ଆତଙ୍କ ଖେଳାଇ ମ୍ୟାଚ ଜିତିଲା ପଞ୍ଜାବ ୨୬୧ ରନ୍ କରିବା ସତ୍ତ୍ୱେ ହାରିଲା KKR ରେକର୍ଡ କଲା ପଞ୍ଜାବ ସୁପର କିଙ୍ଗସ

ଦର୍ଶକ ବନ୍ଧୁ ଆପଣମାନେ ନିହାତି ଆବଶ୍ୟକ ଡ ଖୀ ଥିବେ ଗତ କାଲିର ମ୍ୟାଚ୍ ଯଦି ଦେଖି ନାହାନ୍ତି ତାହେଲେ ଆମେ ଆପଣମାନଙ୍କୁ ସେହି ମ୍ୟାଚ୍ ରେ ଘଟିଥିବା କିଛି ଏପରି ଆଶ୍ଚର୍ଯ୍ୟ ହୋଇଯିବେ । ଦର୍ଶକ ବନ୍ଧୁ ଗତ କାଲି ଅନୁଷ୍ଠିତ ହୋଇଥିବା ୨୦୨୪ IPL ର KKR ଓ ପଞ୍ଜାବ ମଧ୍ୟରେ ହୋଇଥିବା ମ୍ୟାଚରେ |

KKR ପ୍ରଥମେ ବ୍ୟାଟିଂ କରି ସୀମିତ ୨୦ ଓଭର ରେ ୬ ଟି ୱିକେଟ ହରାଇ ବିଶାଳ ସ୍କୋର ୨୬୧ ରନ୍ ସଂଗ୍ରହ କରିଥିଲା ଯାହାର ଜବାବରେ ପଞ୍ଜାବ ସିଷ୍ପରକ ବ୍ୟାଟିଂ ବଳରେ ଏହି ବିଶାଳ ସ୍କୋର କୁ ୨ ୱିକେଟ୍ ହରାଇ ମାତ୍ର ୧୮.୪ ଓଭର ରେ ହାସଲ କରିବାକୁ ସକ୍ଷମ ହୋଇଥିଲେ । ଏ

ହି ମ୍ୟାଚରେ ପଞ୍ଜାବ ପାଇଁ ବିଷ୍ଟୋ ନିଜର ବିସ୍ଫୋରକ ବ୍ୟାଟିଂ ବଳରେ ୧୦୧ ଓ ସଶାଙ୍କ ୬୮ ରନ୍ ସଂଗ୍ରହ କରିଥିଲା ଓ KKR ପାଇଁ ସଲ୍ଟ ବିସ୍ଫୋରକ ଅନ୍ଦାଜ୍ ରେ ୭୫ ରନ୍ କରିବା ସତ୍ତ୍ୱେ ପଞ୍ଜାବକୁ ହରାଇବାକୁ ସକ୍ଷମ ହୋଇପାରିନଥିଲା । ଆପଣମାନଙ୍କୁ କଣ ଲାଗୁଛି ଏଥର IPL ଟ୍ରଫି କେଉଁ ଟିମ୍ ହାତକୁ ଯିବ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ।

Leave a Reply

Your email address will not be published. Required fields are marked *