ମିଳିଲା ପ୍ରମାଣ ମାଳିକାରେ ଲେଖା ଥିବା ଏହି 3ଟି ସଙ୍କେତ ଯାହା ଲେଖା ଅଛି ସବୁ ହେଉଛି ସତ ଏହି ଲୋକ କଳିଯୁଗରେ ରୁହନ୍ତୁ ସତର୍କ

ବନ୍ଧୁଗଣ ଏହି ତିନିଜଣ ଦେଲେଣି ସଙ୍କେତ ହୋଇଯିବ କଳିଯୁଗ ଶେଷ ଯେତେବେଳେ କଳିଯୁଗ ଶେଷ ସମୟ ଆସିବ ଲୋକମାନେ କୁହନ୍ତି ଆମକୁ କଣ ମିଳିବ ସଙ୍କେତ ଆଜି ସେହି ସଙ୍କେତରୁ ଆମେ ତିନୋଟି ସଙ୍କେତ କହିବୁ ଯାହାକୁ ଆପଣ ଦେଖିଲେ ଜାଣିବେ ଯେ କଳିଯୁଗ ଶେଷ ସମୟ ଆସିଗଲା ବୋଲି |ମହାପୁରୁଷ ଅଚ୍ୟୁତ ଲେଖିଛନ୍ତି ଗୋଟିଏ ପକ୍ଷୀ ଦେବ ସଙ୍କେତ ଆଉ ଗୋଟିଏ ବୃକ୍ଷ ଦେବ ସଙ୍କେତ ତାପରେ ମଣିଷ ମଧ୍ୟ ଦେବ ସଙ୍କେତ |

ମହାପୁରୁଷ ଅନନ୍ତ ପଟାପୁରାଣରେ ଶୀର୍ଷ ବାରଙ୍ଗକୁ କହିଛନ୍ତି ଯେତେବେଳେ ଦେଖିବୁ କଳିଯୁଗରେ ସବୁ ଅଦ୍ଭୁତ ଏବଂ ଅସମ୍ଭବ ଜିନିଷ ହେବ ଲକ୍ଷରୁ ଯଦି ଆମେ ଦେଖିବା ସତ୍ୟ ହୋଇ ଚାଲିଛି ମାଳିକା |ଶିଶୁ ଅନନ୍ତ ବାରଙ୍ଗକୁ କହୁଛନ୍ତି କଳିଯୁଗରେ ଏମିତି ସମୟ ଆସିବ ଅଦିନରେ କୋଇଲି ରାବିବ ଆଉ ସେ ବୃକ୍ଷ ଯାହା ହେଉଛି ଲିମ୍ବ ଗଛ ଯେଉଁଠୁ କି ପ୍ରଥମେ ସଙ୍କେତ ମିଳିବ |

ଲିମ୍ବ ଗଛରେ ଅଦିନରେ ଲିମ୍ବ କଢ଼ ଝରିବ ଆମ୍ବ ଗଛରେ ଅଦିନରେ ବଉଳ ମଧ୍ୟ ହେବ ଏମିତି ସମୟ ଆସିବ ଯେତେବେଳେ ପୁରୁଷ ପୁତ୍ର ପ୍ରସବ କରିବ ସେତେବେଳେ ଜାଣିବେ ଯେ କଳିଯୁଗ ଆଉ ବେଶୀ ସମୟ ନାହିଁ |ସାନ ମାନେ ବଡ଼ ମାନଙ୍କୁ ହାତ ଉଠାଇ ମାରିବେ ଶାଶୁକୁ ମାରିବ ବୋହୁ ଗୁଆ ଘିଅ ଆମ୍ବିଳ ଲାଗିବ |

ମହୁ କସା ଲାଗିବ ତେବେ ଜାଣିବ ଯେ କଳିଯୁଗ ଶେଷ ହେବା ଆଉ ବେଶୀ ଦିନ ନାହିଁ ସେ ସମୟ ପାଖେଇ ଆସିଲାଣି | ଘଣ୍ଟାକୁ ଠିକ କରିବା ପାଇଁ ଅନେକ କାରିଗର ମିଳିବେ କିନ୍ତୁ ସମୟକୁ ଠିକ କରିବା ପାଇଁ ଜଣେ ଯିଏ କି ବଡ଼ ଦେଉଳରେ ବସିଛି ସେଥିପାଇଁ ବିପଦି ପଡ଼ିବା ଆଗରୁ ଟିକେ ଭଗବାନଙ୍କ ଶରଣ ନିଅନ୍ତୁ |

Leave a Reply

Your email address will not be published. Required fields are marked *