Vastu tips : ଭୁଲରେ କାହାକୁ ମଧ୍ୟ କୁହନ୍ତୁ ନାହିଁ ଏହି 5 ଟି ସ୍ବପ୍ନ ,ନଚେତ ଭଗବାନ ଆପଣଙ୍କୁ କେବେବି କ୍ଷମା କରିବେ ନାହିଁ

ନମସ୍କାର ଦର୍ଶକବନ୍ଧୁ ଏହି ୫ ଟି ସ୍ୱପ୍ନ ଭୁଲରେ ମଧ୍ୟ କାହାକୁ କୁହନ୍ତୁ ନାହିଁ। ଦୁନିଆରେ ବହୁତ ଲୋକ ଏପରି ଅଛନ୍ତି ଯିଏକି ନିଜର ସ୍ୱପ୍ନକୁ ଅନ୍ୟ ଆଗରେ କହି ଦେଇଥାଆନ୍ତି । କିନ୍ତୁ କିଛି ସ୍ୱପ୍ନ ଏପରି ହୋଇଥାଏ ଯାହାକୁ ଭୁଲରେବି କାହା ସହିତ ସେୟାର କରିବା କଥା ନୁହେଁ ଆପଣଙ୍କ ମଧ୍ୟରୁ ବହୁତ ଲୋକଙ୍କୁ କିଛି ନାଁ କିଛି ସ୍ୱପ୍ନ ତ ଅବଶ୍ୟ ଆସିଥାଏ ବେଳେବେଳେ କିଛି ଭଲ ସ୍ୱପ୍ନ ଆସିଥାଏ ତ ବେଳେବେଳେ ଡର ଲାଗିଲା ଭଳି ସ୍ୱପ୍ନ ଆସିଥାଏ। କିଛି ବ୍ୟକ୍ତି ସ୍ୱପ୍ନରେ ଆସିଥିବା କଥାକୁ ନିଜର ସାଙ୍ଗସାଥି କି ଘରର ଲୋକଙ୍କୁ କହିଦେଇଥାଆନ୍ତି କିନ୍ତୁ ବେଳେବେଳେ ସ୍ୱପ୍ନରେ ବି କିଛି ଏପରି ଜିନିଷ ଦେଖାଯାଇଥାଏ ଯାହାକି କାହାରିକୁ ବି କହିବା ଉଚିତ ନୁହେଁ | ଆସନ୍ତୁ ଜାଣିବା ସେହି ୫ ଟି ସ୍ୱପ୍ନ ଯାହା ଆପଣଙ୍କୁ କାହାରିକୁ ବି କହିବା ଉଚିତ ନୁହେଁ

ଆପଣଙ୍କୁ କେବେବି ଏହି ପ୍ରକାରର ସ୍ୱପ୍ନ ଦେଖା ଦେଇଛି ଯେପରି ଭଗବାନଙ୍କୁ ଦେଖିବା କିମ୍ବା ଭଗବାନ ଆପଣଙ୍କୁ ଆଶୀର୍ବାଦ ଦେଉଥିବାର ଦେଖିବା ଯଦି ଆପଣ ଏଭଳି ଦେଖନ୍ତି ତ ଏହା ବୁଝିନେବା ଆବଶ୍ୟକ କି ଆପଣଙ୍କର ଆତ୍ମା ଏହି ଦୁନିଆର ବାକି ଲୋକମାନଙ୍କ ତୁଳନାରେ ପବିତ୍ର ଅଟେ। ଇଶ୍ଵର ଆପଣଙ୍କ ଆତ୍ମାରେ ସର୍ବଦା ନିବାଶ କରିବେ। ଏହା ଆପଣଙ୍କ ଭୌତିକ ଏବଂ ଆଧ୍ୟାତ୍ମିକ ଉନ୍ନତିର ସୂଚନା ଦେଇଥାଏ। ଏଥିପାଇଁ ଏହି ସ୍ୱପ୍ନକୁ କେବେବି କାହାକୁ କହିବା ଉଚିତ ନୁହେଁ

ସ୍ଵପ୍ନରେ ଯଦି ଆପଣଙ୍କୁ ଆପଣଙ୍କର ମାତା ପିତା ଆପଣଙ୍କୁ ପାଣି ପିଆଉଥିବାର ଦେଖି ନିଅନ୍ତି କି ପାଣି ଦେଉଥିବାର ମଧ୍ୟ ଆପଣ ଦେଖନ୍ତି ତ ତାହା ଭବିଷ୍ୟତରେ ଆସିବାକୁ ଥିବା ଉନ୍ନତିର ଶୁଭ ସଂକେତ ଅଟେ। ତ ଏହି ପ୍ରକାରର ଯଦି ସ୍ୱପ୍ନ ଦେଖନ୍ତି ତ କେବେବି କାହାରିକୁ କୁହନ୍ତୁ ନାହିଁ।

ଯଦି ଆପଣଙ୍କୁ ସ୍ୱପ୍ନରେ ଭଗବାନ ବାରମ୍ବାର ଦେଖାଦେଉଛନ୍ତି ଏବଂ ଯଦି ଆପଣ ଏହି କଥାଟିକୁ କାହାରିକୁ କହି ଦିଅନ୍ତି ତ ଏହି ସ୍ୱପ୍ନରେ ମିଳିବାକୁ ଥିବା ଲାଭ ଅଟକି ଯାଇପାରେ। ଏଥିପାଇଁ ଏହି ସ୍ୱପ୍ନକୁ ଭୁଲରେ ମଧ୍ୟ କାହାରିକୁ କୁହନ୍ତୁ ନାହିଁ।

ଯଦି ସ୍ୱପ୍ନରେ ଭଗବାନଙ୍କର ଆଳତି କରିବାର ଦେଖନ୍ତି କିମ୍ବା ଆପଣ ଭଗବାନଙ୍କୁ ପୂଜା କରିବାର ଦେଖନ୍ତି ତ ଏହାର ଅର୍ଥ ଅତିଶୀଘ୍ର ହିଁ ଆପଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି। ଏବଂ କୌଣସି ଶୁଭ ଖବର ଅତି ଶୀଘ୍ର ହିଁ ମିଳିବ କିନ୍ତୁ ଯଦିଏହି ସ୍ୱପ୍ନ କାହା ଆଗରେ ସେୟାର କରନ୍ତି ତ ଆପଣଙ୍କର ହେବାକୁ ଥିବା କାର୍ଯ୍ୟ ବିଫଳ ହୋଇପାରେ।ଏଥିପାଇଁ ଏହି ସ୍ୱପ୍ନକୁ ଭୁଲରେ ମଧ୍ୟ କାହାରିକୁ କୁହନ୍ତୁ ନାହିଁ।

ଦେଖନ୍ତୁ ଏହି ସ୍ୱପ୍ନଟି ଅତ୍ୟନ୍ତ ଉଚ୍ଚକୋଟୀର ବିଚାର କରାଯାଏ। ଯଦି ଆପଣ ସ୍ୱପ୍ନରେ ପରତ୍ମାଙ୍କର ବିରାଟ ସ୍ୱରୂପର ଦର୍ଶନ କରନ୍ତି ତ ଏହା ଜାଣି ନିଅନ୍ତୁ କି ଆପଣ ଯେକୌଣସି ଅବସ୍ଥାରେ ଥାନ୍ତୁ ନାଁ କାହିଁକି ଆପଣଙ୍କର ସମ୍ପର୍କ କେବଳ ସେହି ପରତ୍ମାଙ୍କ ସହିତ ହିଁ ଜଡିତ ହୋଇ ରହିଛି। ଏଥିପାଇଁ ଏହି ସ୍ୱପ୍ନକୁ ଭୁଲରେ ମଧ୍ୟ କାହାରିକୁ କୁହନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *