ଓଡ଼ିଶାରେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷିବ କାଳବୈଶାଖୀ ବର୍ଷା ,ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା ଜାରି ,ଘଡ଼ଘଡ଼ି ସାଙ୍ଗକୁ ଜାରି ରହିବ ବର୍ଷା

ନମସ୍କାର ଦର୍ଶକବନ୍ଧୁ ରାଜ୍ୟରେ ଆଜିଠାରୁ ବଢ଼ିବ କାଳବୈଶାଖୀର ପ୍ରଭାବ 15 ଜିଲ୍ଲାକୁ ଘଡ଼ଘଡ଼ି ସହ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ତେବେ କେଉଁ ଜିଲ୍ଲା ମାନଙ୍କରେ ପଡ଼ିବ ପ୍ରଭାବ କଣ ରହିଛି ଅପଡେଟ ଆସନ୍ତୁ ଜାଣିବା |ପଶ୍ଚିମ ଏବଂ ଦକ୍ଷିଣ ଓଡିଶାକୁ କାଳବୈଶାଖୀ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି 15 ଜିଲ୍ଲାକୁ ଘଡ଼ଘଡ଼ି ବର୍ଷା ସହ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ |

ତେବେ ବଜ୍ରପାତ ଆଶଙ୍କା ଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ତେବେ କାଳବୈଶାଖୀ ଯୋଗୁଁ ବିଭିନ୍ନ ଜିଲ୍ଲାରେ ମିଳିପାରେ ଆଶ୍ବସ୍ତି 25 ତାରିକ ଯାଏ କାଳବୈଶାଖୀ ଯୋଗୁଁ ତାପମାତ୍ରା ନିୟନ୍ତ୍ରଣ ରହିବ ବୋଲି ଆକଳନ କରାଯାଇଛି 27 ତାରିକରୁ ପାଗରେ ହେବ ବଡ଼ ପରିବର୍ତ୍ତନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେବ ରାଜ୍ୟବାସୀ ତେବେ 17 ତାରିକରେ ହିଟ ୱେବ ନେଇ ସତର୍କ ସୂଚନା ଜାରି କରାଯାଇଛି ପାଣିପାଗ ବିଭାଗ ପକ୍ଷରୁ |

ତେବେ 14 ଜିଲ୍ଲାକୁ ଅରେଞ୍ଜ ଏବଂ 4 ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପଣିପାଗ କେନ୍ଦ୍ର ଏହା ଛଡ଼ା ଆଜି ଓ କାଲି ତାପମାତ୍ରା ନିୟନ୍ତ୍ରଣ ରହିବ ବୋଲି ଆକଳନ କରାଯାଇଛି |ତେବେ ଆସନ୍ତା 24 ଘଣ୍ଟା ମଧ୍ୟରେ 15 ଜିଲ୍ଲାରେ ଘଡ଼ଘଡ଼ି ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରିଛି

Leave a Reply

Your email address will not be published. Required fields are marked *