ସ୍ୱାମୀ ସ୍ତ୍ରୀ ଘରେ କେଉଁ ଭୁଲ୍ କଲେ ସାରା ଜୀବନ ଦୁଃଖ କଷ୍ଟରେ ଦିନ କାଟିବାକୁ ପଡ଼ିଥାଏ ,ସବୁ ମହିଳା ମାନେ ଜାଣିରଖନ୍ତୁ

୧.ପ୍ରତ୍ୟେକ ଶୁକ୍ରବାର ଦିନ କିଛି ମିଠାଖାଦ୍ୟ ଖାଇବା ଉଚିତ୍ ଏହାଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ |

୨.ରୋଷେଇ ଘରେ ଗୋଟିଏ ମାଟିପାତ୍ରରେ ମହୁରଖୁ ତାକୁବ୍ୟବହାର କରିବାଉଚିତ୍ ଏହାଦ୍ବାରା ବୈବାହିକ ଜୀବନରେ ମଧୁରତା ଆସିଥାଏ |

୩.ଯଦି ଘରେ ବାସ୍ତୁଦୋଷ ଦୂରହେଲା ପରେବି ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡା ହେଉଥାଏ ତେବେ ଉଭୟ ସୋମବାର ଦିନ ଦୁଇମୁଖୀରୁଦ୍ରାକ୍ଷ ପିନ୍ଧିବାଦ୍ବାରା ତାହା ଦୂରହୋଇଥାଏ |

୪.ପ୍ରତ୍ୟେକଦିନ ସ୍ବାମୀ ସ୍ତ୍ରୀ ଉଭୟ ଓଁ ନମଃ ଶିବାୟ ମନ୍ମ ଜପକରିବା ଦ୍ବାରା ସମସ୍ତ ଅଭାବ ଅସୁବିଧା ଦୂରହୋଇ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ |

୫.ଘରେ କେବେବି ଲୁହା ଖଟରେ ଶୋଇବା ଉଚିତ୍ ନୁହେଁ ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ |

୬.ଘରର ଦକ୍ଷିଣ ପଶ୍ଚିମ କୋଣରେ ବେଡ଼ରୁମ କରିବା ଉଚିତ୍ ଏହାଦ୍ବାରା ଶୁଭ ହୋଇଥାଏ ଏବଂ ଦାମ୍ପତ୍ୟ ଜୀବନରେ ଶାନ୍ତି ଆସିଥାଏ |

୭.ଶୋଇବା ଘରେ ବେଡ଼ ପାଖରେ କିଛି ଧଳାଫୁଲର ଫଟ ରଖୁବାଦ୍ବାରା ବୈବାହିକ ଜୀବନରେ ସୁଖ ସୌଭାଗ୍ୟ ଆସିଥାଏ |

୮.ସ୍ତ୍ରୀ ଲୋକଙ୍କ ମେକପ୍ ସାମଗ୍ରୀ କେବେବି ବେଡ଼ରୁମ୍ ବ୍ୟତିତ ଅନ୍ୟ କେଉଁଘରେ ରଖୁବା ଉଚିତ୍ ନୁହେଁ ଏହା ଅଶୁଭ ହୋଇଥାଏ |

୯.ସ୍ବାମୀ ସ୍ତ୍ରୀଙ୍କ ବେଡ଼ରୁମ୍ ଠିକ୍‌ଉପରେ ଯଦି ପାଣିଟାଙ୍କି ରହିଥାଏ ତେବେ ସେମାନଙ୍କ ମଧ୍ଯରେଥ‌ିବା ସମ୍ପର୍କ ଖରାପ ହୋଇଥାଏ |

୧୦.ବେଡ଼ରୁମର ଠିକ୍‌ଉପରେ ଯଦି ଟଏଲେଟ ରହିଥାଏ ତେବେ ସ୍ବାମୀ ସ୍ତ୍ରୀ ସମ୍ପର୍କ ଖରାପହୋଇ ଛାଡ଼ପତ୍ର ଆଡକୁ କଥାଯାଇଥାଏ |

୧୧.କେବେବି ବେଡ଼ ଘରର କବାଟ ସାମ୍ନାରେ ହେବା ଅନୁଚିତ୍ ଏହାଦ୍ବାରା ଶରୀର ଅସୁସ୍ଥ ହୋଇଥାଏ ଏବଂ ଅଶାନ୍ତି ଲାଗିରହିଥାଏ |

୧୨.ବାହାର ଲୋକଙ୍କୁ କେବେବି ସ୍ବାମୀ ସ୍ତ୍ରୀଙ୍କ ବେଡ଼ରୁମକୁ ଯିବାକୁଦେବା ଅନୁଚିତ୍ ଏହାଦ୍ବାରା ସେମାନଙ୍କ ଭିତରେ ସମ୍ପର୍କ ଖରାପହୋଇଥାଏ |

୧୩.ବାହାର ଲୋକଙ୍କ ନଜର ବେଡ଼ରୁମ୍ ଭିତରକୁ ପଡ଼ିବା ଉଚିତ୍‌ ନୁହେଁ ଏହାଦ୍ବାରା ସ୍ବାମୀ ସ୍ତ୍ରୀ ବିଭିନ୍ନ ଖରାପକଥାର ଶିକାର ହୋଇଥାନ୍ତି |

Leave a Reply

Your email address will not be published. Required fields are marked *