Chanakya Neeti : ନାରୀର ଏହି ସବୁ ଗୁଣ ଦେଖି ଆଦୌ ଫସନ୍ତୁ ନାହିଁ ନଚେତ ଜୀବନ ସାରା କାନ୍ଦିବେ ଜାଣନ୍ତୁ ଚାଣକ୍ୟ କଣ କହିଛନ୍ତି

ନମସ୍କାର ଦର୍ଶକବନ୍ଧୁ ହସ ଯାହାକି ମନୁଷ୍ୟର ସୌନ୍ଦର୍ଯ୍ୟକୁ ଦୁଇ ଗୁଣ କରିଥାଏ ହସ ଯାହାକି ଦୁଃଖକୁ ଭୁଲି ନୂଆ ଜୀବନ ବଞ୍ଚିବାର ରାହା ଦେଖାଇଥାଏ ମଣିଷ ଯେତେ କଷ୍ଟରେ ଥାଉନା କାହିଁକି ଅନ୍ୟ ଓଠରେ ସେ ହସ ଦେଖିଲେ ସବୁ କଥା ଭୁଲି ଯାଇଥାଏ ହସ ହେଉଛି ମନୁଷ୍ୟର ଏକ ସ୍ୱାଭାବିକ ଗୁଣ କେତେକ ପୁରୁଷ ନାରୀର ହସରେ ଏମିତି ଆକର୍ଷିତ ହୋଇଥାଆନ୍ତି ଶେଷରେ ନିଜର ଜୀବନ ସାଥି ରୂପରେ ମଧ୍ୟ ବାଛି ନେଇଥାଆନ୍ତି କେତେକ ଗବେଷଣାରୁ ଏହା ମଧ୍ୟ ଜଣା ପଡ଼ିଛି ଯେ ପ୍ରତ୍ୟକ ବ୍ୟକ୍ତିଙ୍କ ସ୍ଵଭାଵ ତାଙ୍କର ଚାଲି ଚଳନରୁ ଜଣା ପଡ଼ିଥାଏ |ସେହିପରି କିଛି ଲୋକଙ୍କ ହସରୁ ମଧ୍ୟ ସ୍ଵଭାଵ ଜଣା ପଡ଼ି ଯାଇଥାଏ |ଏହି ବିଷୟରେ ଆଚାର୍ଯ୍ୟ ଚାଣକ୍ୟ ଗୁରୁତ୍ୱପୂର୍ଣ୍ଣ କଥାଟିଏ କହିଛନ୍ତି ତେବେ ଚାଣକ୍ୟଙ୍କ ନୀତିରେ ନାରୀ ଏବଂ ପୁରୁଷ ସହିତ ଜଡ଼ିତ ଅନେକ କଥା ବର୍ଣ୍ଣନା କରାଯାଇଛି | ଚାଣକ୍ୟ ମହିଳା ସମ୍ପର୍କିତ କିଛି କଥା ମଧ୍ୟ କହିଛନ୍ତି ତେବେ ଆସନ୍ତୁ ସର୍ବ ପ୍ରଥମେ ଜାଣି ନେବା ମହିଳା ମାନଙ୍କ ହସ ବିଷୟରେ |

ଯେଉଁ ନାରୀ ମୁହଁ ବନ୍ଦ କରି ହସୁ ଥାଆନ୍ତି ସେହି ନାରୀ କାମ ହାସଲ କରିବାରେ ମାହି ରହିଥାଆନ୍ତି ଏହି ମହିଳା ମାନେ ମୌକାର ଫାଇଦା ଉଠାଇବା ପାଇଁ ଚତୁର ଅଟନ୍ତି ଏଭଳି ନାରୀ କେବେ ହେଲେ ଅନ୍ୟର ଭଲ ଚାହାଁନ୍ତି ନାହିଁ ଓ ଆପଣଙ୍କ ଗୁପ୍ତ କଥା ଅନ୍ୟ ଆଗରେ ଯାଇ ବଖାଣି ଦେଇଥାଆନ୍ତି ଏହି ମହିଳା ମାନେ ବହୁତ ଚାଲାଖ ହୋଇଥାଆନ୍ତି |ସେମାନଙ୍କ ମନରେ ଦୟା ମନୋଭାବ ନଥାଏ ଏପରିକି ନିଜ ବନ୍ଧୁ ମାନଙ୍କୁ ମଧ୍ୟ ଧୋକା ଦେଇଥାଆନ୍ତି ଏପରି ମହିଳା ମାନଙ୍କ ଠାରୁ ସାବଧାନ ରହିବା ଉଚିତ | ଏପରି ମହିଳା ଅହଙ୍କାରୀ ଅଟନ୍ତି ହସିବା ଦେହ ପାଇଁ ହିତକାରୀ ହୋଇଥାଏ ହସିବା ଦ୍ୱାରା ଅନେକ ରୋଗ ମଧ୍ୟ ଦୂର ହୋଇଥାଏ |

ଯେଉଁ ମହିଳା ଠୋ ଠୋ ଚିଲେଇ ଚିଲେଇ ହସି ଥାଆନ୍ତି ଏଭଳି ମହିଳାଙ୍କୁ ଦେଖିଲା ମାତ୍ରେ ବନ୍ଧୁତା ସ୍ଥାପନ କରି ଦିଅନ୍ତୁ କାରଣ ଚାଣକ୍ୟ ନୀତି ଅନୁସାରେ ଏଭଳି ନାରୀ ମାନଙ୍କର ବ୍ୟବହାର ବହୁତ ଭଲ ହେବା ସହିତ ହୃଦୟରୁ ମଧ୍ୟ ସେ ବହୁତ ଭଲ ହୋଇଥାଆନ୍ତି ସହନଶୀଳତା ,ଦୟାଳୁ ଏବଂ ଆତ୍ମବିଶ୍ଵାସୀ ଏବଂ ହୋଇଥାଆନ୍ତି | ଏପରି ନାରୀ ଆପଣଙ୍କୁ କେବେବି ଧୋକା ଦିଅନ୍ତି ନାହିଁ ଏମାନଙ୍କ ସହିତ ମିତ୍ରତା ସ୍ଥାପନ କରିଲେ ଆପଣଙ୍କର ଲାଭ ହୋଇଥାଏ ଏବଂ ଏମାନେ କେବେ ପଛ ଘୁଞ୍ଚା ଦିଅନ୍ତି ନାହିଁ ଏମାନେ ସାରା ଜୀବନ ଆପଣଙ୍କ ସହିତ ରହିବେ ଏମାନଙ୍କ ଭିତରେ ମମତା ଭରପୁର ପରିମାଣରେ ରହିଥାଏ |

ଯେଉଁ ମହିଳା ମାନେ ମନ ମାରି ହସନ୍ତି କିମ୍ବା ଶାନ୍ତ ମନରେ ହସନ୍ତି ସେଭଳି ନାରୀ ମାନଙ୍କ ମନରେ ଦୁଃଖ ଭରା ରହସ୍ୟ ରହିଥାଏ ସେମାନେ କେବେବି ନିଜର ଦୁଃଖକୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ ସବୁବେଳେ ନିଜର ଦୁଃଖକୁ ମନରେ ମାରିକି ରଖିଥାଆନ୍ତି ଏଭଳି ନାରୀ ମାନଙ୍କ ଉପରେ ଆପଣ ସମ୍ପୂର୍ଣ୍ଣ ବିଶ୍ୱାସ କରିପାରିବେ ଏହି ନାରୀ ମାନେ ଭରସା ଯୋଗ୍ୟ ମଧ୍ୟ ହୋଇଥାଆନ୍ତି ଏହି ମହିଳା ମାନଙ୍କ ମନ ଉଚ୍ଚ ଧରଣର ହେବା ସହିତ ଅନ୍ୟର ଭାବନାକୁ ମଧ୍ୟ ସମ୍ମାନ ଦେଇଥାଆନ୍ତି |ଏହିପରି ନାରୀ ନିଜ ଦୁଃଖର ଭୁଲି ଅନ୍ୟ ମାନଙ୍କ ଖୁସିକୁ ଆପଣାଇ ଥାଆନ୍ତି |

Leave a Reply

Your email address will not be published. Required fields are marked *