କାହାର ନାମ ଚିନ୍ତା କରି ବାଛନ୍ତୁ ଆପଣଙ୍କ ପସନ୍ଦର ଗୋଟିଏ ଠାକୁର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି

ନମସ୍କାର ଦର୍ଶକବନ୍ଧୁ ପ୍ରତ୍ୟେକ ମଣିଷ ନିଜ ମନର ଶାନ୍ତି ପାଇଁ ପୂଜା ପାଠ କରିଥାଆନ୍ତି ଭଗବାନ ଅନେକ ରୂପରେ ଅଛନ୍ତି। ତେଣୁ ଭଗବାନଙ୍କ ମଧ୍ୟରୁ କେହି ଆମକୁ ବାଛିବାକୁ କହିଲେ ଆମେ ଦ୍ବନ୍ଦରେ ପଡ଼ି ଯାଇ ଥାଉ। ଜ୍ଯୋତିଷ ଅନୁସାରେ କୌଣସି ବ୍ୟକ୍ତିର ପସନ୍ଦରୁ ତାର ଭବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୋଇଥାଏ। ତେବେ ଆପଣ ଗୋଟିଏ ଠାକୁରଙ୍କୁ ବାଛନ୍ତୁ ଓ ନିଜ ଭବିଷ୍ୟତ ବିଷୟରେ କିଛି ଏପରି କଥା ଜାଣନ୍ତୁ ଯାହା ଆପଣଙ୍କୁ ଆପଣଙ୍କ ଜୀବନରେ ସଫଳତାର ପାଇବାର ରାସ୍ତା ଦେଖାଇବ

ଭଗବାନ ଗଣେଶ – ପ୍ରଭୁ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ ତାଙ୍କୁ ସର୍ବ ପ୍ରଥମ ଦେବତା ଭାବରେ ପୂଜା କରା ଯାଇଥାଏ ଆପଣ ଯଦି ଭଗବାନ ଗଣେଶଙ୍କୁ ବାଛିଛନ୍ତି, ତାହେଲେ ଆପଣଙ୍କର ସମସ୍ତ ଦୁଃଖକଷ୍ଟ ଦୂର ହେବାକୁ ଯାଉଛି । ଏହାସହିତ ଆପଣଙ୍କର ସମସ୍ତ ଅଟକି ରହିଥିବା କାର୍ଯ୍ୟ ସମ୍ପନ୍ନ ହେବ ଆପଣ ଯେଉଁ କାର୍ଯ୍ୟ କରିବେ ସବୁଥିରେ ନିଶ୍ଚିତ ଭାବରେ ସଫଳତା ହାସଲ କରିବେ। ଆପଣଙ୍କର ସମସ୍ୟା ଅଭିଳାଷା ପୂରଣ ହେବ। ବନ୍ଧୁମାନଙ୍କ ସହିତ ସମ୍ବନ୍ଧ ଗଭୀର ହେବ ଯଦି ଆପଣ କୌଣସି ସମସ୍ୟାରେ ଫସି ରହିଛନ୍ତି ତାହେଲେ ସେଥିରୁ ଆପଣ ନିଶ୍ଚିତ ଭାବରେ ମୁକ୍ତି ପାଇବେ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ ଦେଖିବେ ଆପଣଙ୍କର ସବୁ କାର୍ଯ୍ୟ ପୂରଣ ହୋଇଯିବ ସନ୍ତାନ ସୁଖ ପ୍ରାପ୍ତି ହୋଇପାରେ।

ମହାଦେବ – ଦ୍ୱିତୀୟରେ ଆପଣ ଯଦି ଭଗବାନ ମହାଦେବଙ୍କୁ ବାଛିଛନ୍ତି, ତାହେଲେ ଆପଣଙ୍କର ଖୁବ୍ ଶୀଘ୍ର ସମସ୍ତ ଦୁଃଖ ଦୂର ହେବାର ସଂକେତ ରହିଛି। ଏବେଠାରୁ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ଓ ଆପଣ ଆନନ୍ଦରେ ଜୀବନ ଅତିବାହିତ କରିବେ। ଆପଣ ଯେଉଁ କାର୍ଯ୍ୟରେ କଠିନ ପରିଶ୍ରମ କରିବେ ସେଥିରେ ନିଶ୍ଚିତ ଭାବେ ସଫଳତା ଅର୍ଜନ କରିବେ। ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ। ବହୁତ ଦିନରୁ ରହିଥିବା ଆର୍ଥିକ ସମସ୍ଯା ସବୁ ଦୂର ହୋଇଯିବ। ଆପଣଙ୍କ ଆୟରେ ବୃଦ୍ଧି ହେବା ସହିତ ଖର୍ଚ୍ଚ କମ୍ ହେବ।

ଭଗବାନ ଶ୍ରୀକୃଷ୍ଣ – ଆପଣ ଯଦି ଭଗବାନ ଶ୍ରୀକୃଷ୍ଣଙ୍କୁ ବାଛିଛନ୍ତି, ତାହେଲେ ବୁଝି ନିଅନ୍ତୁ ଯେ ଆପଣ ଜଣେ ସଚ୍ଚୋଟ ବ୍ୟକ୍ତି ଅଟନ୍ତି। ଏହା ସହିତ ସମାଜରେ ଆପଣଙ୍କର ଏକ ସ୍ଵତନ୍ତ୍ର ପ୍ରତିଷ୍ଠା ରହିଥାଏ ଆପଣ ଅତୀତରେ ବହୁତ ଦୁଃଖଭୋଗ କରିଛନ୍ତି କିନ୍ତୁ ବର୍ତ୍ତମାନ ଆପଣଙ୍କ ଭାଗ୍ୟ ବଦଳିବା ପାଇଁ ଯାଉଛି। ଆପଣଙ୍କର ପାରିବାରିକ ଜୀବନରେ ଥିବା ସମସ୍ତ ଦୁଃଖ ଭଗବାନ ଶ୍ରୀକୃଷ୍ଣଙ୍କର କୃପାରୁ ଦୂର ହେବ। ଆପଣଙ୍କ ଜୀବନରେ ଏବେ ପ୍ରଚୁର ଧନବର୍ଷା ହେବାକୁ ଯାଉଛି ଯଦି ଆପଣ ଅବିବାହିତ ଅଛନ୍ତି, ତାହେଲେ ଆପଣଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ।

Leave a Reply

Your email address will not be published. Required fields are marked *