ପ୍ରଭୁ ହନୁମାନଙ୍କ ବିଷୟରେ କିଛି ଏପରି କଥା ଜାଣିଲେ ଆପଣ ହାତ ଯୋଡ଼ିଦେବେ ,ଭକ୍ତି ଥିଲେ ଥରେ ନିଶ୍ଚୟ ଦେଖନ୍ତୁ

ଆମେ ଆଜି ଆପଣ ମାନଙ୍କୁ ବାଳ ବ୍ରହ୍ମଚାରୀ ଙ୍କ ବିବାହ ବିଷୟ ରେ କହିବା ପାଇଁ ଚାହିଁବୁ ଏହି କଥା ସୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ ନିଶ୍ଚିତ ଭାବେ ତେବେ କଣ ସତ ରେ ବାଳ ବ୍ରହ୍ମଚାରୀ ହନୁମାନ ବିବାହ କରି ଥିଲେ ତେବେ ଆମେ ଆଜିି ଆପଣ ମାନଙ୍କୁ ସେହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଏହି କତା ସଂମ୍ପର୍ଣ୍ଣ ସତ୍ୟ କି ପବନ ପୁତ୍ର ହନୁମାନ ଙ୍କୁ ବିଶ୍ୱ ର ମଙ୍ଗଳ ପାଇଁ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ପଡି ଥିଲା ।

ତେବେ ନିଜର ବାଳ ଅବସ୍ତା ରେ ସୂର୍ଯ୍ୟ ଙ୍କୁ ଫଳ ଭାବି ଖାଇ ଥିବା ମହାବଳୀ ହନୁମାନ ବଡ ହେବା ପରେ ସେ ସୂର୍ଯ୍ୟ ଦେବ ଙ୍କୁ ନିଜର ଗୁରୁ ବୋଲି ମାନି ନେଇ ଥିଲେ । ଏବଂ ସୂର୍ଯ୍ୟ ଦେବ ଙ୍କ ପାଖକୁ ଶିକ୍ଷା ଲାଭ କରିବା ପାଇଁ ଯାଉ ଥିଲେ ଏବଂ ସେଠାରେ ସେ ବିଦ୍ୟା ଶିକ୍ଷ୍ୟା କରିବା ସମୟ ରେ ସୂର୍ଯ୍ୟଦେବ ନିଜର 9 କଳା ମଧ୍ୟ ରୁ 5 ଟି ଦେଲେ ହେଲେ ଆଉ 4 ଟି ଦେଲେ ନାହିଁ । ତେବେ ସେହି ସମୟ ରେ ହନୁମାନ ଏହାକୁ ନେଇ ପ୍ରଶ୍ନ କରିଲେ ତେବେ ସୂର୍ଯ୍ୟ ଦେବ କହିଲେ କି କୈଣସି ଅବିବାହିତ ଙ୍କୁ ଏହି କଳା ଦିଆ ଯାଏ ନାହିଁ ।

ଏହା ସୁଣିବା ପରେ ହନୁମାନ ଧର୍ମ ସଂଙ୍କଟ ରେ ପଡି ଜାଇ ଥିଲେ । କାରଣ ତାଙ୍କୁ ସେହି ଚାରୋଟି କଳା ସିଖିବାର ଥିଲା । ଏହି ସମୟ ରେ ସୂର୍ଯ୍ୟ ଦେବ ହନୁମାନ ଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇ ଥିଲେ ଏବଂ ହନୁମାନ ବି ବିବାହ ପାଇଁ ରାଜି ହୋଇ ଥିଲେ ।

ଏବଂ ସୂର୍ଯ୍ୟଦେବ ସେଠାରେ ବାଟ ଦେଖେଇ ଥିଲେ ଏବଂ ତାଙ୍କର ତେଜସ୍ୱୀ ପୁତ୍ରୀ ସୁବର୍ଜ୍ୱାଳା ଙ୍କୁ ହନୁମାନ ଙ୍କ ସହିତ ବିବାହ ପାଇଁ ରାଜି କରେଇ ଥିଲେ । ଏବଂ ନିଜର ଗୁରୁ ଙ୍କ ପୁତ୍ରୀ ଙ୍କୁ ବିବାହ କରିବା ପରେ ମହାବଳୀ ହନୁମାନ ନିଜର ଶିକ୍ଷା ସେଷ କରି ଥିଲେ । ଏବଂ ପରେ ତାଙ୍କର ପତ୍ନୀ ସୁବର୍ଜ୍ୱାଳା ସବୁ ଦିନ ପାଇଁ ତପସ୍ୟା ପାଇଁ ଚାଲି ଜାଇ ଥିଲେ । କୁହା ଯାଏ ଏହି ପରି ଭାବେ ମହାବଳୀ ହନୁମାନ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ।

Leave a Reply

Your email address will not be published. Required fields are marked *