ଜି ସାର୍ଥକରେ ଅଭିନୟ କରୁଥିବା ସବୁ ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ଡାକ ନାମ ଜାଣିଲେ ଆପଣ ହସି ହସି ବେହୋସ ହୋଇଯିବେ

ନମସ୍କାର ଦର୍ଶକବନ୍ଧୁ ଆପଣମାନେ ତ ଜି ସାର୍ଥକରେ ପ୍ରସାରିତ ହେଉଥିବା ସବୁ ସିରିଏଲ ଗୁଡ଼ିକ ନିଶ୍ଚିତ ଭାବରେ ଦେଖୁଥିବେ ଏବଂ ଏହି ସବୁ ସିରିଏଲ ଗୁଡ଼ିକରେ ଦମଦାର ଆକ୍ଟିଙ୍ଗ କରୁଥିବା ଲିଡ ହିରୋଇନ ମାନଙ୍କୁ ବେଶ ଭଲ ଭାବରେ ଜାଣିଥିବେ |ମାତ୍ର ଆପଣମାନେ କଣ ଏହି ସୁନ୍ଦରୀ ଅଭିନେତ୍ରୀ ମାନଙ୍କ ଡାକ ନାମ ଜାଣିଛନ୍ତି କି ଏମାନଙ୍କ ପରିବାର ଲୋକ ,ସାଙ୍ଗ ସାଥି ସେମାନଙ୍କୁ କେଉଁ ନାମରେ ଜାଣନ୍ତି ତେବେ ଆମର ଏହି ବିଷୟଟିକୁ ଶେଷ ଯାଏ ନିଶ୍ଚୟ ଦେଖନ୍ତୁ |

ଏହି ଲିଷ୍ଟର ପ୍ରଥମ ନମ୍ବରରେ ଆସୁଛନ୍ତି ମଧୁର ସଂସାର ସିରିଏଲର ମୁଖ୍ୟ ଅଭିନେତ୍ରୀ ମଧୁ ଯାହାଙ୍କର ପ୍ରକୃତ ନାମ ହେଉଛି ଭକ୍ତି ପଟ୍ଟନାୟକ ଏବଂ ତାଙ୍କ ପ୍ରକୃତ ଡାକ ନାମ ହେଉଚୁ କୁକୁ |

ଏହା ପରେ ଦ୍ୱିତୀୟରେ ଆସୁଛନ୍ତି ଆପଣମାନଙ୍କ ଅତିପ୍ରିୟ ହିରୋଇନ ଶ୍ରୀୟା ବା ଅଙ୍କିତା ମିଶ୍ର ଯିଏ କି ଲୋକପ୍ରିୟ ସିରିଏଲ ସୁନା ଝିଅରେ ଲିଡ ହିରୋଇନ ଭୂମିକାରେ ନଜର ଆସୁଛନ୍ତି ତେବେ ପ୍ରିୟାଙ୍କର ପ୍ରକୃତ ଡାକ ନାମ ହେଉଛି ସାନୁ |

ଏହା ପରେ ତୃତୀୟରେ ଆସୁଛନ୍ତି ଚୁଲବୁଲି ଅଭିନେତ୍ରୀ ମାନିନୀ ଯାହାଙ୍କର ବହୁତ ସୁନ୍ଦର ଅଭିନୟ ତୁ ଖରା ମୁଁ ଛାଇ ସିରିଏଲରେ ନିଶ୍ଚୟ ଦେଖିବାକୁ ପାଇଥିବେ ତେବେ ମାନିନୀଙ୍କ ପ୍ରକୃତ ଡାକ ନାମ ହେଉଛି ମାନୁନ |

ଏହା ପରେ ଚତୁର୍ଥରେ ଆସୁଛନ୍ତି ଶ୍ରୀ ଅରୁନ୍ଧତୀ ଦେବୀକା ତେବେ ଆପଣମାନେ ତ ଅରୁନ୍ଧତୀ ଦେବୀକାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଏବଂ ତାଙ୍କର ଜବରଦସ୍ତ ଆକ୍ଟିଙ୍ଗ ଶ୍ରୀ ସିରିଏଲରେ ନିଶ୍ଚୟ ଦେଖିବାକୁ ପାଇଥିବେ ତେବେ ଦେବୀକାଙ୍କର ପ୍ରକୃତ ଡାକ ନାମ ହେଉଛି ରାନୀ |

ଏହା ପରେ ପଞ୍ଚମରେ ଆସୁଛନ୍ତି ସନ୍ଧ୍ୟା ରାଗିଣୀ ସିରିଏଲର ମୁଖ୍ୟ ଅଭିନେତ୍ରୀ ସନ୍ଧ୍ୟା ବା ହିତୈସା ବାଗ ତେବେ ଆପଣମାନେ ହିତୈଶାଙ୍କୁ ବେଶ ଭଲ ଭାବରେ ଜାଣିଥିବେ ତେବେ ତାଙ୍କ ପ୍ରକୃତ ଡାକ ନାମ ହେଉଛି ସୁନା |

ଏହା ପରେ ଛଅ ନମ୍ବରରେ ଆସୁଛନ୍ତି ସନ୍ଧ୍ୟା ରାଗିଣୀ ସିରିଏଲର ଆଉ ଜଣେ ମୁଖ୍ୟ ଅଭିନେତ୍ରୀ ରାଗିଣୀ ବା ପ୍ରିୟଙ୍କା ରଥ ତେବେ ସୁନ୍ଦରୀ ଅଭିନେତ୍ରୀ ପ୍ରିୟଙ୍କାକର ଡାକ ନାମ ହେଉଛି ପ୍ରିୟଙ୍କା |

ଏହା ପରେ ସପ୍ତମରେ ଆସୁଛନ୍ତି ତୁ ମୋର ସାଥୀର ସିରିଏଲର ମୁଖ୍ୟ ଅଭିନେତ୍ରୀ ଧାରା ତେବେ ଟ୍ୟାଲେଣ୍ଟେଡ ଅଭିନେତ୍ରୀ ଧାରାଙ୍କ ପ୍ରକୃତ ନାମ ହେଉଛି ଅନନ୍ୟା ଦାସ ଏବଂ ତାଙ୍କ ପ୍ରକୃତ ଡାକ ନାମ ହେଉଛି ଅନୁ |

Leave a Reply

Your email address will not be published. Required fields are marked *