IPL ରେ ଶତକ ମାରି ଇତିହାସ ରଚିଲେ CSK ଅଧିନାୟକ ଋତୁରାଜ ଗାଇକୱାଡ ,ମ୍ୟାଚ ହାରିକି ଭାଙ୍ଗିଲେ ଏହି ମହାନ ଖେଳାଳିଙ୍କ ରେକର୍ଡ

ନମସ୍କାର ଦର୍ଶକବନ୍ଧୁ ଆତଙ୍କ ଖେଳାଇ ଇତିହାସ ରଚି ଶତକ ମାରିଲେ ଗାଇକୱାଡ ଏପରି କରିବାରେ ହେଲେ ପ୍ରଥମ କ୍ୟାପଟେନ ତେବେ କେଉଁ ବଡ଼ ରେକର୍ଡ କରିଛନ୍ତି ଋତୁରାଜ ଗାଇକୱାଡ ଜାଣିବା ପାଇଁ ବିଷୟଟିକୁ ଶେଷ ଯାଏ ଦେଖନ୍ତୁ |ଦର୍ଶକବନ୍ଧୁ IPL ର 2024 ର 39 ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲଖନଉ ସୁପର ଜଏଣ୍ଟ ମଧ୍ୟରେ ଖେଳା ଯାଇଥିଲା ଏହି ମ୍ୟାଚରେ ଲଖନଉ ପ୍ରଥମେ ଟଚ ଜିତି ବୋଲିଙ୍ଗ କରିବାକୁ ନିଷ୍ପତି ନେଇଥିଲା |

ଏହା ପରେ CSK ବ୍ୟାଟିଙ୍ଗ କରି 20 ଓଭରରେ ଚାରି ଉଇକେଟ ହରାଇ 210 ରନ ସ୍କୋର କରିଥିଲା ତେବେ ଚେନ୍ନାଇ ପାଇଁ ବ୍ୟାଟିଙ୍ଗ ପରି ଅଧିନାୟକ ଋତୁରାଜ ଗାଇକୱାଡ ଏକ ଚମତ୍କାର ଶତକ ହାସଲ କରିଥିଲେ IPL ଇତିହାସର ଋତୁରାଜଙ୍କର ଏହା ଦ୍ୱିତୀୟ ଶତକ ଥିଲା ତେବେ ସବୁଠାରୁ ବଡ଼ କଥା ଋତୁରାଜ ଏହି ଶତକ ମାରି ଇତିହାସ ସୃଷ୍ଟି କରିଛନ୍ତି |

ଏହି ମ୍ୟାଚରେ ଋତୁରାଜ ଗାଇକୱାଡ ଭିନ୍ନ ଗତିରେ ଏବଂ ଭିନ୍ନ ଷ୍ଟାଇଲରେ ଶତକ ମାରିଥିଲେ ଆରମ୍ଭରୁ ଗାଇକୱାଡ ସମ୍ଭଳିକି ଖେଳିଥିଲେ ଏବଂ ଶେଷ ବେଳକୁ ବୋଲର ମାନଙ୍କୁ ଛକା ଚୌକାର ବର୍ଷା କରିଥିଲେ ଏହି ମ୍ୟାଚରେ ଗାଇକୱାଡ ବୋଲର ମାନଙ୍କୁ କଢ଼ା ଜବାବ ଦେଇଥିଲେ ବ୍ୟାଟିଙ୍ଗ କରି ଗାଇକୱାଡ 20 ଓଭରରେ ଅପରାଜିତ ରହି 60 ବଲରେ 108 ରନର ପାରି ଖେଳିଥିଲେ |

ଯେଉଁଥିରେ 12 ଟି ଚୌକା ଏବଂ ତିନୋଟି ଛକା ସାମିଲ ଥିଲା ଏହି ମ୍ୟାଚରେ CSK ମାର୍କସ ଷ୍ଟଇନିସଙ୍କ ଧୁଆଧାର ବ୍ୟାଟିଙ୍ଗ ବଳରେ ପରାସ୍ତ ହୋଇଥିଲେ |ଏହି ମ୍ୟାଚ ମାର୍କସ ଷ୍ଟଇନିସ 63 ବଲ ଖେଳି 124 ରନ କରିଥିଲେ ଯାହା ଫଳରେ ସହଜରେ ବିଜୟ ହାସଲ କରି ନେଇଥିଲା ଲଖନଉ |

Leave a Reply

Your email address will not be published. Required fields are marked *