ହାର୍ଦିକ ପାଣ୍ଡ୍ୟା ଓ କେଏଲ ରାହୁଲଙ୍କ ପାଇଁ ବଢିଆ ଅଡୁଆ, ଟି-20 ବିଶ୍ୱକପ ଖେଳିବା ସନ୍ଦେହ BCCI ନେଲା ବଡ଼ ନିଷ୍ପତି ଶୀଘ୍ର ଜାଣନ୍ତୁ

T20 ବିଶ୍ୱକପ୍ ରୁ ବାଦ ପଡ଼ିବେ ହାର୍ଦ୍ଧିକ ରାହୁଲଙ୍କୁ ବି ସୁଯୋଗ ଦେଇ ନ ପରେ ବୋର୍ଡ କଣ ରହିଛି ସମ୍ପୂର୍ଣ୍ଣ ଖବର ଆସନ୍ତୁ ଜାଣିବା। ଆସନ୍ତା ମାସ ରେ ହେବାକୁ ଥିବା T20କୁ ଅପେକ୍ଷା କରି ରହିଛନ୍ତି ସମସ୍ତ କ୍ରିକେଟ୍ ପ୍ରେମୀ ତେବେ ଆସନ୍ତା ମାସ ୧ ସୁଦ୍ଧା ସବୁ ଦେଶକୁ ନିଜ ଦଳ ଘୋଷଣା କରିବାକୁ ଶେଷ ତାରିଖ ଦିଆ ଯାଇଛି ତେବେ ବିଶ୍ଵ କପ୍ ପାଇଁ ଭାରତୀୟ ଟିମ୍ ଉପରେ ରହିଛି |

ସମସ୍ତଙ୍କ ନଜର କାରଣ ଏଥର ମଧ୍ୟ ଭାରତ ବିଶ୍ଵ କପ୍ ଜିତିବା ପାଇଁ ପ୍ରଥମ ଦାବେଦାର୍ ପାଲଟିଛି ତେବେ ଟିମ୍ ଇଣ୍ଡିଆର ୧୦ ଜଣ ଖେଳାଳିଙ୍କ ନାମ ପ୍ରାୟତଃ ଘୋଷଣା ହୋ ସାରିଛି ହେଲେ ବର୍ତ୍ତମାନ ଡଲାର ମାତ୍ର ୫ ଟି ସ୍ଥାନ ପାଇଁ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଛି ଓ ଏବେ BCCI ତରପରୁ ସୁଚନା ମିଳିଛି ଯେ ରାହୁଲ ଓ ହାର୍ଦ୍ଧିକ ବାଦ ପଡ଼ି ପାରନ୍ତି |

ଟିମ୍ ମିଟିଂ ସମୟରେ IPL ୨୦୨୪ ର ଖେଳାଳିଙ୍କ ପ୍ରଦର୍ଶନ ଉପରେ ଗୁରୁତ୍ବ ଦିଆଯିବ ସମ୍ଭାବନା ରହିଛି ଓ ଏହା ମଧ୍ୟ ନିଶ୍ଚିନ୍ତ କରାଯାଇଛି ଯେ IPL ପ୍ରଦର୍ଶନ ଅନୁସାରେ ଖେଳାଳି ଚୟନ କରାଯିବ ଓ ଏହାରି ମଧ୍ୟରେ ହାର୍ଦ୍ଧିକ ଓ ରାହୁଲଙ୍କ ପ୍ରଦର୍ଶନ ଉପରେ ଲକ୍ଷ କରୁ BCCI କହିଛି ଏହି ଦୁଇ ଜଣ ବୋଧେ ଖେଳିବେ ନାହିଁ ଆସନ୍ତା ବିଶ୍ୱକପ୍।

Leave a Reply

Your email address will not be published. Required fields are marked *