SBI ଗ୍ରାହକ ମାନଙ୍କ ପାଇଁ ଆସିଲା ଜରୁରୀ ଖବର ,ସବୁ ଗ୍ରାହକ ମାନେ ଶୀଘ୍ର ଦେଖନ୍ତୁ ନଚେତ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ହୋଇଯିବ ଗାଏବ

ନମସ୍କାର ଦର୍ଶକବନ୍ଧୁ SBI ଗ୍ରାହକ ମାନଙ୍କ ପାଇଁ ଆସିଲା ଜରୁରୀ ଖବର ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କରେ ଖାତା ଅଛି ତେବେ ଜାଣିରଖନ୍ତୁ ଆପଣଙ୍କ ଟଙ୍କା ମଧ୍ୟ ହୋଇପାରେ ଗାଏବ ଏନେଇ SBI ପକ୍ଷରୁ ଜାରି ହେଲା ସୂଚନା |ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଅପଡେଟ ଜାଣିବା ଗତ ବର୍ଷ ଡିସେମ୍ବର ମାସରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଗ୍ରାହକଙ୍କୁ ଫେକ ଏସେମେସ ଅଫିସିଆଲ ଚ୍ୟାନେଲରୁ ଆସୁଥିବା କହିଥିଲା SBI ଯଦି ଆକାଉଣ୍ଟ ଧାରୀ SMS ରେ ଦିଆ ଯାଇଥିଲା ଲିଙ୍କ ମାଧ୍ୟମରେ ସେମାନଙ୍କ ପ୍ୟାନ କାର୍ଡ ଅପଡେଟ ନକରନ୍ତି |

ତେବେ ସେମାନଙ୍କ SBI ୟୋନୋ ଆକାଉଣ୍ଟ ବନ୍ଦ କରି ଦିଆଯିବ ବୋଲି ଏଥିରେ ଉଲେଖ ଥିଲା | ମାତ୍ର ଏପରି କଲେ ଆକାଉଣ୍ଟ ଖାଲି ହୋଇଯିବ ବୋଲି SBI ପକ୍ଷରୁ ଗ୍ରାହକଙ୍କୁ ସତର୍କ ସୂଚନା ଦିଆଯାଇଛି |ତେବେ ଭାରତ ସରକାରଙ୍କ ଫ୍ୟାକ୍ଟ ଚେକ ବ୍ୟାଙ୍କ ବିଭାଗ ମଧ୍ୟ SBI କୁ ଏହିଭଳି ଫେକ ଏସେମେସ ନେଇ ଚେତାବନୀ ଦେଇଛି ନେଇ ସୋସିଆଲ ମେଡିଆ ଟୁଇଟରରେ ମଧ୍ୟ ସୂଚନା ଜାରି ହୋଇଛି |

ଏଥିରେ କୁହାଯାଇଛି ଯେ SBI ନାଁ ରେ ମିଛ ମ୍ୟାସେଜ ପ୍ରତି ସାବଧାନ ରୁହନ୍ତୁ ଯଦି ସେମାନଙ୍କ ପ୍ୟାନ କାର୍ଡ ଅପଡେଟ ନକଲେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବନ୍ଦ ହୋଇଯିବ ବୋଲି SBI ପକ୍ଷରୁ କୌଣସି ମ୍ୟାସେଜ ଆସୁଛି ତାହା ମଧ୍ୟ ମିଛ ଏହା ଛଡ଼ା ଯଦି ଆପଣଙ୍କ ମୋବାଇଲକୁ ଯଦି କୌଣସି ଲିଙ୍କ ଆସୁଛି ବ୍ୟାଙ୍କ ପକ୍ଷରୁ ସେଥିରେ କ୍ଲିକ ନକରି ନିଜର ପ୍ୟାନ କାର୍ଡ ଅପଡେଟ ଦିଅନ୍ତୁ ନାହିଁ |

ଯାହା କରିବା ଦ୍ୱାରା ଆପଣଙ୍କ ବ୍ୟାଙ୍କରୁ ଟଙ୍କା ମଧ୍ୟ କଟି ଯାଇପାରେ |ଏହା ସହିତ ଗ୍ରାହକ ମାନେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟ କରିଥିବା ବିପଦ ଜନକ ଆପ ବିଷୟରେ ସରକାର ଆଣ୍ଡ୍ରୋଡ ଏବଂ ଆଇଫୋନ ବ୍ୟବହାର କାରୀଙ୍କୁ ସତର୍କ କରାଇଛନ୍ତି |ତେବେ ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ ଦ୍ୱାରା ପରିଚାଳିତ ସାଇବର ଦୋସ୍ତ ଏବଂ ସାଇବର ସେଫଟି ଓ ସାଇବର ସିକୁରିଟି ବିଷୟରେ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି |

Leave a Reply

Your email address will not be published. Required fields are marked *