୍ଧନରେ ବାନ୍ଧି ହେଲେ ଝିଲ୍ଲୀ ଏବଂ ସିଦ୍ଧାର୍ଥ ,ବାହାଘରକୁ ନେଇ ବହୁତ ଖୁସି ଥିବାର ଦେଖା ଯାଉଛନ୍ତି ଝିଲ୍ଲୀ

ଦର୍ଶକ ବନ୍ଧୁ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଏପରି କିଛି ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଯେଉଁ ମାନେ ଟିଭି ପରଦା ପଛରେ ସତରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆପଣମାନେ ସିଦ୍ଧାର୍ଥ ଙ୍କୁ ତ ନିହାତି ଭାବେ ଜାଣିଥିବେ ଟିଭି ପରଦାରେ ପ୍ରସାରିତ ଝିଲି ସିରିଏଲ୍ ପାଇଁ ସେ ସାରା ରାଜ୍ୟରୁ ଖୁବ୍ କମ୍ ସମୟ ମଧ୍ୟରେ ଖୁବ ଭଲ ପାଇବା ପାଇଥିଲେ |

ସିଦ୍ଧାର୍ଥ ଓ ଝିଲି ଏହି ଦୁଇ ଯୋଡ଼ିଙ୍କୁ ସାରା ଓଡ଼ିଶାର ଲୋକମାନେ ଖୁବ୍ ଭଲ ଭାବେ ଜାଣିଥିବେ କଣ ଆପଣମାନେ ଜାଣିଛନ୍ତି ଏହି ଦୁଇଜଣ ଏବେ ଲୁଚି ଲୁଚି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଅଭିନେତା ଓ ଅଭିନେତ୍ରୀ ଏହି ଖବରଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ହେଲେ କଣ ଏହା ସତ ଆସନ୍ତୁ ଜାଣିବା |

ସେ ଦୁହେଁ କେବଳ ପରଦା ଉପରେ ହିଁ ନୁହଁ ସେ ସତ ଜୀବନରେ ମଧ୍ୟ ପରସ୍ପରକୁ ବିବାହ କରିଛନ୍ତି ହେଲେ ଏହା ପଛରେ କେତେ ସତ୍ୟତା ଅଛି ତାହା କେହି କହିପାରିବେ ନାହିଁ ହେଲେ ଏହାରି ମଧ୍ୟରେ ଏକ ଫଟୋ |

ଏହି ଦୁହିଁଙ୍କ ର ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ଯେଉଁ ଥିରେ ଏହି ଦୁଇ ଜଣ ଏକ ମନ୍ଦିରରେ ବିବାହ କରିଥିବାର ନଜର ଆସିଛନ୍ତି ହେଲେ ଏହା ପଛରେ କେତେ ସତ୍ୟତା ଅଛି ତାହା କେବଳ ସେହିଁ କହି ପାରିବେ ।

Leave a Reply

Your email address will not be published. Required fields are marked *