Health : ଗ୍ୟାସ,ଏସିଡିଟି,କବଜ ସମସ୍ତ ପ୍ରକାର ପେଟରୋଗ ୧୦ଦିନରେ ମୂଳରୁ ଶେଷ ହେବ ଆପଣାନ୍ତୁ ଏହି ଉପାୟ ଦେଖନ୍ତୁ ଚମତ୍କାର

ଦର୍ଶକ ବନ୍ଧୁ ଆଜି ଆମେ ଆପଣମାନଙ୍କୁ ଏପରି ଏକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ୟାକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରିଦେବ ଓ ଆପଣଙ୍କ ପେଟକୁ ପାଣି ଭଳି ସଫା କରିଦେବ । ଦର୍ଶକ ବନ୍ଧୁ ଆଜିର ଏହି ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ଆବଶ୍ୟକତା ପଡ଼ିବ ଏକ ଛୋଟ ହରିଡା ଏବେ ଆପଣ ଏହାକୁ ଛେଚି ଗୁଣ୍ଡ କରିଦିଅନ୍ତୁ |

ଦ୍ଵିତୀୟରେ ଆମକୁ ଏହି ଉପଚାର କୁ ପ୍ରସ୍ତୁତ କରିବାକୁ ଆବଶ୍ୟକ ଜୁଆଣି ଜୁଆଣି ଆପଣଙ୍କ ରୋଷେଇ ଘରୁ ଅତି ସହଜରେ ମିଳି ଯିବ ତୃତୀୟରେ ଆପଣମାନଙ୍କୁ ଆବଶ୍ୟକତା ପଡ଼ିବ ପାନ ମଧୁରୀ ଓ ଶେଷରେ ଆପଣଙ୍କୁ ଆବଶ୍ୟକତା ପଡିବ କଳା ଲୁଣ ଓ ଜିରା ପ୍ରଥମେ ଆପଣ ଗ୍ୟାସ୍ ରେ ଏକ ପାତ୍ରରେ ପାତ୍ର ବସାନ୍ତୁ ଓ ସେଥିରେ ଆଗରୁ ଛେଚି ରଖିଥିବା ହରିଡା କୁ ପକାନ୍ତୁ |

ଏବେ ଆପଣ ଏଥିରେ ଏକ ଚାମଚ୍ ଜିରା ପକାନ୍ତୁ ଏବେ ଆପଣ ଏଥିରେ ଏକ ଚମକ ଜୁଆଣି ମିଶାନ୍ତୁ ଏବେ ଆପଣ ଏହି ତିନୋଟି ଜିନିଷକୁ ଭଲ ଭାବେ ଭାଜି ଦିଅନ୍ତୁ ତାପରେ ଏହାକୁ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ ଥଣ୍ଡା ହେବା ପରେ ଆପଣ ଏକ ଗ୍ରାଇଣ୍ଡର ସହାୟତାରେ ଏସବୁ ସାମଗ୍ରୀକୁ ଭଲ ଭାବେ ଗୁଣ୍ଡ କରି ଦିଅନ୍ତୁ |

ତାପରେ ଆପଣ ଶୋଇବା ପୂର୍ବକୁ ଏହି ଗୁଣ୍ଡ ଉଷୁମ ପାଣିରେ ଏକ ଚାମଚ୍ ପକାଇ ସେବନ କରି ପାରିବେ ଦେଖିବ ଏକ ମାସ ମଧ୍ୟରେ ଆପଣଙ୍କ ପେଟ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ।

Leave a Reply

Your email address will not be published. Required fields are marked *